Yearly Archives

2025

ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ବାର୍ଷିକ କ୍ରୀଡା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ସ୍ଥିତ ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ସୋମବାର ଦିନ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ହୋତା…
Read More...

ଦେଓଗାଁ କଲେଜର ବାର୍ଷିକ କ୍ରୀଡା ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦେଓଗାଁର ୩୫ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଉପମନ୍ୟୁ ବାଗଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଯୋଗିତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଦେଓଗାଁ ପଞ୍ଚାୟତର ସରପଞ୍ଚ…
Read More...

କୁଚ୍‌ ବେହାର ଟ୍ରଫି କ୍ରିକେଟ ତୃତୀୟ ଦିବସ

ଓଡିଶା ବନାମ ହିମାଚଳ ପ୍ରଦେଶ ବଲାଙ୍ଗିର,(ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଚାରି ଦିବସୀୟ କୁଚ୍‌ ବେହାର ଟ୍ରଫି କ୍ରିକେଟର ତୃତୀୟ ଦିବସ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି ।…
Read More...

ଓଷ୍ଟା ବଲାଙ୍ଗିର ବ୍ଲକ ସ୍ତରୀୟ ଶିଶୁ ମେଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଭଗବାନ ବିଦ୍ୟାମନ୍ଦିର ଖୁଜେନପାଲି ଠାରେ ବ୍ଲକ ସ୍ତରୀୟ ଓଷ୍ଟା ତରଫରୁ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛ । ଓଷ୍ଟା ବ୍ଲକ ସଭାପତି ସୁରେଶ ଷଡଙ୍ଗୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଗୋଷ୍ଠି…
Read More...

ପେନସନର୍ସ ଫେଡେରେସନ ପକ୍ଷରୁ ସରକାରଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପେନସନର୍ସ ଭେଲିଡେସନ ଆକ୍ଟ-୨୫ ବାତିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ବିତ୍ତ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଫେଡେରେସନ ପକ୍ଷରୁ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି,…
Read More...

ଓମ୍ ଭ୍ୟାଲି ସ୍କୁଲର ସନ୍ତରଣ ପ୍ରଶିକ୍ଷକଙ୍କୁ ବିଶ୍ୱ ଚମ୍ପିଆନ୍‌ସିପ୍‌ରେ ଦୁଇଟି ରୌପ୍ୟ ପଦକ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ପ୍ରତିଷ୍ଠିତ ସିବିଏସ୍ଇ ଅନୁବନ୍ଧିତ ଓମ୍‌ଭ୍ୟାଲି ଶିକ୍ଷାନୁଷ୍ଠାନର ସନ୍ତରଣ ପ୍ରଶିକ୍ଷକ ଅମୀୟ କୁମାର ପଧାନ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବିଶ୍ଵସନ୍ତରଣ ଚମ୍ପିଆନ୍‌ସିପ୍‌ (ଆଧୁନିକ ପେଣ୍ଟାଥଲନ୨୦୨୫-୨୬)ରେ ଆର୍ନ୍ତଜାତୀୟ ଜାତୀୟ…
Read More...

ମାଓବାଦୀ କ୍ୟାଡର ରୋୟା କାଲୁଣ୍ଡି ଓରଫ ଗଣେଶ କଲା ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ

ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ଶପଥ ନେଇଛନ୍ତି ଗଣେଶ ରାଉରକେଲା, (ସସ୍ମିତା ପ୍ରଧାନ) : ଜଣେ ସକ୍ରିୟ ମାଓବାଦୀ କ୍ୟାଡର ରୋୟା ଓରଫ୍ ଗଣେଶ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ପ୍ରତିଜ୍ଞା କରି, ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ…
Read More...

ଶତାୟୁ ଧର୍ମପରାୟଣ ବ୍ୟକ୍ତିଙ୍କ ଦେହାନ୍ତ : ସମଗ୍ର ଅଞ୍ଚଳରେ ଶୋକର ଛାୟା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଖଦାଳ ସାହିର ଶତାୟୁ ଧର୍ମପରାୟଣ ବ୍ୟକ୍ତି ସନ୍ୟାସୀ ପାଣୀଗ୍ରାହୀ (୧୦୩)ଙ୍କ ନିଜ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସମଗ୍ର ଟିକାବାଲି ତଥା ଆଖପାଖ…
Read More...

ଦୁଇଦିନିଆ ବାର୍ଷିକ ଦୌଡ଼କୁଦ ପ୍ରତିଯୋଗିତା ଉଦଯାପିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡାସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁପଟ୍ଟନାୟକ ମିନିଷ୍ଟାଡ଼ିୟମ ପରିସର ମଧ୍ୟରେ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି । ପ୍ରଥମ ଦିନ…
Read More...

ଅମୃତଭଣ୍ଡା ତୋଳିବା ବେଳେ ଅକାଳରେ ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ମୃତ୍ୟୁ କେତେବେଳେ କେମିତି ଆସିବ, ସେକଥା କିଏ ଜାଣିନଥାଏ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ । ଅମୃତଭଣ୍ଡା ତୋଳିବା ବେଳେ ଅକାଳରେ ଚାଲିଗଲା ମହିଳାଙ୍କ ଜୀବନ । ସୂଚନା ପ୍ରକାରେ ଗୁରୁବାର…
Read More...