Daily Archives

ନୃସିଂହ ଚତୁର୍ଦ୍ଦଶୀ ପାଇଁ ବୈଶାଖ ମେଳା ଚଳଚଞ୍ଚଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହ ନାଥ ପୀଠରେ ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ଗୁରୁବାର ଆରମ୍ଭ ହୋଇଯାଇଛି । ତେବେ ଏହି ମେଳା ୧୬ ତାରିଖ ଦିନ ଶେଷ ହେବାକୁ ଥିବା ବେଳେ ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ଭକ୍ତ
Read More...

ନ୍ୟାୟ ନ ପାଇବାରୁ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଯୁବକ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଛତ୍ରପୁର କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସନ୍ଧ୍ୟାରେ ନିଜ ଦେହରେ କିରୋସିନି ଅବା ପେଟ୍ରୋଲ ଢ଼ାଳି ଜଣେ ଯୁବକ ଆତ୍ମାହୁତି
Read More...

ହରିଶଙ୍କର ଐତିହାସିକ ବୈଶାଖ ମେଳା ଉପଲକ୍ଷେ ଭୁଲିଆ ସମାଜ ବିକାଶ ପରିଷଦ ପକ୍ଷରୁ ନିଶୁଳ୍କ ଅନ୍ନ ସେବା

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ହରିଶଙ୍କର ଐତିହାସିକ ବୈଶାଖ ମେଳା ଆରମ୍ଭ ହୋଇଯାଇଛି । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ କଟକଣା ଯୋଗୁଁ ମେଳା ବନ୍ଦ ରହିଥିଲା । ଚଳିତ ବର୍ଷ ହରିଶଙ୍କର ବୈଶାଖ ମେଳା ତା୧୪ ରୁ ୧୬ ପର୍ଯ୍ୟନ୍ତ ତିନିଦିନ ଧରି
Read More...

ଇନ୍‌କ୍ୱାରି ଅଫିସରଙ୍କ ଇନ୍‌କ୍ୱାରି ନାମରେ ପ୍ରହଶନ ଯୋଗୁଁ ଆଶାକର୍ମୀଙ୍କ କକ୍ଷ ତ୍ୟାଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ ବ୍ଲକ ସି.ଏଚ୍‌.ସି ଘସିଏନ ଠାରେ ଗତକାଲି ନିଖିଳ ଓଡିଶା ଆଶା କର୍ମୀ ସଂଘ ପାଟଣାଗଡ ବ୍ଲକର ଅଭିଯୋଗ କ୍ରମେ ସିଡିଏମ୍‌ଓ ଅଫିସ ବଲାଙ୍ଗିରରୁ ଘଟଣାର ସତ୍ୟାସତ୍ୟ ପାଇଁ ଇନ୍‌କ୍ୱାରି ବୈଠକ ଡକା ହୋଇଥିଲା । ଏହି ବୈଠକରେ ଆଶା କର୍ମୀମାନେ ଇନ୍‌କ୍ୱାରି
Read More...

ଭିନ୍ନକ୍ଷମ ଯୁବତୀଙ୍କୁ ପ୍ରେମ ପରେ ପ୍ରତାରଣା : ପ୍ରେମିକାକୁ ଧୋକା ଦେଇ ଜେଲ୍ ଗଲେ ଯୁବକ

ମ. ରାମପୁର, (ହେମନ୍ତ ସାହୁ) : ପ୍ରେମରେ ପ୍ରତାରଣା କରି ଶେଷକୁ ଜେଲ୍ ଯିବାକୁ ପଡ଼ିଛି ଯୁବକଙ୍କୁ । ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ବାରବନ୍ଧା ଗ୍ରାମ ପଞ୍ଚାୟତର ଗୁନାଙ୍ଗବେଡ଼ା ଗ୍ରାମର ଯୁବକ ହେମନ୍ତ ଔରଫ୍ ଅଜିତ୍ କୁମାର ସାହୁ ନିକଟସ୍ଥ ବାଲବେଡା ଗ୍ରାମର ଜଣେ ଅନ୍ୟ
Read More...

