Daily Archives

ବିଇଡି କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ (ବିଇଡି କଲେଜ) ଛାତ୍ର ସଂସଦର ବାର୍ଷିକ ଉତ୍ସବ ଗତକାଲି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷା ଡକ୍ତର ଗୀତାଞ୍ଜଳି ପାଢୀଙ୍କ ପୌରହିତ୍ୟରେ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ସଭା
Read More...

ପରିବର୍ତ୍ତନ ଧାରାରେ ଭାରତୀୟ ଚଳଚ୍ଚିତ୍ର

ଭୁବନେଶ୍ୱର, (ପିଆଇବି) : ସମୟ ସହ ତାଳଦେଇ ଭାରତୀୟ ଚଳଚ୍ଚିତ୍ରର ପରିବର୍ତ୍ତନ ଘଟୁଛି ଏବଂ ଭବିଷ୍ୟତରେ ଓ.ଟି.ଟି. ପ୍ଲାଟଫର୍ମକୁ ଏହା ଆସିଯିବ ବୋଲି ପ୍ରଫେସର ହିମାଂଶୁ ଖଟୁଆ କହିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟ ପକ୍ଷରୁ ଆଜି
Read More...

ଟ୍ୟାଙ୍କର-ଟ୍ରକ ଦୁର୍ଘଟଣା, ୯ ଜୀବନ୍ତ ଦଗ୍ଧ

ଚନ୍ଦ୍ରପୁର : ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣା ପରେ ନିଆଁଲାଗି ୯ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଗୁରୁବାର ରାତି ପ୍ରାୟ ସାଢେ ୧୦ଟାରେ ଏହି ଦୁର୍ଘଟଣା ଚନ୍ଦ୍ରପୁର-ମୁଲ୍‌ ରୋଡ୍‌ରେ ଘଟିଛି । ଚନ୍ଦ୍ରପୁର ଉପକଣ୍ଠ ଅଜୟପୁରରେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ସଦର ଥାନାରେ ବିବାହ କଲେ ପ୍ରେମୀଯୁଗଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ଥାନାରେ ଏକ ପ୍ରେମ ବିବାହ ସମ୍ପନ୍ନ ହୋଇଛି । ବରଗଡ଼ ବ୍ଲକ ଅଧୀନ ରୁହୁନିଆଁ ଗ୍ରାମର ହରିହର ଭୋଇ ଏବଂ ଖୁଣ୍ଟପାଲି ଗ୍ରାମର ଉର୍ମିତା ପ୍ରଧାନ ଫୁଲମାଳ ଦେଇ ପରସ୍ପରକୁ ଜୀବନ ସାଥୀ ଭାବେ ବାଛି ନେଇଛନ୍ତି । ବିବାହ ପରେ ଉର୍ମିତାଙ୍କୁ ସାଥୀରେ ନେଇ
Read More...

ଚୀନ ରାଷ୍ଟ୍ରପତି ଜିନପିଙ୍ଗ ନେପାଳକୁ ପ୍ରଶଂସା କରି କହିଲେ, ନିର୍ବାଚନ କରିବା ସଠିକ୍ ପଦକ୍ଷେପ

ନୂଆଦିଲ୍ଲୀ : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କୁ ସ୍ଥାନୀୟ ନିର୍ବାଚନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଲୋକମାନଙ୍କ ଦ୍ୱାରା ଲୋକ ପ୍ରତିନିଧି ଚୟନ କରିବାର ପ୍ରକ୍ରିୟା ଏକ ଭଲ ପଦକ୍ଷେପ ବୋଲି ସେ କହିଛନ୍ତି । ନେପାଳର ଚୀନ୍ ରାଷ୍ଟ୍ରଦୂତ ହୋ
Read More...

ଜ୍ଞାନବାପୀ ପ୍ରସଙ୍ଗରେ ବିବାଦୀୟ ପୋଷ୍ଟ କରି ଡିୟୁ ପ୍ରଫେସର ଗିରଫ

ନୂଆଦିଲ୍ଲୀ : ବାରାଣାସୀର ଜ୍ଞାନବାପୀ ମସଜିଦରୁ ମିଳିଥିବା ଶିବଲିଙ୍ଗକୁ ନେଇ ଫେସବୁକରେ ବିବାଦୀୟ ପୋଷ୍ଟ କରିଥିବାରୁ ପୋଲିସ ଶୁକ୍ରବାର ଦିନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସର ରତନ ଲାଲଙ୍କୁ ଗିରଫ କରିଛି । ଏହି ପୋଷ୍ଟ ପାଇଁ ଇଣ୍ଟରନେଟ ମିଡିଆରେ ପ୍ରଫେସରଙ୍କୁ କଡ଼ା ସମାଲୋଚନା
Read More...

ଲୋଇସିଂହା ଏସ୍‌ବିଆଇ ପରିସରରେ ବିଏଲ୍‌ବିସି ବୈଠକ ଅନୁଷ୍ଠିତ ହୋଇଥିବା ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍‌ର ଏସବିଆଇ ପରିସରରେ ବିଏଲ୍‌ବିସି ବୈଠକ ଅନୁଷ୍ଠିତ ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଚଂଚଳ ରାଣା । ଏହି ବୈଠକରେ ଅଂଶଗ୍ରହଣକାରୀମାନଙ୍କୁ ମିଶନ ଶକ୍ତିର ଡ୍ୱଲ୍ୟୁଏସ୍‌ଏଚ୍‌ଜି ବ୍ୟାଙ୍କ ଲିଙ୍କେଜ୍, ସୁଧ
Read More...

ବଲାଙ୍ଗିରରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଓ ଜିଲ୍ଲା ସ୍ତରୀୟ ତ୍ରୈମାସିକ ମିଳିତ ସମୀକ୍ଷା ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନନ୍ତ ନାରାୟଣ ସିଂ ଲାଗୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଗଠିତ ହୋଇ କାର୍ଯ୍ୟକାରୀ ହେଉଥିବା ଜିଲ୍ଲା ସ୍ତରୀୟ କମିଟି, ଟାସ୍କ-ଫୋର୍ସ ଓ ଚାଇଲ୍ଡ ଲାଇନ୍‌ ପରାମର୍ଶ ପରିଷଦ
Read More...

ରାଜ୍ୟ ଯୋଜନାର ସହଯୋଗରେ ଭୀମପାହାଡରେ ବିକାଶମୂଳକ କାର୍ଯ୍ୟ ହୋଇଥିବା ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଭୀମପାହାଡ ପର୍ଯ୍ୟଟନସ୍ଥଳୀ ଠାରେ ରାଜ୍ୟ ଯୋଜନାର ସହଯୋଗରେ ବିକାଶମୂଳକ କାର୍ଯ୍ୟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ଏହି ପାହାଡରେ ଥିବା ଗୁମ୍ଫାଗୁଡ଼ିକର ପାହାଚ, ମନ୍ଦିର ସୁବିଧା, ଟ୍ୟାଙ୍କ୍ ଡିଭଟ୍, ଇକୋ
Read More...