ରାଜ୍ୟ ଯୋଜନାର ସହଯୋଗରେ ଭୀମପାହାଡରେ ବିକାଶମୂଳକ କାର୍ଯ୍ୟ ହୋଇଥିବା ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଭୀମପାହାଡ ପର୍ଯ୍ୟଟନସ୍ଥଳୀ ଠାରେ ରାଜ୍ୟ ଯୋଜନାର ସହଯୋଗରେ ବିକାଶମୂଳକ କାର୍ଯ୍ୟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ଏହି ପାହାଡରେ ଥିବା ଗୁମ୍ଫାଗୁଡ଼ିକର ପାହାଚ, ମନ୍ଦିର ସୁବିଧା, ଟ୍ୟାଙ୍କ୍ ଡିଭଟ୍, ଇକୋ ଟୁରିଜିମ୍ ହଟ୍‌ସ, ପାର୍କ, ପିକନିକ୍ ପ୍ଲେସ୍‌, କାଫେଟେରିଆ ଏବଂ ବିଶ୍ରାମ ସେଡ୍ ଭଳି ବହୁ ବିକାଶମୂଳକ କାର୍ଯ୍ୟ ହୋଇଥିବା ନେଇ ଶ୍ରୀ ରାଣା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

9 − two =