Browsing Tag

bramhapur news

ବ୍ରହ୍ମପୁର ଡାକମଣ୍ଡଳ ଅଧିନସ୍ଥ ସବୁ ଡାକଘରେ ଡିଜିଟାଲ ଇଣ୍ଡିଆ ତ୍ୱରାନ୍ୱିତ : ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେବ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଡାକମଣ୍ଡଳ ଅଧିନସ୍ଥ ବିଭିନ୍ନ ଉପଡାକଘର ଓ ମୁଖ୍ୟଶାଖା ଡାକଘରେ ରେଳ ଟିକଟ ବୁକିଙ୍ଗ ସୁବିଧା ଉପଲବ୍ଧ ହେଉଅଛି । ଏହି ସେବା ସୋମବାରଠାରୁ ପ୍ରଥମ କରି ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଏବଂ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର…
Read More...

ଗଞ୍ଜାମ ଜିଲ୍ଲାର ୬୯ ଜିଲ୍ଲା ପରିଷଦ ଜୋନ୍ ପାଇଁ ପ୍ରାର୍ଥୀ ସଂରକ୍ଷଣ ତାଲିକା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ୬୯ଟି ଜିଲ୍ଲା ପରିଷଦ ଜୋନ୍ ସଦସ୍ୟ ପାଇଁ ପ୍ରାର୍ଥୀ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧ ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୨ନଂ ଜୋନ୍ ପାଇଁ (ମହିଳା) ୩ନଂ ଜୋନ୍ ପାଇଁ (ମହିଳା), ୪ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୫ନଂ ଜୋନ୍ ପାଇଁ…
Read More...

ସାରର ଅଭାବ ଓ କଳାବଜାରୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱପ୍ନେଶ୍ୱର କୃଷକ ସଂଘର ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କ୍ଷେତରେ ପଡୁଥିବା ସାରର କୃତିମ ଅଭାବ ଓ କଳାବଜାରୀ ରୋକିବା ନିମନ୍ତେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସ୍ଥିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର କୃଷକ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ…
Read More...

ଛତ୍ରପୁର ରିଜର୍ଭ ପୋଲିସ କଲୋନୀରେ ମା’ ବ୍ୟାଘ୍ରଦେବୀ ମନ୍ଦିରରେ ନବରାତ୍ର ପୂଜା : ଆଜି ବ୍ରହ୍ମଚାରିଣୀ ବେଶରେ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ପୁରୁଣା ରିଜର୍ଭ ପୋଲିସ କଲୋନୀଠାରେ ଅବସ୍ଥାପିତ ସୌନ୍ଦର୍ଯ୍ୟମୟ ପରିବେଶରେ ନବନିର୍ମିତ ମା'କୁଲାଡ଼ ବ୍ୟାଘ୍ରଦେବୀ ମନ୍ଦିରରେ ନବରାତ୍ର ପୂଜା ପବିତ୍ର ମହାଳୟାରୁ ବିଧିବଦ୍ଧ ଭାବେ ସମାହିତ ହୋଇଆସୁଅଛି । ଛତ୍ରପୁରର…
Read More...

ଗୋପାଳପୁର ପୋର୍ଟ ଟ୍ରକ୍ ମାଲିକ ସଂଘର ଜରୁରୀ ବୈଠକ ଏବଂ ଉଚ୍ଚକର୍ତ୍ତୃପକ୍ଷଙ୍କୁ ସ୍ମାରକ ପତ୍ରପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ କାଳିଆବାଲି ଛକ ସ୍ଥିତ ସଂଘ କାର୍ଯ୍ୟାଳୟଠାରେ ଗୋପାଳପୁର ପୋର୍ଟ ଟ୍ରକ୍ ମାଲିକ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପଗୁଡିକରେ ପରିବହନ କ୍ଷେତ୍ରରେ ସ୍ଥାନୀୟ ଯୁବ…
Read More...

ଅଗସ୍ତି ନୂଆଗାଁ କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ନବରାତ୍ର ପୂଜା ନିମନ୍ତେ ଜଳ ଯାତ୍ରାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ଗତକାଲିଠାରୁ ମା' ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଋଷିକୂଲ୍ୟା ନଦୀରୁ କଳସରେ ଜଳ ଲାଗି ହୋଇଛି । ନଗର ପରିକ୍ରମା ସହ ଜଳ ଯାତ୍ରା ସମାପନ ହୋଇ ନିଜସ୍ୱ…
Read More...

ରଘୁନାଥପୁରର ଜୁଆ ଆଡ୍ଡାରେ ଚଢ଼ାଉ, ୬ ଜଣ ଗିରଫ ସହ ୩୬,୬୧୦ ଟଙ୍କା ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ ଚମାଖଣ୍ଡି ଥାନା ରଘୁନାଥପୁର ଗ୍ରାମର କାଳିମନ୍ଦିରଠାରେ, ଏକ ଜୁଆ ଆଡ୍ଡା ଚାଲିଥିବା ବେଳେ ଚମାଖଣ୍ଡି ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କ…
Read More...

କଂଗ୍ରେସ ବିକ୍ଷୋଭରେ ବିଧାୟକ ରମେଶ ଜେନା ଗର୍ଜିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ କଂଗ୍ରେସ ପାର୍ଟି ପକ୍ଷରୁ ଗତକାଲି ଏକ ବିଶାଳ ଶୋଭାଯାତ୍ରା ବାହାରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲା । କେନ୍ଦ୍ରସରକାର ଓ ରାଜ୍ୟସରକାରଙ୍କୁ କଟୁ ସମାଲୋଚନା କରି ଗଞ୍ଜାମ ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ଚାଷୀ,…
Read More...

ଛତ୍ରପୁର ପ୍ରେସକ୍ଲବର ନୂତନ କୋଠାନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପଛପଟେ ଥିବା ଏକ ସରକାରୀ ଆଦର୍ଶ ଜାଗାରେ ଛତ୍ରପୁର ପ୍ରେସ କ୍ଲବ ସ୍ଥାପନ ନିମନ୍ତେ ସରକାରୀ ଭାବେ ଅନୁମୋଦନ ମିଳିବା ପରେ ମଙ୍ଗଳବାର ଦିନ ଛତ୍ରପୁର ପ୍ରେସକ୍ଲବର…
Read More...

ଜୁଆ ଆଡ୍ଡାରେ ପୋଲିସର ଚଢାଉ : ୧୭ ଗିରଫ, ୧ ଲକ୍ଷ ୪୮ ହଜାର ଜବତ

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଗୋସାଇଁନୂଆଗାଁ ଜାତୀୟ ରାଜପଥ ପାଖରେ ଥିବା ଏକ ଢାବା ନିକଟରେ ଚାଲିଥିବା ଏକ ବଡ ଧରଣର ଜୁଆ ଆଡ୍ଡାରେ ପୋଲିସ ଚଢାଉ କରି ୧୭ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେଠାରୁ ନଗଦ ୧ ଲକ୍ଷ ୪୮ ହଜାର ଟଙ୍କା ଜବତ ହୋଇଛି । ଢାବା ନିକଟରେ…
Read More...