Browsing Tag

baripada news

କ୍ରୀଡ଼ା ପରେ କଳା ଓ ପ୍ରତିଭାର ମଞ୍ଚ ‘ମହକ’ରେ ଝଲସିଲେ ଶିଶୁ

‘ଉତ୍ସାହ’ ଓ ‘ମହକ’ର କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ୧ମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନେବେ ଭାଗ ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦାସ୍ଥିତ ସହିଦ ସ୍ମୃତି ଭବନଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ମହକ’ ଅନୁଷ୍ଠିତ…
Read More...

ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ବାରିପଦା ତରଫରୁ ୩୫୧ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ବଣ୍ଟନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ବାରିପଦା ତରଫରୁ ଦୃଷ୍ଟି ସମସ୍ୟା ଥିବା ପୂର୍ବରୁ ଚିହ୍ନଟ ହୋଇଥିବା ୩୫୧ ଜଣ ଛାତ୍ରଛାତ୍ରୀମାନଙ୍କୁ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ମାଧ୍ୟମରେ ଚଷମା ବଣ୍ଟନ କାର୍ଯ୍ୟକ୍ରମ ଜିଲ୍ଲା ଅନ୍ତର୍ନିବେଶି ସାଧନ କେନ୍ଦ୍ର,…
Read More...

ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଚେତନତା ଶିବିର

ବାରିପଦା, (ଦେବସ୍ମିତ ଚୌଧୁରୀ) : ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ ବାରିପଦା, ଶାଖାର ସଚେତନା ଶିବିର ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ସଚେତନତା ଶିବିର ପରିଚାଳନା ହୋଇଥିଲା । ସିଟିଜେନ୍ସ…
Read More...

ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିୟାନସିପ ପାଇଁ ଖେଳାଳି ଚୟନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ଖୋ ଖୋ ଏସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ୫୬ତମ ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିୟାନସିପ୍‌ ଚଳିତ ମାସ ୧୩ ରୁ ୧୭ ତାରିଖ ମଧ୍ୟରେ ପୁରୀ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ମୟୂରଭଞ୍ଜ ଏଥ୍‌ଲେଟିକ୍‌ ଏସୋସିଏସନ ଆନୁକୂଲ୍ୟରେ…
Read More...

ବାରିପଦାରେ କଂଗ୍ରେସର ବିଶାଳ ରାଲି : ଓଡ଼ିଶା ବନ୍ଦ ପୂର୍ବରୁ ଶକ୍ତି ପ୍ରଦର୍ଶନ, ବଢ଼ିଲା ରାଜନୈତିକ ଚର୍ଚ୍ଚା

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର ରାଜନୈତିକ ମାହୋଲ ଏବେ ଧୀରେ ଧୀରେ ଉଷ୍ମ ହେବାରେ ଲାଗିଛି । ଆଜି ଓଡ଼ିଶା ବନ୍ଦକୁ ସଫଳ କରିବା ଲକ୍ଷ୍ୟରେ ବୁଧବାର ସନ୍ଧ୍ୟାରେ ବାରିପଦା ସହରରେ ମୟୂରଭଞ୍ଜ ପୂର୍ବ କଂଗ୍ରେସ ପକ୍ଷରୁ ଏକ ବିଶାଳ ଜନସଚେତନତା ରାଲି ଆୟୋଜିତ ହୋଇଥିଲା ।…
Read More...

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ଉତ୍ସାହ’ ଅନୁଷ୍ଠିତ

୮ଟି ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ଉତ୍ସାହ’ ବାରିପଦାସ୍ଥିତ ଷ୍ଟାଡିୟମ୍‌ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ମୟୂରଭଞ୍ଜ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୮ଟି ଶିଶୁ…
Read More...

ଜାତୀୟ ନାଟ୍ୟ ମହୋତ୍ସବରେ ଚମକିଲେ ୩ ପ୍ରତିଭା

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦାର ଅଗ୍ରଣୀ ଅନୁଷ୍ଠାନ ଆମେ, ବାରିପଦା ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାଥମିକ ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଏକକ ଅଭିନୟ, ନୃତ୍ୟ, କୌତୁକ ପୋଷାକ,…
Read More...

‘ସେବା ଜ୍ୟୋତି ଯାତ୍ରା’ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

‘ସେବା ସଂକଳ୍ପ ଅଭିଯାନ-୨୦୨୬’ ବାରିପଦା, (ଦେବସ୍ମିତ ଚୌଧୁରୀ) : ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅବସରରେ ଆସନ୍ତା ଅକ୍ଟୋବର ୭ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ‘ସେବା ଜ୍ୟୋତି ଯାତ୍ରା’ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମକୁ ସୂଚାରୁ ଓ ସଫଳ ଭାବେ ପରିଚାଳନା ପାଇଁ ଗୃହ ନିର୍ମାଣ ଓ ନଗର…
Read More...

ଶିଶୁ ବିବାହ ନିରୋଧ ସମ୍ପର୍କିତ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ

ଶିଶୁ ବିବାହ ନିରୋଧ ପାଇଁ ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱ ବାରିପଦା, (ଦେବସ୍ମିତ ଚୌଧୁରୀ) : ଶିଶୁ ବିବାହ ନିରୋଧ ତଥା ଏହାର ସମ୍ପୂର୍ଣ୍ଣ ନିରାକରଣ ପାଇଁ ବିଭିନ୍ନ ବିଭାଗ ଓ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ସମନ୍ୱୟ…
Read More...

ଜାମସେଦପୁର ଚିଫ୍ ଜୁଡିସିଆଲ୍ ଅଦାଲତରେ ବସ୍ ଓ ଡ୍ରାଇଭରଙ୍କୁ ରିଲିଜ୍ ଆଦେଶ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଜାମସେଦପୁର ଚିଫ୍ ଜୁଡିସିଆଲ୍ ଅଦାଲତରେ ଏକ ସଡ଼କ ଦୁର୍ଘଟଣା ମାମଲାରେ ଓଏସ୍‌ଆର୍‌ଟିସି ବସ୍ ଓ ଏହାର ଡ୍ରାଇଭରଙ୍କୁ ରିଲିଜ୍ କରିବାକୁ ଅଦାଲତ ଆଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ଗତ ୮ ଅଗଷ୍ଟ ୨୦୨୬ରେ ଜାମସେଦପୁରର ବିଷ୍ଣୁପୁର ଥାନା ଅନ୍ତର୍ଗତ ପୁରୁଣା…
Read More...