Daily Archives

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଅଜଣା ଗାଡି ଗାଡି ଧକ୍କାରେ ମଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଟେଣ୍ଡପଦର ପୋଡ଼ମୁଣ୍ଡ ଗାଁର ସୁଶୀଲ କାଣ୍ଡ । ସୂଚନା ଅନୁସାରେ ସୁଶୀଲ ଏକ ବିବାହ ଭୋଜି ଖାଇ ଫେରୁଥିବା ବେଳେ ଏକ ଅଜଣା ଗାଡି ସହ ଉଲବା ଛକଠାରେ ଧକ୍କା ହୋଇଥିଲା । ପରେ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୬ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୨ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ କୋଇଲା ବାଷ୍ପୀକରଣ ପାଇଁ ଭାରତ ସରକାର ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି : କୋଇଲା…

• ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ କୋଇଲା ଓ ଖଣି ଖନନ କ୍ଷେତ୍ରରେ ପ୍ରଯୁକ୍ତିକୁ ଆପଣାଇବା ଅତ୍ୟନ୍ତ ଜରୁରି : ଅତିରିକ୍ତ ସଚିବ• ଶକ୍ତି, ଇସ୍ପାତ ଓ ଖଣି ମନ୍ତ୍ରଣାଳୟ ସହ ମିଶି ଭୁବନେଶ୍ବରରେ ଜାତୀୟ ଖଣିଜ କଂଗ୍ରେସ ଆୟୋଜନ କଲା ଖଣି ମନ୍ତ୍ରଣାଳୟ ନୂଆଦିଲ୍ଲୀ, (ପିଆଇବି) : ଶକ୍ତି,
Read More...

ଛଅଟି ରାଜ୍ୟ ଏବଂ ଦଶଟି ପ୍ରମୁଖ ବ୍ୟାଙ୍କରେ ପିଏଫ୍‌ଏମ୍‌ଏସ୍‌ର କାର୍ଯ୍ୟକାରିତାକୁ ନେଇ ପୁରୀଠାରେ ସମୀକ୍ଷା ବୈଠକ…

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଜି ପୁରୀଠାରେ ଛଅଟି ରାଜ୍ୟ ଏବଂ ଦଶଟି ପ୍ରମୁଖ ବ୍ୟାଙ୍କରେ ପବ୍ଲିକ୍ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (ପିଏଫଏମଏସ)ର କାର୍ଯ୍ୟକାରିତାକୁ ନେଇ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି । ଅତିରିକ୍ତ ମହାଲେଖା ନିୟନ୍ତ୍ରକ
Read More...

ସ୍ୱାମୀ ଅବହେଳିତ ଭୂମିସୂତାକୁ ପ୍ରଶାସନର ସହାୟତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାମୀ ଅବହେଳିତ ଭୂମିସୂତା ତ୍ରିପାଠୀଙ୍କୁ ଏକ ଛୋଟ ଦୋକାନ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ସମ୍ମୁଖରେ ଥିବା ଗାଡି ପାକିଂ ଓ ବିକ୍ରୟ ସ୍ଥଳରେ ହସ୍ତାନ୍ତରିତ କରାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ
Read More...

ଜିଲ୍ଲା ବରିଷ୍ଠ ନାଗରିକ ମଂଚ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୧/୫/୨୦୨୨ର କାର୍ଯ୍ୟକାରିଣୀ ବୈଠକର ଆଧାରରେ ବରିଷ୍ଠ ନାଗରିକ ମଂର କାର୍ଯ୍ୟକର୍ତ୍ତା ଓ ସଭ୍ୟମାନେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପି.ଏଚ୍‌.ଡି ବଲାଙ୍ଗିରଙ୍କୁ ସାକ୍ଷାତ କରି ବଲାଙ୍ଗିର ସହରରେ ପାନୀୟ ଜଳ ସଂକଟର ଏବଂ ସୂଚାରୁ ପରିଚାଳନା ନିମନ୍ତେ ଦାବୀ
Read More...

ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ କମ୍ପାନୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିନ୍‌ଏସ୍‌) : ଭାରତ ସରକାରଙ୍କର କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ୧୦,୦୦୦ କୃଷକ ଉତ୍ପାଦକ କମ୍ପାନୀ ଗଠନ ଓ ପ୍ରୋତ୍ସାହନ ଯୋଜନାରେ ଗଠିତ ବଲାଙ୍ଗିର ଜିଲ୍ଲାର ଚାରିଗୋଟି କୃଷକ ଉତ୍ପାଦକ କମ୍ପାନୀର ଏକ ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀୟ ଜଳଛାୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ
Read More...

୨ୟ ବଲ ଓ ଚିତ୍ତ ସ୍ମାରକୀ ନାଇଟ କ୍ରିକେଟ : ସିଂହନପୁର ଚାମ୍ପିଅନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଆମ୍ବବାହାଲଠାରେ ମା' ସମଲେଶ୍ଵରୀ ସ୍ପୋଟିଂ ଦ୍ଵାରା ଆୟୋଜିତ ୨ୟ ବଲ ଓ ଚିତ୍ତ ସ୍ମାରକୀ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି‌ । ୩୨ ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଉତ୍ସବରେ ଯୁବ ନେତା
Read More...

ପୁରେନା ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ଡା ପଞ୍ଚାୟତ ପୁରେନା ଗ୍ରାମବାସୀଙ୍କ ଉଦ୍ୟମରେ ମଇ ୨୫ରୁ ଆରମ୍ଭ ହୋଇ ୨୭ ପର୍ଯ୍ୟନ୍ତ ତିନି ଦିନ ଧରି ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ନାମ ଯଜ୍ଞର ତୃତୀୟ ଦିନରେ ନାମ ସମାପନ ସହ ପୂର୍ଣ୍ଣାହୁତି ପରେ ଦହି
Read More...

ବୀମା ଓ ମରୁଡି ସହାୟତା ରାଶି ପ୍ରଦାନ ଦାବୀରେ ରାଜବୋଡାସମ୍ବର କୃଷକ ସଂଗଠନର ଜରୁରୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମରୁଡି ପ୍ରପୀଡ଼ିତ ପଦ୍ମପୁର ସବ ଡିଭିଜନ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଲେବିଡି ନାଲାର ଆମ୍ବ ବୁରେଇଠାରେ ଆଜି ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକର ଚାଷୀମାନଙ୍କୁ ନେଇ ସଂଗଠନର ସଭାପତି ଅରବିନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ
Read More...
error: Content is protected !!