Browsing Tag

deogaon news

ଲୋକ ଉନ୍ନତି ସଂଗଠନ ପକ୍ଷରୁ କୁପୋଷଣ ଦୂର କରିବାକୁ ରାଜ୍ୟପାଳଙ୍କୁ ଦାବୀପତ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ସାରା ଓଡ଼ିଶାରେ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ତରଫରୁ ବିଭିନ୍ନ ସଂଗଠନର ନେତୃତ୍ୱରେ କୁପୋଷଣକୁ ଦୂର କରିବାକୁ ବ୍ଲକ ଲେଭେଲ୍ କମ୍ପାଇଜନ୍ ଅନ୍ ନେସନାଲ ଫୁଡ୍ ସିକ୍ୟୁରିଟି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ…
Read More...

ପ୍ରମାଣପତ୍ର ମିଳିବାରେ ବିଳମ୍ବ, ନାମ ଲେଖାରେ ଅସୁବିଧା : ଜିଲ୍ଲା ଆପ୍‌ ପକ୍ଷରୁ ତହସିଲଦାରଙ୍କୁ ଦାବୀପତ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲ ଅନ୍ତର୍ଗତ ବିଭିନ୍ନ ଗାଁର ଅନେକ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ଲୋକଙ୍କ ଜାତି, ବସବାସ ଓ ଆୟ ପ୍ରମାଣପତ୍ର ମିଳିବାରେ ବିଳମ୍ବ ହେଉଥିବାରୁ ଲୋକଙ୍କ ବହୁ ଉନ୍ନତିମୂଳକ କାମରେ ବାଧା ସୃଷ୍‌ଷ୍ଟି ହେବା ସହ ଛାତ୍ରଛାତ୍ରୀମାନଙ୍କ ସ୍କୁଲ, କଲେଜରେ…
Read More...

ଅବସରର ୪ ବର୍ଷ ପରେ ବି ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିନି ଅବସରକାଳୀନ ଟଙ୍କା

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨୦୧୬ ମସିହାରେରେ ଶିକ୍ଷା ଦାନରୁ ଅବସର ନେଇଥିବା ଶିକ୍ଷକମାନଙ୍କୁ ଦେଓଗାଁ ବ୍ଲକରେ ମିଳୁନି ଅବସରକାଳୀନ ଟଙ୍କା ବୋଲି ଅବସରପ୍ରାପ୍ତ ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ବର୍ଷ ବର୍ଷ ଧରି ଶିକ୍ଷା ଦାନରେ ଜଡ଼ିତ ଥିବା ଶିକ୍ଷକ ଭତ୍ତା ଟଙ୍କାକୁ ଆନାଇ…
Read More...

ପ୍ରଧାନମନ୍ତ୍ରୀଙ୍କ ୭୦ତମ ଜନ୍ମଦିବସ ଅବସରରେ କରୁଆଁଝରରେ ସେବା ସପ୍ତାହ କାର୍ଯ୍ୟକ୍ରମ : ଗାଁ ସଫେଇ ସହ ବୃକ୍ଷ ରୋପଣ କଲେ…

ଦେଓଗାଁ, (ମନୀଷ କୁମାର ସାହୁ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସାରା ଭାରତ ବର୍ଷରେ ଗତ ୧୪ତାରିଖରୁ ପାଳନ ହେଉଥିବା ସେବା ସପ୍ତାହ କାର୍ଯ୍ୟକ୍ରମ ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ଅନ୍ତର୍ଗତ କରୁଆଁଝର ଗାଁରେ ରବିବାର ଦିନ ଏହି ଉଦଯାପିତ ହୋଇଯାଇଛି । …
Read More...

ସରକାରୀ ସହାୟତାରୁ ବଞ୍ଚିତ କେନ୍ଦୁପତ୍ର ବନ୍ଧେଇ ଶ୍ରମିକ : ଗ୍ୟାସ୍, ପାଇଖାନା, ମଶାରୀ, ବିଜୁଳି କି କମ୍ବଳ ମିଳିନି :…

ଦେଓଗାଁ, (ମନୀଷ କୁମାର ସାହୁ) : କେନ୍ଦୁପତ୍ର ଗୁଛାକଟାରୁ ଆରମ୍ଭ କରି ବସ୍ତାରେ ପ୍ୟାକିଙ୍ଗ କରିବା ସହ ଗାଡ଼ିରେ ଲୋଡ୍ କରିବା ପର୍ୟ୍ୟନ୍ତ ବିଭିନ୍ନ ବର୍ଗର ଲୋକଙ୍କ ଭୂମିକା ରହିଥାଏ । ଗୁଛା କାଟିବା, ପତ୍ର ତୋଳିବା, ଶୁଖାଇବା, ଫଡ଼ିକୁ ଆଣିବା, ବାନ୍ଧିବା ମୁଖ୍ୟ ଗୋଦାମକୁ ନେବା, ବିକ୍ରୟ…
Read More...

