Yearly Archives

2024

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କନିଷ୍ଠ ଶିକ୍ଷକଙ୍କୁ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କାର ମାସିକ ପାରିଶ୍ରମିକ

ପିଛିଲା ଭାବେ ୦୧.୦୧.୨୦୨୩ ଠାରୁ ଲାଗୁ ହେବ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ମିଳିଥିଲା ପ୍ରସ୍ତାବ ଭୁବନେଶ୍ୱର : ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ…
Read More...

୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ପବିତ୍ର ମୋହନ ପ୍ରଧାନଙ୍କ ନାତୁଣୀ

ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁ ଦେଲେ ଧନ୍ୟବାଦମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା ଭୁବନେଶ୍ଵର : ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ପ୍ରଜା ମଣ୍ଡଳ ଆନ୍ଦୋଳନର ପୁରୋଧା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ…
Read More...

ଛତ୍ରପୁର ଚଳିତ ବର୍ଷ ହେବାକୁ ଥିବା ଠାକୁରାଣୀ ଯାତ୍ରା ନିମନ୍ତେ କମିଟି ମନୋନୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରରେ ପ୍ରତି ଦୁଇବର୍ଷକୁ ଥରେ ଆୟୋଜିତ ହେଉଥିବା ଐତିହାସିକ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ପାଳନ ନିମନ୍ତେ ମନ୍ଦିର କମିଟି ପକ୍ଷରୁ ପ୍ରାକ୍-ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଅବସରରେ ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ରାମାୟଣାମ୍ମା…
Read More...

ଦାଦି ହୃଦୟମୋହିନୀଙ୍କ ତୃତୀୟ ପୂଣ୍ୟ ତିଥି ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ଶାଖା ଶାନ୍ତି ଅନୁଭୂତି ଭବନ ଠାରେ ବ୍ରହ୍ମାକୁମାରୀ ସଂସ୍ଥାର ପୂର୍ବତନ ମୁଖ୍ୟ ପ୍ରଶାସିକା ଦାଦି ହୃଦୟମୋହିନୀ (ଗୁଲ୍‌ଜାର)ଙ୍କ ତୃତୀୟ ପୂଣ୍ୟ ତିଥି ପାଳନ କରାଯାଇଥିଲା ।…
Read More...

ଗୋହିରାପଦର ଗ୍ରାମରେ ଜଗନ୍ନାଥ ମନ୍ଦିର ରତ୍ନମୁଦ ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗୋହିରାପଦର ଗ୍ରାମରେ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଏକ ପୋଖରୀରୁ ବିରାଟ ଶୋଭାଯାତ୍ରାରେ ବାହାରି କଳସ ଆଣି ମନ୍ଦିରରେ ସ୍ଥାପନ କରାଯାଇଥିଲା । ଏହି…
Read More...

ଜନମୁକ୍ତି ଅନୁଷ୍ଠାନର ୨୦୨୩-୨୪ ବର୍ଷର ୨୮ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଟୁପାଉଡାର ପଞ୍ଚାୟତ ଡୁଙ୍ଗୁରିଗୁଡା ଗ୍ରାମରେ ୨୦୨୩-୨୪ବର୍ଷ ପାଇଁ ଜନମୁକ୍ତି ଅନୁଷ୍ଠାନର ୨୮ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁଙ୍କ ପ୍ରତ୍ୟେକ୍ଷ…
Read More...

ମୁରିବାହାଲ ବ୍ଲକସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କ ସଭାପତିତ୍ୱରେ ତଥା ବ୍ଲକ ଡବ୍ଲୁଇଓ ଭୀମରାମ ମାଝୀଙ୍କ…
Read More...

ଜାତୀୟ ଉତ୍ତମ ଦୟାଶୀଳ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ଜାତୀୟ ଉତ୍ତମ ଦୟାଶୀଳ‌ ଦିବସ' ପାଳନର ଉଦ୍ଦେଶ୍ୟ ହେଉଛି ଯେଉଁମାନେ ଆବଶ୍ୟକ ସମୟରେ ସାହାଯ୍ୟ ପ୍ରଦାନ କରନ୍ତି ସେମାନଙ୍କ ନିଃସ୍ୱାର୍ଥପର ସେବାକୁ ସ୍ୱୀକୃତି ଦେବା । 'ଉତ୍ତମ ଦୟାଶୀଳ' ଶବ୍ଦ ବାଇବଲପେରେବଲରୁ ଆସିଛି ଯେଉଁଠାରେ ଜଣେ ସହୃଦୟ ବ୍ୟକ୍ତି…
Read More...

ପ୍ରଭାବତୀ ପବ୍ଲିକ ସ୍କୁଲରେ ପରୀକ୍ଷାର୍ଥୀଙ୍କୁ ତିଲକ ଲଗାଇ ସଫଳତାର ମନ୍ତ୍ର ଦେଲେ ସ୍କୁଲ ଅଧ୍ୟକ୍ଷା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦଶମ ବୋର୍ଡ ପରୀକ୍ଷା ଫେବୃଆରୀ ୧୬ ତାରିଖ ଦିନଠାରୁ ଆରମ୍ଭ ହୋଇଥିଲା । ଯେହେତୁ ବୋର୍ଡ ପରୀକ୍ଷାରେ ବିଦ୍ୟାର୍ଥୀଙ୍କ ଉପରେ ଚାପ ରହିଥାଏ, ଏହାକୁ ଦୂର କରିବା ପାଇଁ ସଫଳତାର ମନ୍ତ୍ର ଦେବା ସହ ରୀତିନୀତି ଅନୁସାରେ ତିଲକ ଲଗାଇ ଆଶୀର୍ବାଦ ପ୍ରଦାନ କରି…
Read More...

ଜିଲ୍ଳାସ୍ତରରେ ଛତ୍ରପୁର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପୁରସ୍କାର ସହ ସମ୍ମାନିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଜରିଆରେ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଉଛି । ଜାତୀୟ ସହରାଞ୍ଚଳ…
Read More...