ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ଆଂଚଳିକ ଭକ୍ତଗୋଷ୍ଠୀ ଆନୁକୁଲ୍ୟରେ ସପ୍ତମ ଭକ୍ତ ମିଳନ ଉତ୍ସବ ୨୦୨୪
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିନେକେଲା ପଂଚାୟତର ସାଲେଡିଗ୍ରୀ (ଟିମନଭାଡି) ଗ୍ରାମରେ ଆଂଚଳିକ ଭକ୍ତ ଗୋଷ୍ଠୀ ଆନୁକୁଲ୍ୟରେ ସପ୍ତମ ଭକ୍ତ ମିଳନ ଉତ୍ସବ ହୋଇଯାଇଛି । ଉକ୍ତ ଉତ୍ସବରେ ବିଶ୍ୱ ଶାନ୍ତି ଘୃତ ଯଜ୍ଞ, ଠାକୁରଙ୍କ ଭକ୍ତଗୋଷ୍ଠୀ ସ୍ତବ, ଷଢପୋଚାର ପୂଜା,!-->…
Read More...
Read More...