pakka

ଚୀନ ରାଷ୍ଟ୍ରପତି ଜିନପିଙ୍ଗ ନେପାଳକୁ ପ୍ରଶଂସା କରି କହିଲେ, ନିର୍ବାଚନ କରିବା ସଠିକ୍ ପଦକ୍ଷେପ

ନୂଆଦିଲ୍ଲୀ : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କୁ ସ୍ଥାନୀୟ ନିର୍ବାଚନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଲୋକମାନଙ୍କ ଦ୍ୱାରା ଲୋକ ପ୍ରତିନିଧି ଚୟନ କରିବାର ପ୍ରକ୍ରିୟା ଏକ ଭଲ ପଦକ୍ଷେପ ବୋଲି ସେ କହିଛନ୍ତି । ନେପାଳର ଚୀନ୍ ରାଷ୍ଟ୍ରଦୂତ ହୋ ୟାନକି ବୁଧବାର ଏଠାରେ ନେପାଳର ଗୃହମନ୍ତ୍ରୀ ବାଲକ୍ରିଷ୍ଣା ଖଣ୍ଡଙ୍କ ସହ ସାକ୍ଷାତ ସମୟରେ ଏହି ବାର୍ତ୍ତା ଦେଇଛନ୍ତି ।

Leave A Reply

Your email address will not be published.

nineteen + 18 =