pakka

ମଲ୍ଲିକାର୍ଜୁନ ଖଡ଼ଗେ କୋଭିଡ୍ ପଜିଟିଭ୍

bbehera

ନୂଆଦିଲ୍ଲୀ : ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କୋଭିଡ୍ ପଜିଟିଭ୍ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କରୋନା ସଂକ୍ରମିତ ହେବା ପରେ ଶ୍ରୀ ଖଡ଼ଗେ ବର୍ତ୍ତମାନ ହୋମ୍ ଆଇସୋଲେସନ୍‌ରେ ରହିଛନ୍ତି । ଖଡଗେଙ୍କ ଅଫିସର କର୍ମଚାରୀ କରୋନା ପଜିଟିଭ୍ ହେବା ପରେ ଗତକାଲି ତାଙ୍କର ଆର୍‌ଟି-ପିସିଆର୍ ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି ।

Leave A Reply

Your email address will not be published.

three + fifteen =