Browsing Tag

deogaon news

ଓଏଭି ହଷ୍ଟେଲରେ ନିମ୍ନମାନର ଝରକା କବାଟ ବ୍ୟବହାର ଘଟଣା : ବିଇଓଙ୍କ ପରିଦର୍ଶନ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲ କୋଠାରେ ଲଗାଯାଇଥିବା କବାଟ ଝରକାରେ ବ୍ୟବହାର କରାଯାଇଥିବା ପ୍ଲାଇଉଡ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଥିବା ସଂପର୍କରେ ଗଣମାଧ୍ୟମରେ ବିଭିନ୍ନ ସମୟରେ ପ୍ରକାଶ ପାଇଥିଲା । ଗତ ୯ ତାରିଖ ଦିନ ଦେଓଗାଁ ବିଇଓ…
Read More...

୨୬ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ : ଧୂଳିରୁ ରକ୍ଷା ପାଇବାକୁ ହେଲମେଟ୍ ବ୍ୟବହାର କରୁଛନ୍ତି ଯାତ୍ରୀ

ଦେଓଗାଁ, (ମନିଷ କୁମାର ସାହୁ) : ବରଗଡ଼-ବୋରିଗୁମା ଜାତୀୟ ରାଜପଥରେ ଯମପୁରକୁ ରାସ୍ତା ଦେଖାଉଛି ବଲାଙ୍ଗୀର-ଦେଓଗାଁ ରାସ୍ତା । ମାତ୍ର ୨୦ କିମି ରାସ୍ତାରେ ଅଗଣିତ ଖାଲ । ଜୀବନକୁ ପାଣି ଛଡ଼ାଇ ଲୋକେ ଯାତାୟାତ କରୁଛନ୍ତି । ବଲାଙ୍ଗୀରରୁ ବାହାରିଲେ ଶିଳ୍ପାଞ୍ଚଳରୁ ଆରମ୍ଭ ହୋଇଛି ରାସ୍ତାର…
Read More...

ଆଦର୍ଶ ସ୍କୁଲର ହଷ୍ଟେଲ କୋଠାରେ ନିମ୍ନମାନର କବାଟ ଓ ପ୍ଲାଇଉଡର ଝରକା ତିଆରି ଅଭିଯୋଗ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକରେ ନିର୍ମାଣ ଚାଲିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲ କୋଠାରେ ଲଗା ଯାଇଥିବା କବାଟ ଓ ଝରକା ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ସ୍କୁଲ କୋଠାରେ ଆଲୁମିନିୟମ ଝରକା ଓ ନିମ୍ନ ମାନର କବାଟ ଲଗାଯାଇଛି । ହେଲେ ହଷ୍ଟେଲ କୋଠାରେ ଅତି କମ୍…
Read More...

ପୁଣି ଫେରିଲେ ହାତୀ : ୧୪ଟି ହାତୀ ନଷ୍ଟ କଲେ ବହୁ ଚାଷୀଙ୍କ ଧାନ ଫସଲ : ହାତୀ ଘଉଡ଼ାଇବାରେ ବନ କର୍ମଚାରୀ ଫେଲ୍ :…

ଦେଓଗାଁ, , (ମନିଷ କୁମାର ସାହୁ) : ପାଣିପାଗ ଦେଖି ଚାଷୀ ତର ତର ହୋଇ ଚାଷ କାମ କରୁଥିବା ବେଳେ ଠିକ୍ ସମୟରେ ଦାଉ ସାଧୁଛନ୍ତି ହାତୀ । ବଲାଙ୍ଗୀର ରେଞ୍ଜ ଅନ୍ତର୍ଗତ ଆଠଗାଁ ଫରେଷ୍ଟ ସେକ୍ସନ ତଥା ଦେଓଗାଁ ବ୍ଲକ୍ ଅନ୍ତର୍ଗତ କିଛି ଗାଁଗୁଡିକରେ ଶୁକ୍ରବାର ରାତିରେ ୧୪ଟି ହାତୀ ଥିବା ଏକ ବଡ଼ ଦଳ…
Read More...

ଜରାସିଂହା ପାଟଖଣ୍ଡା ଯାତ୍ରା : ବୁଢ଼ୀଆଇ ପୂଜା ସହ ପାଟଖଣ୍ଡା ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣ କରିବା ପରେ ଷୋଳ ପୂଜା…

ଦେଓଗାଁ, (ମନିଷ କୁମାର ସାହୁ) : ପାରଂପାରିକ ରୀତିନୀତି ଅନୁସାରେ ୨୦୨୦ ପାଟଖଣ୍ଡା ଯାତ୍ରାର ବହୁ ପ୍ରତୀକ୍ଷିତ ଷୋଳପୂଜା ଆରମ୍ଭ ହୋଇଯାଇଛି। ପ୍ରତିବର୍ଷ ଅଶ୍ବିନ କୃଷ୍ଣପକ୍ଷ ଅଷ୍ଟମୀ ତିଥୀରେ ଏହି ପୂଜା ଆରମ୍ଭ ହୋଇଥାଏ। ଗୁରୁବାର ସନ୍ଧ୍ୟା‌ ପ୍ରାୟ ୭ଟା ସମୟରେ ଦେଓଗାଁରୁ ତେଲି ସମାଜର…
Read More...

