pr

ହାଇକୋର୍ଟ ପ୍ରତିଷ୍ଠା ଦିବସରେ ‘ପ୍ରୋମିଜିଙ୍ଗ୍‍ ଲୟର୍ସ ଅଫ୍‍ ଦି ଇୟର୍‍ ଆୱାର୍ଡ-୨୦୨୧’ ସମ୍ମାନିତ ହେବେ ୨୨ ଜଣ ଆଇନଜୀବୀ

dr. purohit

କଟକ : ଆସନ୍ତା ଜୁଲାଇ ୨୬ ତାରିଖରେ ଓଡ଼ିଶା ହାଇକୋର୍ଟର ପ୍ରତିଷ୍ଠା ଦିବସରେ ଓଡ଼ିଶା ଜୁଡିସିଆଲ୍‍ ଏକାଡେମୀ ଦ୍ୱାରା ପ୍ରସ୍ତୁତ ଲିଷ୍ଟ୍‍ ଆଧାରରେ ଏହି ୨୨ ଜଣ ଆଇନଜୀବୀଙ୍କୁ ‘ପ୍ରୋମିଜିଙ୍ଗ୍‍ ଲୟର୍ସ ଅଫ୍‍ ଦି ଇୟର୍‍ ଆୱାର୍ଡ-୨୦୨୧’ ପ୍ରଦାନ କରାଯିବ । ଅନୁଗୁଳ ଜିଲ୍ଲାରୁ ସୁଜନକାନ୍ତ ମହାରଣା, ବଲାଙ୍ଗିରରୁ ଦେବଦତ୍ତ ଯୋଷୀ, ବାଲେଶ୍ୱରରୁ ରାଜୀବ କୁମାର ପାଣି, ବରଗଡ଼ରୁ ଅପ୍ରମିତ୍‍ ମିଶ୍ର, ବୌଦ୍ଧରୁ ପ୍ରିତମ୍‍ ମିଶ୍ର, କଟକରୁ ବିବେକାନନ୍ଦ ନାୟକ, ଗଞ୍ଜାମରୁ ଶିରୀନ୍‍ ତମନ୍ନା, ଯାଜପୁରରୁ ଗୁଣମଣୀ ପାଣିଗ୍ରାହୀ, କଳାହାଣ୍ଡିରୁ ନିହାରରଞ୍ଜନ ମିଶ୍ର, କେନ୍ଦୁଝରରରୁ ସୁନୀଲ୍‍ କୁମାର ମହାନ୍ତ, ଖୋର୍ଦ୍ଧାରୁ ଋଷିକୁଲ୍ୟା ସାମନ୍ତରାୟ, କୋରାପୁଟରୁ ଅଶୋକ ମିଶ୍ର, ମାଲକାନଗିରିରୁ ଦିପ୍ତୀରଞ୍ଜନ ରଥ, ମୟୂରଭଞ୍ଜରୁ ନିବେଦିତା ଗିରି, ନବରଙ୍ଗପୁରରୁ ସନ୍ତୋଷ କୁମାର ନାୟକ, ନୟାଗଡ଼ରୁ ଅକ୍ଷୟ କୁମାର ପଣ୍ଡା, ନୂଆପଡ଼ାରୁ ଗୌରୀଶଙ୍କର ଶତପଥୀ, ପୁରୀରୁ ଚିତରଞ୍ଜନ ବିଶ୍ୱାଳ, ରାୟଗଡ଼ାରୁ ଗଙ୍ଗାଧର ପାଢ଼ୀ, ସମ୍ବଲପୁରରୁ ବିଦ୍ୟାଧର ପଣ୍ଡା, ସୋନପୁରରୁ ଶ୍ୱେତାମ୍ବର ପୁରୋହିତ, ସୁନ୍ଦରଗଡ଼ରୁ ଅଲିଭା ମହାପାତ୍ର ପ୍ରମୁଖଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯିବ ।

nrusinghnath
Leave A Reply

Your email address will not be published.