Browsing Tag

balangir news

ଅବସର କାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ହୋମିଓପ୍ୟାଥି ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବଲାଙ୍ଗିର ଟାଉନ ସରକାରୀ ହୋମିଓପ୍ୟାଥି ଚିକିତ୍ସାଳୟର ବରିଷ୍ଠ ଚିକିତ୍ସକ ଡା. ଅଶୋକ କୁମାର ସେଠିଙ୍କ ଅବସର ଗ୍ରହଣ କରିଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଏକ ସଭା ଅନୁଷ୍ଠିତ…
Read More...

ଓଏଭି ମହିମୁଣ୍ଡାରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଶିବିର

"କୃତ୍ରିମ ବୁଦ୍ଧିମତା, ରୋବୋଟିକ୍ସ ଓ ସାଇବର ସୁରକ୍ଷା ଉପରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ" ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି), ମହିମୁଣ୍ଡାଠାରେ କୃତ୍ରିମ ବୁଦ୍ଧିମତା, ରୋବୋଟିକ୍ସ ଓ ସାଇବର ସୁରକ୍ଷା ସମ୍ପର୍କିତ ଏକ ଆଧୁନିକ…
Read More...

ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ

ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପିରେ ସାମିଲ କରିବାକୁ ଦାବି ବରଗଡ଼/ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ ତାରିଖ ଦିନ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମ ପଞ୍ଚାୟତ, ପାଇକମାଲ ବ୍ଲକର ପଲସଦା ଓ…
Read More...

ବଲାଙ୍ଗିରରେ ଗର୍ଜିଲା କଂଗ୍ରେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗର୍ଜିଲା କଂଗ୍ରେସ । ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରାକୁ ନେଇ ବଲାଙ୍ଗିରରେ ଆୟୋଜିତ ହୋଇଛି ସାମ୍ବାଦିକ ସମ୍ମିଳନୀ । ଏଆଇସିସି ନିର୍ଦ୍ଦେଶକ ଏବଂ ପିସିସ ସଭାପତିଙ୍କ ଅନୁମୋଦନକ୍ରମେ ଆୟୋଜିତ ଏହି ସମ୍ମିଳନୀରେ କଂଗ୍ରେସ ନେତାମାନେ…
Read More...

ବଲାଙ୍ଗିରରେ ଛାତ୍ରୀଙ୍କ ବ୍ୟାଗ୍ ଛିନ୍ତାଇ ଘଟଣାର ପର୍ଦ୍ଦାଫାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଜଣେ ଛାତ୍ରୀଙ୍କ ଠାରୁ ବେଗ୍ ଛିନ୍ତାଇ ଘଟଣାର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ଟାଉନ୍ ପୋଲିସ । ଗତ ୩୦ ସେପ୍ଟେମ୍ବର ୨୦୨୬ ଦିନ ଜଣେ ଛାତ୍ରୀ କୋଚିଂ ସେଣ୍ଟରକୁ ଯାଉଥିବା ବେଳେ ଦୁଇଜଣ ଯୁବକ ବାଇକ୍‌‌ରେ ଆସି ତାଙ୍କ ଠାରୁ ସେମାନେ ବଳପୂର୍ବକ…
Read More...

ପରିବେଶକୁ ସ୍ୱଚ୍ଛ ରଖିବା ଓ ନିୟମିତ ରକ୍ତଦାନ କରିବା ସଂକଳ୍ପ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହିତ ସମାଜସେବା ଓ ପରିବେଶର ସୁରକ୍ଷା କରିବା ମଧ୍ୟ ଆମର ଗୁରୁଦାୟିତ୍ୱ ବୋଲି ଅଧିକାରୀମାନେ ମତ ପ୍ରକାଶ କରିଥିଲେ । ସ୍ୱଚ୍ଛ ପରିବେଶ ଏକ ସୁସ୍ଥ ଭାରତ ଗଠନର ମୂଳଦୁଆ ହୋଇଥିବାବେଳେ ରକ୍ତଦାନ ଦ୍ୱାରା ଅନେକ ଅମୂଲ୍ୟ ଜୀବନ ବଞ୍ଚାଇ…
Read More...

ନିଶା ମୁକ୍ତ ଓଡିଶା ଗଠନ୍ ପାଇଁ ଗାନ୍ଧୀ ଜୟନ୍ତୀରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀଭବନର ଗାନ୍ଧି ମୂର୍ତ୍ତୀ ସମ୍ମୁଖରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ବଲାଙ୍ଗିର ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଲଙ୍କ ନେତୃତ୍ୱରେ ନ୍ୟାୟ ବନ୍ଧୁ ଟ୍ରଷ୍ଟର ସଭାପତି ଡ. ଆଡ୍‌ଭୋକେଟ୍ ଅର୍ଜୁନ୍ ମୁଗ୍ରୀ ଓ ସରୋଜ କୁମାର…
Read More...

ଗାନ୍ଧୀ ଜୟନ୍ତୀରେ ଭର୍ଚୁଆଲ୍ ସଦଭାବନା ବୈଠକ ଓ ଦେଶଭକ୍ତି କବିତା ଆସର

ବଲାଙ୍‌ଙ୍ଗିର, (କେପିଏନ୍‌ନଏସ୍‌) : ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଆ ସାହିତ୍ୟ ସେବା ଓ ସୁରକ୍ଷା ଅନୁଷ୍ଠାନ ପକ୍ଷରୁ ଆଭାସୀ ମାଧ୍ୟମରେ ଏକ ସଦଭାବନା ବୈଠକ, ଆଲୋଚନାଚକ୍ର ଓ ଦେଶଭକ୍ତି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରଶ୍ମି ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି…
Read More...

ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ : ସ୍ୱଚ୍ଛତା ରାଲି ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବଲାଙ୍ଗିର ସହର ମାଲପଡା ସ୍ଥିତ ମଣ୍ଟେସୋରୀ ପବ୍ଲିକ ସ୍କୁଲ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସ୍କୁଲ ପ୍ରତିଷ୍ଠାତା ତଥା ମେନେଜିଙ୍ଗ ଡାଇରେକ୍ଟର ରବିଚନ୍ଦ୍ର ଉଦ୍‌ଗାତା, ଚେୟାରମ୍ୟାନ ବିରେନ୍ଦ୍ର…
Read More...

ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୂନରେ ମୁଖରିତ ହେଲା ଗାଁ,…

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ ଗାନ୍ଧୀ ଓ…
Read More...