Browsing Tag

bramhapur news

ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ପଦବୀରେ ରହିଲେ ଦୁଇ ମହିଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୃହତ୍ତମ ଗଞ୍ଜାମ ଜିଲ୍ଲା ପରିଷଦରେ ଜିଲ୍ଲା ପରିଷଦ ସଦସ୍ୟ ସଂଖ୍ୟା ୬୯ ପଦବୀ ରହିଥିବା ବେଳେ ଏହି ପରିଷଦରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ପଦବୀରେ ମହିଳା ନେତ୍ରୀଙ୍କୁ ପଦବୀଭୁକ୍ତ ହେବା ଅବା ଆସନ ଅଳଙ୍କୃତ ହେବା ନୂଆଁ ନୁହଁ । ବହୁ ବର୍ଷ ଧରି
Read More...

ପୌର ନିର୍ବାଚନ ନିମନ୍ତେ ଗଞ୍ଜାମ ଜିଲ୍ଲାର ସମସ୍ତ ବୁଥ୍‌କୁ ଇଭିଏମ୍‌ ମେସିନ ପହଞ୍ଚିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୃହତ୍ତମ ଗଞ୍ଜାମ ଜିଲ୍ଲାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ୪୨ଟି ୱାର୍ଡରେ ୨୫୦ଟି ବୁଥ୍‌ରେ ୨ଲକ୍ଷ ୫୫ହଜାର ୩ ଶହ ୨୬ ଜଣ ଭୋଟର ନିଜେ ନିଜର ମତ ସାବ୍ୟସ୍ତ କରିବେ । ସେହିପରି ଜିଲ୍ଲାର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ
Read More...

ପ୍ରତିଦ୍ୱନ୍ଦିତାରେ ଭିନ୍ନକ୍ଷମ ସୁମନ୍ତ ନାହାକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଏନ୍.ଏ.ସି.ର ୧୩ ନମ୍ବର ୱାର୍ଡରେ ବିଜେଡି ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ସୁମନ୍ତ କୁମାର ନାହାକ ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ନିର୍ବାଚନରେ ଜଣେ ୱାର୍ଡର ପ୍ରାର୍ଥୀ ହୋଇ ନିର୍ବାଚନୀ ମୈଦାନରେ ଅବତୀର୍ଣ୍ଣ
Read More...

ରମ୍ଭା ସହରରେ ବିଜେପିର ବିଶାଳ ଶୋଭାଯାତ୍ରା ସହ ପ୍ରଚାର ଜୋରଦାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଐତିହାସିକ ସହରରେ ବିଜେପି ଦଳ ପକ୍ଷରୁ ଚେୟାରମ୍ୟାନ ପ୍ରାର୍ଥିନୀ ଶ୍ରୀମତୀ ମାନସୀ ସ୍ୱାଇଁ ଏବଂ ସମସ୍ତ ୱାର୍ଡ ପ୍ରାର୍ଥୀ/ପ୍ରାର୍ଥିନୀଙ୍କ ନିମନ୍ତେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତ୍ତୃତ୍ୱାଧାରୀ ତଥା ରାଜ୍ୟ ସଦସ୍ୟ ପ୍ରଶାନ୍ତ
Read More...

ଦୁର୍ନୀତିଗ୍ରସ୍ତ ସରକାରଙ୍କ ପତନ ପାଇଁ କଂଗ୍ରେସ ବଦ୍ଧପରିକର : ରାଜ୍ୟ କିଷାନ ସେଲ୍‌ ପ୍ରଭାରୀ ରଶ୍ମୀ ପଟ୍ଟନାୟକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ୪୦ ନଂ ୱାର୍ଡରେ କଂଗ୍ରେସର ନିର୍ବାଚନ ପ୍ରଚାର ଜୋରଦାର ହୋଇଛି । ରାଜ୍ୟ କିଷାନ ସେଲର ପ୍ରଭାରୀ ରଶ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଜୋରଦାର ପ୍ରଚାର ସହ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ । ଏଥିସହ
Read More...

ଭାଜପା ପକ୍ଷରୁ ଛତ୍ରପୁରରେ ସିନେତାରକା ଅମ୍ଲାନଙ୍କ ଭୋଟ ପ୍ରଚାର ଜମିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦରର ଅଧ୍ୟକ୍ଷ ଆସନଟି ବିଜେପି ହାତକୁ ଚାଲି ଆସିଯିବକି, ଏକଥା ଚାରିଆଡ଼େ ଗୁଜବ ଗୁଞ୍ଜରୀତ କରୁଛି । କାହିଁକି ନା ଛତ୍ରପୁରର ଯୁବପିଢ଼ୀ, ସାଧାରଣ ନାଗରିକ, ବିଭିନ୍ନ ୱାର୍ଡର ଦମ୍ପତି,
Read More...

ସହରାଞ୍ଚଳ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ .ସତ୍ୟନାରାୟଣ ରେଡ୍ଡୀ) : ସହରାଞ୍ଚଳ ନିର୍ବାଚନର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପ୍ରକାରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥି ସକାଶେ ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ
Read More...

ଆଜି ଶ୍ୱଶୁର ଘର ଗାଁ ଛତ୍ରପୁର ବୁଲିବେ ସିନେ ତାରକା ଅମ୍ଲାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସହରାଞ୍ଚଳରେ ପୌର ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପ୍ରଚାର ମଙ୍ଗଳବାର ସନ୍ଧ୍ୟାରେ ଅନ୍ତିମ ହେଉଥିବା ନେଇ ବିଭିନ୍ନ ରାଜନୈତିକ ଦଳ ତରଫରୁ ତତ୍ପରତା ବୃଦ୍ଧିପାଇବାରେ ଲାଗିଛି । ଏଣେ ଅଭିନେତା ଜୀନା, ଶୁଭାଶିଷ,
Read More...

ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ଓ ମହାନଗର ନିଗମ ମେୟର ପ୍ରାର୍ଥିନୀ ମଞ୍ଜୁ ରଥଙ୍କ ନିର୍ବାଚନୀ ପ୍ରଚାର ଜୋରଦାର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ୨୫, ୨୬, ୨୭, ୩୦ ଓ ୩୧ ନଂ ୱାର୍ଡରେ କଂଗ୍ରେସର ନିର୍ବାଚନୀ ପ୍ରଚାର ଜୋରଦାର ହୋଇଛି । କଂଗ୍ରେସ ଜିଲ୍ଲା ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ନେତୃତ୍ୱରେ ରାଜ୍ୟ କିଶାନ ସେଲର ପ୍ରଭାରୀ ରଶ୍ମୀ
Read More...

ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ଓ ମହାନଗର ନିଗମ ମେୟର ପ୍ରାର୍ଥିନୀ ମଞ୍ଜୁ ରଥଙ୍କ ନିର୍ବାଚନ ପ୍ରଚାର ଜୋରଦାର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ୧୬ ଓ ୧୭ନଂ ୱାର୍ଡରେ କଂଗ୍ରେସର ନିର୍ବାଚନ ପ୍ରଚାର ଜୋରଦାର ହୋଇଛି । କଂଗ୍ରେସ ଜିଲ୍ଲା ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରାରେ ହଜାର ହଜାର କର୍ମୀ ସାମିଲ ହୋଇଥିଲେ ।
Read More...