ମ.ରାମପୁର ପୁଲିସର ବଡ଼ ସଫଳତା : ୭ ବାଇକ ଚୋର ଗିରଫ, ୯ ଚୋରି ବାଇକ ଉଦ୍ଧାର
ମ.ରାମପୁର : କଳାହାଣ୍ଡି ଜିଲ୍ଲାର ମ.ରାମପୁର ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଦୀର୍ଘ ଦିନ ଧରି କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଥିବା ଏକ ଆନ୍ତଃଜିଲ୍ଲା ବାଇକ ଚୋର ଗ୍ୟାଙ୍ଗକୁ ଧରିବାରେ ପୁଲିସ ସଫଳ ହୋଇଛି । ଏହି ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ!-->…
Read More...
Read More...