Browsing Tag

bramhapur news

କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଘଟୁଥିବା ଯୌନ ନିଯ୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ପାରିତ ଆଇନ୍ -୨୦୧୩ର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ଗୁରୁବାର ଦିନ ୧୧.୦୦ଘ. ସମୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ୍ ହଲରେ କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଘଟୁଥିବା ଯୌନ ନିର୍ୟାତନା (ନିବାରଣ,ନିଷେଧ ଓ ନିରାକରଣ) ପାରିତ ଆଇନ୍ -୨୦୧୩ ଅଧାରୀତ ଏକ
Read More...

ଗଞ୍ଜାମରେ ଗଡ଼ିଲା ‘ଆମ କନ୍ୟା, ଆମ ରତ୍ନ’ ସଚେତନତା ଗାଡି : ଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମରେ ଗଡ଼ିଲା ଆମ କନ୍ୟା ଆମ ରତ୍ନ ସଚେତନତା ଗାଡି । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କନ୍ୟାରତ୍ନ ସଚେତନତା ଗାଡ଼ି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସବୁଜ ପତାକା ଦେଖାଇ ଗୁରୁବାର ଏହାର ଶୁଭାରମ୍ଭ
Read More...

ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ମାତୃ ବିୟୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଛତ୍ରପୁରରେ ଅବସ୍ଥାପିତ ଅବସରପ୍ରାପ୍ତ ଡ଼ିଏସ୍‌ପି ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ମାତୃ ମାଣିକ୍ୟ ଦେବୀଙ୍କ ୮୮ ବର୍ଷ ବୟସରେ ଗତ ୨୯ ତାରିଖ ପ୍ରତ୍ୟୁଷ ୩ ଘଣ୍ଟା ୩୦ ମିନଟ୍‌ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା
Read More...

ଛତ୍ରପୁର ପୌରଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଦାୟିତ୍ୱ ଗ୍ରହଣ

• ଯଥାଶୀଘ୍ର ଛତ୍ରପୁର ଏନ୍.ଏ.ସି.କୁ ମ୍ୟୁନିସିପାଲଟି ପାଇଁ ପଦକ୍ଷେପ ନିଆଯିବ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନବନିର୍ବାଚିତ ଛତ୍ରପୁର ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ବୁଧବାର କାର୍ଯ୍ୟଭାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସର୍ବପ୍ରଥମେ ତାଙ୍କୁ ଅଧ୍ୟକ୍ଷା ପଦବୀରେ ଆସନ
Read More...

ବ୍ରହ୍ମାକୁମାରୀ ଦାଦୀ ଜାନକୀ ଦେବୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ର ଆନୁକୂଲ୍ୟରେ ଦାଦୀ ଜାନକୀଦେବୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ଦିବସ ଅବସରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ଦାଦୀଜୀଙ୍କ ଜନ୍ମ ୧୯୧୬ ମସିହାରେ
Read More...

ପୌର ନିର୍ବାଚନ ଫଳାଫଳ ସମ୍ପର୍କିତ ଜିଲ୍ଲା କଂଗ୍ରେସ କମିଟିର ଜରୁରୀ ବୈଠକ : ଗଞ୍ଜାମ ଜିଲ୍ଲାବାସୀଙ୍କୁ କୃତଜ୍ଞତା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ବିଧାୟକ ରମେଶ ଜେନା ଓ ବ୍ରହ୍ମପୁର ମହାନଗର ନିଗମରେ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ମେୟର ପ୍ରାର୍ଥିନୀ ମଞ୍ଜୁ ରଥ ନିକଟରେ ଅନୁଷ୍ଠିତ ହୋଇଯାଇଥିବା ପୌର ନିର୍ବାଚନ ଜନାଦେଶକୁ ସମ୍ମାନ ଜଣାଇ ନିର୍ବାଚିତ
Read More...

ବ୍ରହ୍ମପୁରରେ ଓକେସିଏଲ୍‌ର ନିର୍ଦ୍ଦେଶକମାନଙ୍କ ଆଞ୍ଚଳିକ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଓକେସିଏଲ୍‌ର ପାଠ୍ୟକ୍ରମ କାର୍ଯ୍ୟକାରୀ କରୁଥିବା ଅଧିକୃତ କେନ୍ଦ୍ର ନିର୍ଦ୍ଦେଶକମାନଙ୍କ ଆଞ୍ଚଳିକ ବୈଠକ ବ୍ରହ୍ମପୁରର ପ୍ରେମ ନଗର ମୁଖ୍ୟ ରାସ୍ତାରେ ଥିବା ରୋଟାରୀ ଶତାବ୍ଦୀ ସ୍ମାରକୀ ହଲରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଗଞ୍ଜାମ ଏନ୍‌ଏସିରେ ପୌର ଅଧ୍ୟକ୍ଷା ଭାବେ ସ୍ୱାଧୀନ ପ୍ରାର୍ଥିନୀ ପ୍ରତିଭା ପାଢ଼ୀ ବିଜୟୀ

ବ୍ରହ୍ମପୁର, (ସତ୍ୟନାରାୟଣ ପ୍ରଧାନ) : ଗଞ୍ଜାମ ଏନ୍‌ଏସି ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସ୍ୱାଧୀନ ପ୍ରାର୍ଥିନୀ ପ୍ରତିଭା ପାଢ଼ୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପାର୍ଥିନୀ ଝୁଲି ପାତ୍ରଙ୍କଠାରୁ ୫୧ ଖଣ୍ଡ ଭୋଟ ବ୍ୟବଧାନରେ ପୌର ଅଧ୍ୟକ୍ଷା ପଦବୀ ନିମନ୍ତେ ବିଜୟୀ ହୋଇଛନ୍ତି
Read More...

ଛତ୍ରପୁର ଅଧ୍ୟକ୍ଷା ହେଲେ ବିଜେପି ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନ

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରରେ ସହରରେ ଖୁସିର ଲହରୀ ଖେଳିଯାଇଛି । ଭାଜପା ବିଜୟ ବାନା ଉଡ଼ାଇଲା । ଛତ୍ରପୁର ଅଧ୍ୟକ୍ଷା ହେଲେ ବିଜେପି ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନ । ଛତ୍ରପୁର ସହରରେ ସନ୍ଧ୍ୟାରେ ବିଶାଳ ପଟୁଆରରେ ବିଭିନ୍ନ ବାଦ୍ୟଧ୍ୱନି ଓ ରୋଷଣୀରେ ସହର ପରିକ୍ରମା
Read More...

ରମ୍ଭା ସହରରେ ବିଜେପିର ବିଶାଳ ବିଜୟ ଶୋଭାଯାତ୍ରା

• ରମ୍ଭା ସହର ବିଜେପିର ପୂର୍ଣ୍ଣ ଦଖଲରେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରମ୍ଭା ସହରରେ ବିଜେପିର ବିଶାଳ ଶୋଭାଯାତ୍ରା ସହ ବିଜୟର ବାନା ଉଡ଼ାଇ କର୍ମୀମାନେ ଆତସବାଜି ଓ କଷାରଙ୍ଗର ଫଗୁ ଖେଳିଛନ୍ତି, ଯାହା ଫଳରେ ରମ୍ଭା ସହରରେ ଖୁସିର ପର୍ବଭଳି ଆନନ୍ଦରେ ହୋ-ହାଲ୍ଲା ମଧ୍ୟରେ ସହର
Read More...