Yearly Archives

2026

ଆସାମରେ ଏନ୍ଏଚ୍-୧୫ର ୧୩୫.୮୭ କିମି ଅଂଶକୁ ୪-ଲେନ୍ରେ ପରିଣତ କରିବାକୁ ₹୮,୯୭୦.୨୦ କୋଟିର ପ୍ରକଳ୍ପ ଅନୁମୋଦିତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆସାମର ୧୫ ନମ୍ବର ଜାତୀୟ ରାଜପଥରେ ୧୩୫.୮୭୧ କିଲୋମିଟର ଦୀର୍ଘ, ୪-ଲେନ୍ ବିଶିଷ୍ଟ ପ୍ରବେଶ-ନିୟନ୍ତ୍ରିତ ଗୁଆହାଟୀ-ତେଜପୁର କରିଡରର…
Read More...

୨୩,୭୩୧ କୋଟି ଟଙ୍କା ବ୍ୟୟବରାଦ ସହ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପାଇଁ ଜାତୀୟ ସମନ୍ୱିତ ଯୋଜନା-ଗୋବର୍ଦ୍ଧନକୁ କ୍ୟାବିନେଟ୍…

• ଦେଶର ଜୈବିକ ସମ୍ପଦକୁ ସ୍ୱଚ୍ଛ ଶକ୍ତି, ଗ୍ରାମୀଣ ସମୃଦ୍ଧି ଏବଂ ଆର୍ଥିକ ବିକାଶରେ ପରିବର୍ତ୍ତିତ କରିବା ପାଇଁ ଏକ ଐତିହାସିକ ଜାତୀୟ ଯୋଜନା• ନିଶ୍ଚିତ କ୍ରୟ, ସ୍ଥିର ମୂଲ୍ୟ ନିର୍ଦ୍ଧାରଣ, ପୁଞ୍ଜି ସହାୟତା, ପାଇପଲାଇନ ସଂଯୋଗୀକରଣ ଏବଂ ଆର୍ଥିକ ସୁବିଧା ମାଧ୍ୟମରେ କମ୍ପ୍ରେସ୍ଡ ବାୟୋଗ୍ୟାସ…
Read More...

ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁଶାନ୍ତ ସିଂଙ୍କୁ ସର୍ବଦଳୀୟ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସୋହେଲା ହଲଦୀପାଲି ଠାରେ ପୂର୍ବତନ ମନ୍ତ୍ରୀ ତଥା ଜନନେତା ସ୍ୱର୍ଗତ ସୁଶାନ୍ତ ସିଂ ଙ୍କୁ ରାଜ୍ୟ ସ୍ତରୀୟ ସର୍ବଦଳୀୟ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସର୍ବଦଳୀୟ ସ୍ଥାନୀୟ ଓ ରାଜ୍ୟ ସ୍ତରୀୟ ନେତୃ ମଣ୍ଡଳୀ…
Read More...

ବିଜେପିର ମଣ୍ଡଳ ସ୍ତରୀୟ ମାସିକ ବୈଠକ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରିନବଚନ ଗ୍ରାମ ପଞ୍ଚାୟତ ଉଚ୍ଚ ବାହାଲ ଗ୍ରାମ କଲ୍ୟାଣ ମଣ୍ଡପରେ ବିଜେପିର ମଣ୍ଡଳ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଣ୍ଡବ ପୁଟେଲଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଜିଲ୍ଲା ମିଡ଼ିଆ ସେଲ ସଭାପତି ରାଜୀବ…
Read More...

ଦିବଙ୍ଗତ ଜନନେତା ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ସ୍ମୃତିରେ ୪୧୭ ୟୁନିଟ୍ ରକ୍ତ ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ଅନ୍ତର୍ଗତ ହଲଦୀପାଲି ଠାରେ ଦିବଙ୍ଗତ ଜନନେତା ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ପବିତ୍ର ସ୍ମୃତିରେ ଆୟୋଜିତ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୪୧୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଶିବିରରେ…
Read More...

