ବାଇକ୍ ଦୁର୍ଘଟଣା : ୧ ଗୁରୁତର
କୋକସରା : କୋକସରା ଥାନା ଡଙ୍ଗରୀଗୁଡ଼ା ବୁଲାଣିରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକ ଗୁରୁତର ଥିବା ଜଣା ପଡିଛି । ଗୁରୁତର ଜଣକ ହେଲେ ଗୌଡ଼ଛେଣ୍ଡିଆ ଗ୍ରାମର ଧବଳେଶ୍ଵର ବାରିକ । ଧବଳେଶ୍ଵର ଜୟପୁରରୁ ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିବାବେଳେ ଉକ୍ତ ସ୍ଥାନରେ ଥିବା ଡିଭାଇଡରରେ ପିଟିହୋଇ!-->…
Read More...
Read More...