ଲୋଇସିଂହା ଏସ୍‌ବିଆଇ ପରିସରରେ ବିଏଲ୍‌ବିସି ବୈଠକ ଅନୁଷ୍ଠିତ ହୋଇଥିବା ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍‌ର ଏସବିଆଇ ପରିସରରେ ବିଏଲ୍‌ବିସି ବୈଠକ ଅନୁଷ୍ଠିତ ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଚଂଚଳ ରାଣା । ଏହି ବୈଠକରେ ଅଂଶଗ୍ରହଣକାରୀମାନଙ୍କୁ ମିଶନ ଶକ୍ତିର ଡ୍ୱଲ୍ୟୁଏସ୍‌ଏଚ୍‌ଜି ବ୍ୟାଙ୍କ ଲିଙ୍କେଜ୍, ସୁଧ ସବଭେନ୍ସନ୍, ଋଣ ପ୍ରକ୍ରିୟାକରଣ ଏବଂ ବୀମା ଉପରେ ବୁଝାଇଥିଲେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀମାନେ ।

Leave A Reply

Your email address will not be published.

6 + 19 =

error: Content is protected !!