pakka

କନ୍ଦକେଲଗାଁ ନିକଟରେ ଗଛରେ ପିଟିଲା ବାଇକ : ୧ ମୃତ, ୧ ଆହତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କନ୍ଦକେଲଗାଁ ନିକଟରେ ଗୋଟିଏ ଗଛରେ ଏକ ବାଇକ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ଅନ୍ୟଜଣେ ଗରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଟିଟିଲାଗଡ ପଟୁ କୌଣସି ଏକ କମ୍ପାନୀ କାମ ସାରି ଫେରୁଥିବା ସମୟରେ ଭାରସମ୍ୟା ହରାଇ ଏକ ଲିମ୍ବ ଗଛକୁ ବାଇକ ଧକ୍କା ଦେବା ଫଳରେ ବାଇକ ଆରେହୀ ୨ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରତର ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ଢେଙ୍କାନାଲ ଜିଲ୍ଲାର ପ୍ରବି୍‌ତ୍ର ମୋହନ ପରିଡା ବୋଲି ଜଣାପଡିଛି ।

jay balangir
Leave A Reply

Your email address will not be published.

15 + 1 =