୬ ମାସ ହେଲା ବେପାର ବନ୍ଦ : ପରୀକ୍ଷା ହେଉନି, ହେଉଛି ଖାଲି ରିଆଡମିସନ୍ ଓ ଫର୍ମ ଫିଲପ୍ : ଛାତ୍ରଛାତ୍ରୀଙ୍କ ମୁଣ୍ଡରେ…

ଦେଓଗାଁ, (ମନିଷ କୁମାର ସାହୁ) : କରୋନା ପାଇଁ ୫ ମାସରୁ ଅଧିକ ହେଲା ଲୋକଙ୍କ କାମ ଧନ୍ଦା ବନ୍ଦ ହୋଇ ଯାଇଥିଲା । ଜୀବିକା ହରାଇ ଦି' ମୁଠା ଦାନା ପାଇଁ ଲୋକେ ପୁଣି ଦାଦନ ମୁହାଁ ହେଉଛନ୍ତି । କିନ୍ତୁ ଦେଓଗାଁ ଅଞ୍ଚଳରେ ବସବାସ କରୁଥିବା ଗରିବ ଘର ପିଲାମାନଙ୍କ ଉଚ୍ଚ ଶିକ୍ଷିତ ହେବାର ଆଶା ମଉଳି…
Read More...

ଭୁତିଆରବାହାଲରେ ଛତୁ ଚାଷ ପ୍ରଶିକ୍ଷଣ ଶିବିର

ଦେଓଗାଁ, (ମନିଷ କୁମାର ସାହୁ) : ଆତ୍ମନିର୍ଭରଶୀଳ ପ୍ରତିଷ୍ଠାନ ତରଫରୁ ବଲାଙ୍ଗୀର ସଦର ବ୍ଲକ୍ ଭୂତିଆରବାହାଲ୍ ପଞ୍ଚାୟତ ଅନ୍ତର୍ଗତ କୁଠୁର୍ଲା, ଭୁତିଆରବାହାଲ୍, ନୁନିଆଢ଼ିପା, ନାରାୟଣପୁର ଗାଁର ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ନେଇ ଗତ ୫ ତାରିଖରୁ ଆସନ୍ତା ୧୪ ତାରିଖ ପର୍ୟ୍ୟନ୍ତ ୧୦ ଦିନ…
Read More...

ଗତ ବର୍ଷ ବନ୍ୟାର ସହାୟତା ରାଶି ବଣ୍ଟନରେ ଅନିୟମିତତା : ପ୍ରକୃତ ଚାଷୀଙ୍କୁ କ୍ଷତିପୂରଣ ମିଳିନଥିବା ହେଉଛି ଅଭିଯୋଗ

ଦେଓଗାଁ, (ମନିଷ କୁମାର ସାହୁ) : ଗତବର୍ଷ ଅଗଷ୍ଟ ମାସରେ ହୋଇଥିବା ବର୍ଷାରେ ଭାଙ୍ଗି ଯାଇଥିବା ଘରର କ୍ଷତିପୂରଣ ଓ ଚାଷ ଜମି ନଷ୍ଟର କ୍ଷତିପୂରଣ ରାଜସ୍ୱ ବିଭାଗ ପକ୍ଷରୁ ପର୍ୟ୍ୟାୟକ୍ରମ ବଣ୍ଟନ କରାଯାଉଛି । ହେଲେ ୯୦ ଭାଗ ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀ ଏହା ପାଉ ନଥିବା ଅଭିଯୋଗ କରିଛନ୍ତି…
Read More...

ସାଲେପାଲିରୁ ବଗଡା ରାସ୍ତାର ଡକାୟତି ଘଟଣାରେ୨ଜଣଙ୍କୁ କୋର୍ଟ ଚାଲାଣ : ୨ଲକ୍ଷରୁ ଅଧିକ ଟଙ୍କା ଲୁଟ ଘଟଣାର ଲୁଟେରାଙ୍କୁ…

ଦେଓଗାଁ, (ମନିଷ କୁମାର ସାହୁ) : ଗତ ୧ ତାରିଖ ଦିନ ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲି ଗାଁ ନିକଟରେ ହୋଇଥିବା ଡକାୟତିରେ ସଂପୃକ୍ତ ଥିବା ୩ ଜଣଙ୍କ ମଧ୍ୟରୁ ୨ ଦୁଇ ଜଣଙ୍କୁ ଦେଓଗାଁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ୨ ଅଭିଯୁକ୍ତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା…
Read More...

ପେକ୍ସରେ ମିଳୁନି ୟୁରିଆ ସାର : ବାଧ୍ୟ ହୋଇ କଳାବଜାରୀମୁହାଁ ହେଲେଣି ଚାଷୀ : ଚଢା ଦରରେ ବିକୁଛି ଡିଲର୍

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ପେକ୍ସରେ ୟୁରିଆ ସାରର ଘୋର ଅଭାବ ଦେଖାଯାଉଛି । ଯାହାଫଳରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଦିନ ତଳେ ୨ଶହ ପ୍ୟାକେଟ ବଦଳରେ ୧୮୦ ପ୍ୟାକେଟ ସାର୍ ବଣ୍ଟନ କରାଯାଇଥିଲା । ବହୁ ଚାଷୀ ସାର ନ ପାଇ ନିରାଶାରେ ଫେରି…
Read More...