pakka

ତ୍ରିରଙ୍ଗା ଧ୍ୱଜା ଉଡାଇ ବିଦ୍ୟାର୍ଥୀଙ୍କ ପଦଯାତ୍ରା

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ଛତ୍ରପୁର ମୁଖ୍ୟ ଡାକଘର ମିଳିତ ଆନୁକୂଲ୍ୟରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂତ୍ତି ଉପଲକ୍ଷେ ତ୍ରିରଙ୍ଗା ଧ୍ୱଜା ଉଡାଇ ବିଦ୍ୟାର୍ଥୀଙ୍କ ପଦଯାତ୍ରା ମାଧ୍ୟମରେ ଦେଶମାତୃକାର ପ୍ରତି ସଚେତନତା କରାଇ ଜନତାଙ୍କୁ ସ୍ୱାଧୀନ ଚିନ୍ତନ ଭାବରେ ଉଦ୍‌ବୁଦ୍ଧ କରାଯାଇଛି । ଏହି ପଦଯାତ୍ରାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ରନାଥ ଦାଶ ଓ ମୁଖ୍ୟ ଡାକଘରର ସଂଯୋଜକ ଗୌରହରି ପଣ୍ଡା, ସଞ୍ଜୟ କୁମାର ଦୋରା ଓ ନଳିନୀ କାନ୍ତ ପାତ୍ର ସମେତ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟାଙ୍କ ସହିତ ପ୍ରାୟ ୫୦୦ ଛାତ୍ରଛାତ୍ରୀ ସହର ପରିକ୍ରମା କରି ସ୍ୱାଧୀନତାର ଅମୃତ ମହୋତ୍ସବ ସମ୍ବନ୍ଧରେ ସଚେତନ କରିଥିଲେ ।

jay balangir
Leave A Reply

Your email address will not be published.

thirteen − 13 =