Yearly Archives

2026

ବାସନ୍ତୀ ପାଠାଗାରରେ “ରଜ ଉତ୍ସବ ଓ ମଉଜ” ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ ବିଜୟିନୀ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ
Read More...

ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହିତ ଶେଷ ହେଲା ରଜ ପର୍ବ : ମା’ ଇନ୍ଦିରା ମହିଳା ସମିତି ପକ୍ଷରୁ ବସୁମତୀ ସ୍ନାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ସଂସ୍କୃତି ଓ ପରମ୍ପରାର ପର୍ବ ରଜର ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହିତ ଶେଷ ହେଲା ରଜପର୍ବ । ଏହି ଅବସରରେ ଆଜି ସିଭିଲ୍ ଟାଉନ୍‌ସିପ୍ ସ୍ଥିତ ମା' ଇନ୍ଦିରା ମହିଳା ସମିତିର ସମସ୍ତ ସଦସ୍ୟାମାନେ ସଭାପତି ପୁଷ୍ପା ଲେଙ୍କାଙ୍କ ଅଧ୍ୟକ୍ଷତାରେ ବସୁମତୀ
Read More...

ରଜ ମହୋତ୍ସବକୁ ପ୍ରଥମ କରି ପାଳିଲା ଶୁଭସ୍ଥିତି ଆପାର୍ଟମେଣ୍ଟ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ପ୍ଲୁଟନ ମଲ୍ ନିକଟସ୍ଥ ଶୁଭସ୍ଥିତି ଆପାର୍ଟମେଣ୍ଟ ଠାରେ ପ୍ରଥମ କରି ୩ ଦିନ ଧରି ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ୧୨୧ ପରିବାର ଥିବା ଏହି ଆପାର୍ଟମେଣ୍ଟର ସଭାପତି ଡ. ଗୋଲକ ବିହାରୀ ମଙ୍ଗରାଜଙ୍କ ସଭାପତିତ୍ୱ ଓ ଅତିରିକ୍ତ
Read More...

ଭଦ୍ରକ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତ୍ତାଳାପ ଆୟୋଜିତ

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ଅନ୍ୟତମ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି : ଭଦ୍ରକ ସାଂସଦଜନକଲ୍ୟାଣକାରୀ ଯୋଜନାକୁ ଗଣମାଧ୍ୟମ ପାଖରେ ପହଞ୍ଚାଇବାରେ ବାର୍ତ୍ତାଳାପର ଭୂମିକା ଗୁରୁତ୍ୱପୂର୍ଣ୍ଣ : ପିଆଇବି ଏଡିଜିସାମାଜିକ ପରିବର୍ତ୍ତନ ଆଣିବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା
Read More...

ଡାକ୍ତରଙ୍କ ଅନୁପସ୍ଥିତି ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବହେଳା ଯୋଗୁଁ ଚାଲିଗଲା ନବଜାତ ଶିଶୁର ଜୀବନ

ପାଟଣାଗଡ଼ ଡାକ୍ତରଖାନାରେ ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବାର ଚରମ ଅବ୍ୟବସ୍ଥା ଓ ଡାକ୍ତରୀ ଅବହେଳାର ଅଭିଯୋଗ ସାମ୍ନାକୁ ଆସିଛି । ଚିଙ୍ଗେରବନ୍ଧ ଗ୍ରାମର ଶରତ ମେହେରଙ୍କ ସ୍ତ୍ରୀଙ୍କୁ
Read More...

ଜେଲ୍‌ରୁ ପୁଅକୁ ମୁକ୍ତ କରାଇବା ନାଁରେ ଠକେଇ, କୋରେଇ ଥାନାରେ ମାମଲା ରୁଜୁ

ଯାଜପୁର : ଜେଲ୍‌ରେ ଥିବା ପୁଅକୁ ମୁକ୍ତ କରାଇଦେବାର ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ କୋରେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, କୋରେଇ ଥାନା ଅନ୍ତର୍ଗତ ଚନ୍ଦାମା ଗ୍ରାମର
Read More...

କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବଲାଙ୍ଗିରର ଝିଅ କଳ୍ପନାଙ୍କୁ ଜୁନିୟର ଫେଲୋସିପ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଂସାରିପଡ଼ା ବାସିନ୍ଦା ତଥା ପଶ୍ଚିମ ଓଡ଼ିଶା ସୁପରିଚିତ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ପକ୍ଷରୁ ଜୁନିୟର ଫେଲୋସିପ୍ ୨୦୨୫-୨୬ ରେ ମନୋନୀତ ହୋଇଛନ୍ତି । ସେ ପଶ୍ଚିମ ଓଡ଼ିଶା ପାରମ୍ପରିକ ଢାପ ନୃତ୍ୟ ଉପରେ
Read More...

ନବମ ଓଡିଶା ପେନକାକ୍‌ ସିଲାଟ ଚମ୍ପିୟାନସିପ୍‌ରେ ବଲାଙ୍ଗିରର ସଫଳତା : ୧୪ ପଦକ ହାସଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖୋର୍ଦ୍ଧା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ନବମ ଓଡିଶା ପେନକାକ୍‌ ସିଲାଟ ଚମ୍ପିୟାନସିପ୍‌ ୨୦୨୬-୨୭ ସଫଳତାର ସହ ସମାପ୍ତ ହୋଇଯାଇଛି । ତିନିଦିନ ବ୍ୟାପି ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଓଡିଶାର ୧୮ଟି ଜିଲ୍ଲାରୁ ପ୍ରାୟ
Read More...

ସୁନାମଧନ୍ୟ ଭେଷଜ ବିଶେଷଜ୍ଞ ତଥା ସମାଜସେବୀ ଡା. ପି. ସି. ସାହୁ ଓ ପତ୍ନୀ ପୁଷ୍ପାଞ୍ଜଳି ସାହୁଙ୍କ ପ୍ରଥମ ଶ୍ରାଦ୍ଧ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତ ବର୍ଷର ସୁନାମଧନ୍ୟ ଭେଷଜ ବିଶେଷଜ୍ଞ ତଥା ଜଣେ ଜଣାଶୁଣା ସମାଜସେବୀ ଡା. ପି. ସି. ସାହୁ ଓ ପତ୍ନୀ ପୁଷ୍ପାଞ୍ଜଳି ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ହିଲପାଟଣାସ୍ଥିତ ସିଦ୍ଧ ବିନାୟକ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ
Read More...

ରାଇଘରରେ ଅଘଟଣ : ଗ୍ୟାସ ଲିକ୍ ଯୋଗୁଁ ଢାବାରେ ଭୟାବହ ଅଗ୍ନିକାଣ୍ଡ, ୩ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା । ରାଇଘର ସ୍ଥିତ ମାଁ ମାଉଳି ଢାବାରେ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ ଲିକ୍ ହେବାରୁ ହଠାତ୍ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ଢାବା ମାଲିକଙ୍କ ସମେତ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନଙ୍କ
Read More...