pakka
Daily Archives

ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ସମ୍ବର୍ଦ୍ଧନା ସଭା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା, ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ (ସ୍ମାର୍ଟ ସ୍କୁଲ) ଠାରେ ଆଜି ମୋ ସ୍କୁଲ ପରିଚାଳନା କମିଟି ତରଫରୁ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
Read More...

ହାତୀସରା ସରପଞ୍ଚଙ୍କ ପିତୃ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ସରପଞ୍ଚ କେଲୋ ଡାଙ୍ଗଙ୍କ ପିତା ତ୍ରିଲୋଚନ ଡାଙ୍ଗ(୯୦)ଙ୍କ ଶୁକ୍ରବାର ରାତିରେ ନିଜ ବାସଭବନ ନାଇକେନଶିରାରେ ପରଲୋକ ହୋଇଯାଇଛି । ତାଙ୍କ ୫ପୁଅ ମଧ୍ୟରୁ ୪ ପୁଅ ଯଦୁମଣୀ, ଘାସିରାମ, କାଳିଆ, ସରପଞ୍ଚ କେଲୋ ଡାଙ୍ଗ ସହ ଝିଅମାନେ
Read More...

ଚିନିକଳ ସମ୍ମୁଖରେ ନଳକୂପ ଖୋଲିବାକୁ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବିଜୟାନନ୍ଦ ସମବାୟ ଚିନିକଳ ସମ୍ମୁଖରେ ଏକ ନଳକୂପ ଖୋଲିବା ପାଇଁ ଗୁରୁବାର ଦିନ ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଧାରଣାରେ ବସିଥିବା ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ କରିଛନ୍ତି ।
Read More...

ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧିର ମୁକାବିଲା କରିବାକୁ ଅଭିନବ ଉପାୟରେ ଜାତୀୟ ରାଜପଥରେ ଚାଲିଛି ଗଛ କଟା

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ମାସ ହେଲା ରନ୍ଧନ ଗ୍ୟାସର ମୂଲ୍ୟ ଲଗାତାର ଭାବେ ବୃଦ୍ଧି ଯୋଗୁଁ ସାଧାରଣ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି । ଯାହାଫଳରେ ବାଧ୍ୟ ହୋଇ ରୋଷେ‌ଇ କରିବା ପାଇଁ ସିଲିଣ୍ଡର ଚୁହ୍ଲାକୁ ଛାଡ଼ି ମାଟି ଚୁହ୍ଲା ଆପଣେଇବାକୁ ବାଧ୍ୟ ହୋଇଛନ୍ତି ।
Read More...

ବସ୍ତି ବାସିନ୍ଦାଙ୍କ ପାଇଁ ଦକ୍ଷତା ବୃଦ୍ଧି ସଂପର୍କିତ କର୍ମଶାଳା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୌର ପରିଷଦ ଅନ୍ତର୍ଗତ ଏକ ନମ୍ବର ୱର୍ଡରେ ଥିବା ଭୁରସୁଲ ବନ୍ଧ, ନିଲି ବନ୍ଧ, ଟାଙ୍ଗରପଡା, ଜୀରା ନଦୀ ବସ୍ତି ବାସିନ୍ଦାଙ୍କ ଉନ୍ନତିକୁ ଦୃଷ୍ଟିରେ ଉକ୍ତ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଆୟୋଜିତ ହୋଇଯାଇଛି । ୫ଟି ଅନ୍ତର୍ଗତ ରାଜ୍ୟ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ତରୀୟ ମୋ କଲେଜ ଅଭିଯାନ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମୋ କଲେଜ ଅଭିଯାନ କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୂଳପତି ଡା. ଉମା ବଲ୍ଲଭ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟି ସଦସ୍ୟବୃନ୍ଦ ଯୋଗଦାନ କରିଥିଲେ ଓ ବିଶ୍ୱ ବିଦ୍ୟାଳୟର
Read More...

କୋମଲମତି ପିଲାଙ୍କୁ ଦେଖି ତରଳି ଗଲେ ବିଡ଼ିଓ : ସ୍କୁଲ ଫେରାଇ ଆଣିବାକୁ ଦେଲେ ପ୍ରତିଶୃତି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଖୁଣ୍ଟସମଲେଇ ଗ୍ରାମ ପଞ୍ଚାୟତ ଗରଗଡ଼ଛାପର ପ୍ରାଥମିକ ବିଦ୍ୟାଳୟରେ ପିଲା କମ୍‌ ହେତୁ ଢୋଡ଼ମହୁଲ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ହୋଇଥିଲା । ଗରଗଡ଼ଛାପର ସ୍କୁଲଟି ଢୋଡ଼ମହୁଲ ସ୍କୁଲଠାରୁ ୨.୫ କିଲୋମିଟର ଦୂର ହୋଇଥିବା ବେଳେ ତାହାକୁ ଅଧ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୯ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୪ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ରାଜ୍ୟସ୍ତରୀୟ ରାଜୀବଗାନ୍ଧୀ ପ୍ରତିଭା ପୁରସ୍କାରରେ ସମ୍ମାନିତ ହେଲେ ମାଟିର କାଳାକାର ଚନ୍ଦନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ୩୧ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡିଶା ରାଜୀବଗାନ୍ଧୀ ଛାତ୍ର ଫୋରମ ଓ ରାଜୀବଗାନ୍ଧୀ ଷ୍ଟଡ଼ି ସର୍କଲ ଓଡିଶା ପକ୍ଷରୁ ଜୟଦେବ ଭବନ ଭୁବନେଶ୍ୱରଠାରେ ଆଜି ବଲାଙ୍ଗିର ମାଟିର ଗୌରବ ତଥା ପଶ୍ଚିମ ଓଡିଶା ମାଟିର ସୁନାମ ଧନ୍ୟ
Read More...

ଫଟକରା ଗ୍ରାମରୁ ଚାରି ଫୁଟ୍‌ ଲମ୍ବର ଗୁଖୁରା ନାଗ ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଫଟକରା ଗ୍ରାମର ହିମାଂଶୁ ପୁଟେଲଙ୍କ ଘରୁ ଏକ ଚାରି ଫୁଟ୍‌ ଲମ୍ବର ଗୁଖୁରା ନାଗ ସାପ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ହିମାଂଶୁ ନିଜ ଘରେ ଏକ ସାପ ଦେଖିବାକୁ ପାଇଥିବା ବେଳେ ସଙ୍ଗେ ସଙ୍ଗେ ସାପ ଧରାଳୀ ଦେବରାଜକୁ ଖବର
Read More...