Daily Archives

ବ୍ଲକ୍ ଲେଭେଲ୍ ଯୋଗ ଅଲମ୍ପିଆଡରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କ କୃତିତ୍ୱ ଅର୍ଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ୍ ଲେଭେଲ୍ ଯୋଗ ଅଲମ୍ପିଆଡ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଖେଳ ଶିକ୍ଷକ ସୌରଭ ପ୍ରଧାନଙ୍କ ତତ୍ତ୍ଵାବଧନରେ ଅଣ୍ଡର ୧୬ରେ ପୃଥ୍ୱୀରାଜ ଉଚ୍ଚ
Read More...

ଗୋପବନ୍ଧୁପାଲିରେ କପଡା ବଣ୍ଟନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଲ ଇଣ୍ଡିଆ କପଡା ବ୍ୟାଙ୍କ, ରାଉରକେଲା ଶାଖା ତରଫରୁ ୩୩ ନମ୍ବର ୱାର୍ଡ ଗୋପବନ୍ଧୁପାଲିର ଲୋହରପଡାଠାରେ କପଡା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । କପଡା ବ୍ୟାଙ୍କର ସଭାପତି ସରିତା ସିଂହଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଓଡିଶାର ପ୍ରଥମ ଶସ୍ୟ ଭିତ୍ତିକ ଇଥାନଲ୍ ପ୍ଲାଣ୍ଟର ସ୍ଥାପନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ପାଣିମୁରାଠାରେ ମାଶ୍ ବାୟୋ-ଫୁଏଲ୍ସ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଶସ୍ୟ ଭିତ୍ତିକ ଇଥାନେଲ ଗ୍ୟାସ ପ୍ଲାଣ୍ଟର ସ୍ଥାପନ କରାଯାଇଛି । ଆଭାସୀ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...

ଆକସ୍ମିକ ଭାବେ ମୃତ୍ୟୁ ବରଣ କରିଥିବା କେନ୍ଦୁପତ୍ର ତୋଳାଳୀଙ୍କ ପରିବାର ଲୋକଙ୍କୁ କେନ୍ଦୁପତ୍ର ଅନୁକମ୍ପା ରାଶି ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଗୌଡ଼ପାଲିଠାରେ କେନ୍ଦୁପତ୍ର ବିଭାଗରେ କାମ କରୁଥିବା ସମୟରେ ଆକସ୍ମିକ ଭାବେ ମୃତ୍ୟୁବରଣ କରିଥିବା କେତେକ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଆ
Read More...

ବିନା ସୁରକ୍ଷା ବ୍ୟବସ୍ଥାରେ ଅପରାଜିତା ଷଡଙ୍ଗୀଙ୍କ ରୋଡ଼ ସୋ’ ସମ୍ପନ୍ନ

• ମା' ରାମାୟାଣାମ୍ମା ଠାକୁରଣୀଙ୍କ ନିକଟରେ ଅପରାଜିତାଙ୍କ ପୂଜାର୍ଚ୍ଚନା ବ୍ରହ୍ମପୁର, (କେ .ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସର୍କିଟହାଉସଠାରୁ ଠାକୁରାଣୀ ଯାତ୍ରାସ୍ଥଳ ପର୍ଯ୍ୟନ୍ତ ବିନା ସୁରକ୍ଷା ବ୍ୟବସ୍ଥାରେ ଅପରାଜିତାଙ୍କ ରୋଡ଼ ସୋ ସମ୍ପନ୍ନ ହୋଇପାରିଛି । ଏହା ସମସ୍ତଙ୍କୁ ବିସ୍ମିତ
Read More...

ବ୍ରତୋପନୟନରେ ବ୍ରହ୍ମଚାରୀ ଦ୍ୱୟଙ୍କୁ ପରିବେଶ ସୁରକ୍ଷାରେ ବ୍ରତୀ ହେବା ପାଇଁ ଆଶୀର୍ବାଦ କଲେ ହୃଷୀକେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ଚାରିବାଟିଆ ସାହିରେ ଗତକାଲି ଅଖିଳେଶ ପ୍ରକାଶ ଓ ଦେବୀପ୍ରସାଦଙ୍କ ଶୁଭ ବ୍ରତୋପନୟନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ଆବାହକ, ସୁସାହିତ୍ୟିକ, ପରିବେଶବିତ୍ତ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ପହଂଚି
Read More...

ମାଣ୍ତିଆଢିପାରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମଣ୍ତିଆଢିପାଠାରେ ସଂକ୍ରାନ୍ତି ଉପାସିକା ଓ ମାଣ୍ତିଆଢିପା ଗ୍ରାମବାସୀଙ୍କ ଦ୍ୱାରା ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଏହି ଷୋହଳ ପ୍ରହରୀ ନାମଯଜ୍ଞରେ ୩ଦିନ ବ୍ୟାପୀ ହରେକୃଷ୍ଣ ମହାମନ୍ତ୍ରରେ ଯଜ୍ଞମଣ୍ଡପ କମ୍ପୁଥିଲା ।
Read More...

ସବଜଜ୍ କୋର୍ଟର ଷ୍ଟେନୋଙ୍କ ସ୍ଵାମୀ ଧନେଶ୍ଵର ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ସବଜଜ୍ କୋର୍ଟର ଷ୍ଟେନୋ ସସ୍ମିତା ଦଳେଇଙ୍କ ସ୍ଵାମୀ ଧନେଶ୍ୱର ବେହେରାଙ୍କ ଗତକାଲି ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ଧନେଶ୍ଵରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ପାଟଣାଗଡ ଡାକ୍ତରଖାନାକୁ ଷ୍ଟେନୋ ସସ୍ମିତା ଦଲେଇ ନେଇ
Read More...

ଦାବିରି ରେଲୱେଲାଇନ ମର୍ଡର ଘଟଣା : ପୋଲିସର ବଡ ସଫଳତା

ଖବରଦାତା ସମ୍ମିଳନୀରେ ପ୍ରକାଶ : ୩ ଅଭିଯୁକ୍ତ କୋର୍ଟ ଚାଲାଣମାଟିତଳୁ ମୃତ କଂକାଳ ଉଦ୍ଧାରର ୪ ମାସ ପରେ ପୋଲିସ ରାଂଚିରୁ ଗିରଫ କଲାକଂଟାବାଂଜି, (ମନୀଷ କୁମାର ହଂସ) : ଆଜି ବଲାଙ୍ଗିର ଜିଲ୍ଲା କଂଟାବାଂଜି ପୋଲିସର ଏକ ଖବରଦାରତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୋଲିସ ଖବରଦାତା
Read More...

ସ୍କୁଲ ଛାଡିଥିବା ଛାତ୍ରଛାତ୍ରୀମାନଙ୍କୁ ଶୀଘ୍ର ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ଓ ସ୍କୁଲ ପୁନଃ ଖୋଲିବା ପାଇଁ ଜିଲ୍ଲା…

ବରଗଡ, (ନିରୋଜ କୁମାର ପାଣୀ) : ସ୍କୁଲ ଛାଡିଥିବା ଛାତ୍ରଛାତ୍ରୀମାନଙ୍କୁ ଶୀଘ୍ର ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ଓ ସ୍କୁଲ ପୁନଃ ଖୋଲିବା ପାଇଁ ଜିଲ୍ଲା ଅଭିବାଭକ ମହାସଙ୍ଘ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଆଜି ଜିଲ୍ଲା ଅଭିବାଭକ ମହାସଙ୍ଘ ସ୍ଥାନୀୟ ବରଗଡ଼ ଜିଲ୍ଲା ଶିକ୍ଷା
Read More...