pakka

ଜ୍ଞାନବାପୀ ପ୍ରସଙ୍ଗରେ ବିବାଦୀୟ ପୋଷ୍ଟ କରି ଡିୟୁ ପ୍ରଫେସର ଗିରଫ

bbehera

ନୂଆଦିଲ୍ଲୀ : ବାରାଣାସୀର ଜ୍ଞାନବାପୀ ମସଜିଦରୁ ମିଳିଥିବା ଶିବଲିଙ୍ଗକୁ ନେଇ ଫେସବୁକରେ ବିବାଦୀୟ ପୋଷ୍ଟ କରିଥିବାରୁ ପୋଲିସ ଶୁକ୍ରବାର ଦିନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସର ରତନ ଲାଲଙ୍କୁ ଗିରଫ କରିଛି । ଏହି ପୋଷ୍ଟ ପାଇଁ ଇଣ୍ଟରନେଟ ମିଡିଆରେ ପ୍ରଫେସରଙ୍କୁ କଡ଼ା ସମାଲୋଚନା କରାଯାଇଥିଲା । ସୂଚନାଯୋଗ୍ୟ ଯେ, ସାମାଜିକ କାର୍ଯ୍ୟକର୍ତ୍ତା ଶିବମ ଭଲ୍ଲାଙ୍କ ଅଭିଯୋଗ ଉପରେ, ମଇ ୧୮ରେ ଉତ୍ତର ପ୍ରଦେଶର ସାଇବର ସେଲ୍ ପୋଲିସ୍ ଷ୍ଟେସନରେ ପ୍ରଫେସରଙ୍କ ବିରୋଧରେ ଏକ ଏଫ୍ଆଇଆର୍ ପଂଜିକୃତ ହୋଇଥିଲା ଏବଂ ଧାର୍ମିକ ଭାବନାକୁ ଆଘାତ ଦେଇଥିବା କୁହାଯାଇଥିଲା । ତାଙ୍କୁ ସିଭିଲ୍ ଲାଇନ୍ ପୋଲିସ୍ ଆଜି ଟିସ୍ ହଜାରି କୋର୍ଟରେ ହାଜର କରିବ ।

Leave A Reply

Your email address will not be published.

5 × two =