୫ ହଜାର ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ ପ୍ରଦର୍ଶନ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ଗୁରୁବାର ଜିଲ୍ଲା ମହକୁମା ଛତ୍ରପୁରରେ ଦିନିକିଆ ଗଣଧାରଣା ଓ ବିଶାଳ ରାଲି କରିଛନ୍ତି । ସରକାରଙ୍କ ମାରଣ ନୀତି ନେଇ ବିଭିନ୍ନ ସ୍ଲୋଗାନ ଦେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି!-->…
Read More...
Read More...