
ବାରିପଦା, (ଦେବସ୍ମିତ ଚୌଧୁରୀ) : ରାଇରଙ୍ଗପୁର ଥାନା ଅନ୍ତର୍ଗତ ଅମ୍ବାଡିହା ଗ୍ରାମ ଦୁଷ୍ମନ୍ତ ରାୟଙ୍କ ଖାଉଟି ଅଦାଲତରେ ଗତ ୨୦୨୫ ଦରଖାସ୍ତ ଯାହାର ସିସି କେସ୍ ନଂ ୩/୨୫ । ଏକ ଓଡି୧୧ଏଫ୍ /୫୯୭୯ ନମ୍ବର ବିଶିଷ୍ଟ ମହିନ୍ଦ୍ରା ବୋଲେରୋ ଚୋଳ ମଣ୍ଡଳ ଇନଭେଷ୍ଟ ଫାଇନାନ୍ସ କମ୍ପାନୀରୁ ୨୦୧୮ ଋଣ କରିଥିଲେ । ୨୦୨୪ରେ ଫାଇନାନ୍ସର ପ୍ରାପ୍ୟ ନୋଟିସ ଟଙ୍କା ୫,୯୩,୧୬କୁ ଅବମାନନା କରି ଟଙ୍କା ପୈଠ ନକରି ଓ ସିସି କେସ୍ ଦରଖାସ୍ତକୁ ବାରିପଦାର ଖାଉଟି ଅଦାଲତ କେସ୍ଟିକୁ ଜିଲ୍ଲା ସଭାପତି ଇନଚାର୍ଜ ବିରଞ୍ଚି ନାରୟଣ ବିଚାର କରି କେସ୍ଟିକୁ ଖାରଜ ଆଦେଶ ଦେଇଛନ୍ତି । ଯାହାକି ଏହି ସିସି କେସ୍ ନଂ୩/୨୫ ଅଟେ । ଫାଇନାନ୍ସ କମ୍ପାନୀର ଓଡିଶା ପରିଚାଳକ ଭୁବନେଶ୍ୱରରେ ହୃଷିକେଶ ପ୍ରଧାନ ଓ ଏହି କେସ୍ଟିକୁ ଓକିଲ କମଳ କୁମାର ମହାନ୍ତ ଓ ଫାଇନାନ୍ସ କମ୍ପାନୀର ଓକିଲ ବିଦ୍ୟୁତ କୁମାର ମହାନ୍ତି ପରିଚାଳନା କରିଥିଲେ ।