ବଲାଙ୍ଗିର ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ପରିଚୟ ପତ୍ର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୋଲିସ ପକ୍ଷରୁ ସ୍ଥାନୀୟ ଟାଉନ ଥାନା ଠାରେ ବରିଷ୍ଠ ନାଗରିକଙ୍କ ପରିଚୟ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଖୋଦ୍ ବଲାଙ୍ଗିର ଏସପି ଅଭିଳାଷ ଜି ଯୋଗଦେଇ ଏହି ପରିଚୟ ପତ୍ର ବରିଷ୍ଠ ନାଗରିକମାନଙ୍କୁ ବଣ୍ଟନ କରିଥିଲେ । ଏହି କାର୍ଡ ଦ୍ୱାରା!-->…
Read More...
Read More...