jsm

ଲକ୍ଷ୍ମୀଯୋରରେ ସ୍ଥିତି ଅନୁଧ୍ୟାନ କଲେ ପୌରଧ୍ୟକ୍ଷା ଲିକା ସାହୁ ଏବଂ ଯୁବନେତା ଅର୍କେଶ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ବିଭୁତିପଡା ଓ ହାଟପଦାପଡା ଅଞ୍ଚଳର ଜନସାଧାରଣଙ୍କ ଅନୁରୋଧ କ୍ରମେ ବର୍ଷା ମାସକୁ ଆଖିଆଗରେ ରଖି ଲକ୍ଷ୍ମୀଯୋରର ସଫେଇ ଏବଂ ପାଖଆଖରେ ଥିବା ତଳିଆ ଅଞ୍ଚଳରେ ଆଗକୁ ଯେମିତି ବନ୍ୟା ପରିସ୍ଥିତିର ସମ୍ମୁଖୀନ ନ ହେବେ ତାହାକୁ ନେଇ ପୌରପରିଷଦର ପୌରଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ ବିଜେଡ଼ିର ଯୁବନେତା ଅର୍କେଶ ସିଂହଦେଓ ସ୍ଥିତି ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ବେଳେ ଏହି ପରିଦର୍ଶନ ସମୟରେ ତାଙ୍କ ସହ ସ୍ଥାନୀୟ ଜନସାଧାରଣ ଏବଂ କାଉନସିଲର ଶମ୍ଭୁ ନାଗ ମଧ୍ୟ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.