Monthly Archives

May 2026

ନାରୀ ସଂରକ୍ଷଣ ଓ ନିର୍ଯ୍ୟାତନାକୁ ନେଇ ଗର୍ଜିଲା ବିଜେଡି ମହିଳା ମୋର୍ଚ୍ଚା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଳା ଜୟପାଟଣା ଠାରେ ବିଜେଡିର ଶତାଧିକ ମହିଳା କର୍ମୀ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ନାରୀ ସମ୍ମାନ, ସଶକ୍ତିକରଣ, ସୁରକ୍ଷା ଓ ସଂରକ୍ଷଣ ଉପରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ଭିତ୍ତିକରି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ
Read More...

ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିଅନସିପ୍ ଉଦ୍‌ଯାପିତ

ବାଳିକାରେ ରାମଧୁନ୍ କ୍ଳବ ଓ ବାଳକରେ ସୋନପୁର ବ୍ଲକ ଦଳ ବିଜୟୀ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧିଷ୍ଟାଡିୟମ୍ ଠାରେ ଚାଲିଥିବା ୧୪ ବର୍ଷରୁ କମ୍‌ ବାଳକ ଓ ବାଳିକା ଫୁଟବଲ ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ବାଳିକା ବିଭାଗରେ ରାମଧୁନ
Read More...

ଜୁନାଗଡ଼ ପୁଲିସକୁ ବଡ ସଫଳତା : ୪୪ ବାଇକ ଉଦ୍ଧାର, ୬ ଗିରଫ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୁଲିସକୁ ବଡ ସଫଳତା ମିଳିଛି । ୪୪ଟି ବାଇକ ଉଦ୍ଧାର କରିବା ସହ ବାଇକ ଚୋରି ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ । ଏ ସମ୍ପର୍କରେ ବୁଧବାର ସକାଳେ ଜୁନାଗଡ଼ ଥାନାରେ ଆୟୋଜିତ ଏକ
Read More...

ସାଲେଭଟାରେ ସ୍କର୍ଫିଓ ଦୁର୍ଘଟଣା : ୨ଗୁରୁତର

ସାଲେଭଟା, (କେପିଏନ୍‌ଏସ୍‌) : ସାଲେଭଟାରେ ଏକ ସ୍କର୍ଫିଓ ଦୁର୍ଘଟଣା ଘଟି ୨ ଗୁରୁତର ହେ।ଇଛନ୍ତି । ସ୍କର୍ଫିଓ ଗାଡିଟି ସଂପୂର୍ଣ୍ଣ ଚୁର୍‌ମାର୍‌ ହୋଇଯାଇଛି । ଉକ୍ତ ଗାଡିଟି ସୁବର୍ଣ୍ଣପୁର ଜିଲ୍ଳା ତରଭା ବ୍ଲକ ଅଧ୍ୟକ୍ଷଙ୍କ ବୋଲି କୁହାଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କର ଡ୍ରାଇଭର
Read More...

ପ୍ରହରୀରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ସିଂହଦେଓ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାରେ ସବୁ ଆଡେ ଆଜିକାଲି ପ୍ରହରୀ ଚାଲିଛି ଓ ମହାପ୍ରଭୁଙ୍କର ଧୁନ୍ "ହରେ କୃଷ୍ଣ ହରେ ରାମ "ରେ ସମସ୍ତ ଭକ୍ତମାନଙ୍କୁ ବେଶ ଆନନ୍ଦିତ କରୁଛି । ଏହି ପରିପ୍ରେକ୍ଷୀରେ କାଲି ସନ୍ଧ୍ୟା ୫.୩୦ ରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ସିଂହଦେଓ,
Read More...

ଏଥଲେଟିକ ଏସୋସିଏସନ୍ ଝାରମୁଣ୍ଡାର ପ୍ରତିଷ୍ଠା ଦିବସ ସମାରୋହ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ସ୍ଥିତ ଏଥଲେଟିକ ଏସୋସିଏସନର ୩୫ ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶ୍ୟାମସୁନ୍ଦର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲୋଇସିଂହା ବିଡ଼ିଓ ଅକ୍ଷୟ
Read More...

ଟିଟିଲାଗଡ ଆଦିୟୋଗୀ ପ୍ରତିମୂର୍ତ୍ତି ତଳେ ଡକାୟତି ଉଦ୍ୟମ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ

ବଲାଙ୍ଗିର ଏସପିଙ୍କ ସାମ୍ବାଦିକ ସମ୍ମିଳନୀଘଟଣାର ଘଣ୍ଟାଏ ଭିତରେ ସମସ୍ତ ଛ ଜଣ ଅଭିଯୁକ୍ତ ଗିରଫ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସନ୍ଧ୍ୟା ସାଢ଼େ ଚାରିଟା ସମୟରେ ରାଜସ୍ଥାନରୁ ଆସି ଟାଇଲ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଚାରି ଜଣ ଯୁବକ ଦେବନ୍ଧ ନିକଟରେ ଥିବା ଗାଧୁଆ
Read More...

ନିଶା ବିକ୍ରି ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ମହିଳାମାନେ

ବରଗଡ, (ମୁନ୍ନା ସାହୁ) : ବରପାଲି ବ୍ଲକ ଧାଙ୍ଗେରପାଲି ଗ୍ରାମର ମହିଳାମାନେ ମଙ୍ଗଳବାର ମଦ ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମରେ ବେଆଇନ ମଦ ବିକ୍ରି କରାଯାଉଥିବା ବେଳେ ଯୁବପିଢ଼ି ଏବଂ ଗ୍ରାମର ଲୋକମାନେ ନିଶାଗ୍ରସ୍ତ ରହି ବିଭିନ୍ନ ଅସାମାଜିକ
Read More...

ଟୋକନ୍‌ ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌ ଘେରିଲେ ଚାଷୀ

ବରଗଡ, (ମୁନ୍ନା ସାହୁ) : ଟୋକନ୍‌ ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌ ଘେରିଲେ ଚାଷୀ । ଆନ୍ଦୋଳନରେ ଚାଷୀଙ୍କ ସହ ବିଭିନ୍ନ ସଂଗଠନ ସାମିଲ୍‌ ହୋଇଥିଲେ । ବରଗଡ଼ ଜିଲ୍ଲାରେ ଗତ ୧୧ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଆରମ୍ଭରୁ ଦେଖାଯାଇଥିବା ସମସ୍ୟା ଅସମାହିତ
Read More...

ବଲାଙ୍ଗିରରେ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ : ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ‘ଚୁଲା ଜଲାଓ’ ଧାରଣା,…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରୋଇ ଓ ବ୍ୟବସାୟିକ ରନ୍ଧନ ଗ୍ୟାସ ସଙ୍କଟ ଓ ଦରଦାମ ଲଗାତାର ବୃଦ୍ଧି ପ୍ରତିବାଦରେ ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଭାରତ ମୁକ୍ତିମୋର୍ଚ୍ଚା ଓ ବହୁଜନ ମୁକ୍ତି ପାର୍ଟି ପକ୍ଷରୁ ‘ଚୁଲା ଜଲାଓ’ ଧାରଣା କରାଯାଇଛି । ଆଜି ସକାଳ ୯ଟାରେ ଜିଲ୍ଲା
Read More...