ଶିକ୍ଷା ବିଭାଗର ନିଷ୍ପତ୍ତି : କମ୍ ଛାତ୍ରଛାତ୍ରୀ ଥିବା ଦେଓଗାଁ ବ୍ଲକର ୧୪ଟି ସ୍କୁଲ ବନ୍ଦ ହେବ : ଏନ୍‌ଏଚ୍‌, ରେଲ ଲାଇନ…

ଦେଓଗାଁ, (ମନୀଷ କୁମାର ସାହୁ) : ୨୦ ବର୍ଷରୁ ଅଧିକ ହେଲା ନିଜ ନିଜ ଗାଁରେ ପାଠ ପଢ଼ୁଥିବା ୧୪ଟି ସ୍କୁଲର କୋମଳମତୀ ଛାତ୍ରଛାତ୍ରୀ ଏବେ ଗାଁ ସ୍କୁଲରେ ଅଧିକ ପିଲା ନ ଥିବାରୁ ନିକଟବର୍ତ୍ତୀ ଅନ୍ୟ ସ୍କୁଲକୁ ପାଠ ପଢ଼ିବାକୁ ଯିବେ ବୋଲି ସରକାରୀ ନିଷ୍ପତ୍ତି ହୋଇଥିବାର ଜଣାପଡ଼ିଛି । ଅପାଠୁଆ କେହି…
Read More...

ବନ୍ଧପଡା ପଞ୍ଚାୟତକୁ ୭୨ ଘଣ୍ଟା ସଟଡାଉନ ଘୋଷଣା କଲେ ସରପଞ୍ଚ : କେବଳ ଜରୁରୀକାଳୀନ ସେବା ପାଇଁ ଅନୁମତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ଗ୍ରାମ ପଞ୍ଚାୟତର ବନ୍ଧପଡା ଗ୍ରାମରେ ଗୋଟିଏ ପରିବାରର ୫ ଜଣ କରୋନା ସଂକ୍ରମିତ ଓ ବୁଢାବାହାଲ ଗାଁରେ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ବୋଲି ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ସମ୍ପୂର୍ଣ୍ଣ ପଞ୍ଚାଯତକୁ ସଟଡାଉନ ଘୋଷଣା…
Read More...

କେନ୍ଦୁପତ୍ର ତୋଳାଳୀଙ୍କ ପୁଅଝିଅଙ୍କୁ ମିଳିନି ୨୦୧୮ର ଶିକ୍ଷାବୃତ୍ତି : ସହାୟତାର ତାରିଖ ଘୁଞ୍ଚି ଘୁଞ୍ଚି ଯାଉଛି, ପାଇବା…

ଦେଓଗାଁ, (ମନୀଷ କୁମାର ସାହୁ) : ଗରିବ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ସରକାର ଶିକ୍ଷା ଛାତ୍ର ବୃତ୍ତି ନାଁରେ ସହାୟତା ଯୋଗାଉଛ‌ନ୍ତି । ହେଲେ ଦାୟି‌ତ୍ୱରେ ଥିବା ଅଧିକାରୀଙ୍କ ଅସହଯୋଗ ଯୋଗୁଁ ଏହି ସହାୟତା ରାଶି ସେମାନଙ୍କୁ ମିଳୁ ନାହିଁ । ଏପରି ଅଭିଯୋଗ ଆଣିଛନ୍ତି…
Read More...

ପୋଖରୀକୁ ଗାଧୋଇବାକୁ ଯାଇ ଅଢେଇ ବର୍ଷର ପୁଅ ସହ ମହିଳା ଚମ୍ପଟ : ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ଲୁହୁରେନପାଲି ଗ୍ରାମର ଜଣେ ୩୫ ବର୍ଷୀୟ ମହିଳା ନିଜର ଅଢେଇ ବର୍ଷର ଶିଶୁକୁ ଧରି କୁଆଡେ ଚମ୍ପଟ ମାରିଥିବା ନେଇ ଦେଓଗାଁ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ଏନେଇ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଦେଓଗାଁ ଥାନାର ଦ୍ୱାରସ୍ଥ ହୋଇ…
Read More...

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗର ୬ ଦିନ ପରେ ନିଜ ଗାଁରୁ ନାବାଳିକାକୁ ଉଦ୍ଧାର କଲା ପୁଲିସ : ଜଣେ କୋର୍ଟ ଚାଲାଣ

ଦେଓଗାଁ, (ମନିଷ କୁମାର ସାହୁ) : ବନ୍ଧପଡା ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ପରେ ବଳାତ୍କାର ହୋଇଥିବା ଅଭିଯୋଗ ହେବା ପରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଧଣ୍ଡାମାଲ ପଞ୍ଚାୟତ ବିଲାସପୁର ଗାଁର ଜଣେ ନାବାଳିକା ଗତ ୫ତାରିଖ ରାତିରେ ଶୌଚ ପାଇଁ ବାହାରି ଥିବାବେଳେ…
Read More...