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଓ ବେକାରୀ ବିରୁଦ୍ଧରେ ସିପିଆଇ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ରାଉରକେଲାରୁ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜାତୀୟ ପରିଷଦ ଆହ୍ୱାନ କ୍ରମେ ରାଉରକେଲା ଜୋନ୍ କମିଟି ପକ୍ଷରୁ ଏକଛତ୍ରବାଦୀ ବିଜେପି ଶାସନରେ ଶୋଷଣ, କଷଣ, ଜାତି- ଧର୍ମ ନାମରେ ଜନଗଣଙ୍କୁ ବିଭାଜନ, ଘୃଣା, ହିଂସା, ଅତ୍ୟାଚାର, ନାରୀ ନିର୍ଯ୍ୟାତନା, ଭିଡ ହତ୍ୟା,…
Read More...

ପଣ୍ଡିତ ପଦ୍ମଭୂଷଣ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ଓଏସ୍‌ଏପି ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୩ ତମ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ମଞ୍ଚର ସାଧାରଣ ସମ୍ପାଦକ ତଥା କାର୍ଯ୍ୟକ୍ରମର ଆବାହକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ…
Read More...

ଜୁଆ ଆଡ୍ଡା ଠାବ କଲେ ଜିଲ୍ଲାପାଳ ଡ. ନୃପରାଜ ସାହୁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସିଏଚ୍‌ସି ପରିଦର୍ଶନ ସମୟରେ ନିକଟରେ ଥିବା ଏକ ଜୁଆ ଆଡ୍ଡା ଠାବ କରିଛନ୍ତି ଜିଲ୍ଲାପାଳ ଡ. ନୃପରାଜ ସାହୁ । ସୂଚନାରୁ ଜଣାପଡ଼ିଛି ଯେ, ମେଡିକାଲ ନିକଟରେ ଏକ ଶୌଚାଳୟ ନିର୍ମାଣ ହୋଇ ପରିତ୍ୟକ୍ତ…
Read More...

ବାପା ସାଜିଲା ପୁଅର ହତ୍ୟାକାରୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : ବାପାଙ୍କ କାଠ ଫାଳିଆ ମାଡ଼ରେ ଚାଲିଗଲା ପୁଅର ଜୀବନ । ଏଭଳି ଏକ ହୃଦୟ ବିଦାରକ ଅଭିଯୋଗ ଅଂଚଳବାସୀଙ୍କୁ ସ୍ତବ୍ଧ କରିଛି । ଅଭିଯୋଗ ଅନୁଯାୟୀ, କଲମପୁର ଥାନା ଅନ୍ତର୍ଗତ ନୁଆଁଗୁଡା ଗ୍ରାମର ମାନସିଂ ଗହୀର ତାଙ୍କ ପୁଅ ଆଲୋକ ଗହୀରଙ୍କୁ ବୁଧବାର ରାତିରେ ଟଙ୍କା…
Read More...

ବାଇକ ଦୁର୍ଘଟଣାରେ ୩ ଗୁରୁତରଙ୍କ ଜୀବନ ବଞ୍ଚାଇଲେ ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର

ନିଜସ୍ୱ ଆମ୍ବୁଲାନ୍ସରେ ଉଦ୍ଧାର କରି ଡାକ୍ତରଖାନାରେ କଲେ ଭର୍ତ୍ତି ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଭାଲୁମୁଣ୍ଡା ବେଲପଡ଼ା ମୁଖ୍ୟ ରାସ୍ତାରେ ଏକ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ରାସ୍ତାରେ ଗାଈଗୋରୁ ବୁଲୁଥିବା ବେଳେ ଆଜି ବଡ଼ ଦୁର୍ଘଟଣା ଘଟିଥିବା ନେଇ ସୂଚନା…
Read More...