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପୂର୍ବ ଜନ ସୂଚନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଜନ ସୂଚନା ଅଧିକାରୀଙ୍କୁ ରତ୍ନ ଭଣ୍ଡାର ଚାବି, ନବ କଳେବର ବିଶୃଙ୍ଖଳା ଇତ୍ୟାଦିକୁ ନେଇ ଗତ ୧୧ ଜୁନ ୨୦୧୮ ମସିହାରେ କେତେକ ତଥ୍ୟ ମାଗିଥିଲେ । କିନ୍ତୁ ତତ୍କାଳୀନ ଜନ
Read More...

ରାଜେନ୍ଦ୍ର ଡ୍ୟାମ୍‌ର ପୁନଃ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ : ଯୁବନେତା ଅର୍କେଶଙ୍କ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜଳକଷ୍ଟ ଦୂର କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ରାଜେନ୍ଦ୍ର ଡ୍ୟାମ୍‌ର ପୁନଃ ଉଦ୍ଧାର କରିବାକୁ ରାଜ୍ୟସରକାରଙ୍କୁ ଅନୁରୋଧ କରାଯିବ ବୋଲି ରାଜେନ୍ଦ୍ର ଡ୍ୟାମକୁ ପରିଦର୍ଶନରେ ଯାଇ ବିଜେଡିର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ କହିଛନ୍ତି,
Read More...

କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ କଟକ ଡିସିପିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଟକ : କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ ସମସ୍ତ କର୍ମକର୍ତ୍ତା ବର୍ଗଙ୍କ ପକ୍ଷରୁ କଟକର ନୂତନ ଡିସିପି ପିନାକ ମିଶ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ମାଧ୍ୟମରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ସଂଘର ଉପ ସଭାପତି ବଦ୍ରୀ ନାରାୟଣ ଦାସ, ସମ୍ପାଦକ ଶିଶିର
Read More...

ଯୁବ କୁଲତା ସମାଜ ତରଫରୁ ହରିଶଙ୍କରଠାରେ ଅନ୍ନଛତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସାମାଜ ଅଧିନସ୍ଥ ଖପ୍ରାଖୋଲ ବ୍ଲକ କମିଟି ତରଫରୁ ବୈଶାଖ ମେଳା ଉପଲକ୍ଷେ ହରିଶଙ୍କରଠାରେ ଏକ ଅନ୍ନଛତ୍ରର ଉଦ୍‌ଘାଟନ କରାଯାଇଛି । ବୈଶାଖ ଚତୁର୍ଦ୍ଦଶୀ ମେଳା ଉପଲକ୍ଷେ ଲୋକଙ୍କ ସୁବିଧା ପାଇଁ ଦୂର ଦୂରାନ୍ତରରୁ ଆସୁଥିବା ଲୋକଙ୍କୁ
Read More...

ସିମେଲପଦର ନିକଟସ୍ଥ ଚାଷ ଜମିରୁ ହାତୀ ଛୁଆ ଗୁରୁତର ଘଟଣା : ବନ ବିଭାଗ ଓ ପ୍ରାଣୀ ବିଭାଗ ପକ୍ଷରୁ ପ୍ରୟାସ ଜାରି, ୩୦…

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥ ବନାଞ୍ଚଳ ଅଧୀନରେ ଥିବା ମୂଷାନାଳ ସେକ୍ସନର ପାହାଡପଦର ପଞ୍ଚାୟତର ସିମେଲପଦର ଗାଁ ନିକଟରେ ଥିବା ଧାନ ଚାଷ ଜମିରେ ଗୁରୁବାରଠାରୁ ଏକ ଢେଡ଼ ବର୍ଷର ମାଈ ହାତୀ ଛୁଆ ଚାଷ ଜମି କାଦୁଅରେ ପଡି ଗୁରୁତର ହୋଇଥିଲା । ଖବର
Read More...