Yearly Archives

2024

ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇକୋ କ୍ଲବ୍‌ ଆନୁକୁଲ୍ୟରେ ସଂସ୍କୃତ ଅଧ୍ୟାପକ ସି. ଭୋଇଙ୍କ ଅଧ୍ୟକ୍ଷତାରେ ପରିବେଶ ଶିକ୍ଷା ଅନ୍ତର୍ଗତ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟିର…
Read More...

ମାକ୍ରିପଡ଼ା ଗ୍ରାମରେ ଯୁବଗୋଷ୍ଠୀ ଦ୍ୱାରା ପୁଷ୍କରିଣୀ ସଫେଇ କାର୍ଯ୍ୟ : ଗୋଟିଏ ପାଦ ସ୍ୱଚ୍ଛତା ଆଡ଼କୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବହାଲ ବ୍ଲକ ଲେବଡା ପଞ୍ଚାୟତ ମାକ୍ରିପଡ଼ା ଗ୍ରାମରେ ତିନୋଟି ଗ୍ରାମ ନିର୍ଭର କରୁଥିବା ମୁଖ୍ୟ ପୋଖରୀ 'ଶାଗୁଣା ମୁଣ୍ଡା'କୁ ପଙ୍କ ଉଦ୍ଧାର ପାଇଁ ପାଣି କଟାଯାଇଛି । ଏଥିପାଇଁ ଗାଁ ଲୋକମାନଙ୍କର ଅନେକ ଅସୁବିଧା ହେଉଥବାରୁ ନିକଟରେ…
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ଅନ୍ନପୂର୍ଣ୍ଣା ଖାଦ୍ୟ ବଣ୍ଟନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ଅନ୍ନପୂର୍ଣ୍ଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରାୟ ୪୦୦ ଜଣ ବ୍ୟକ୍ତି ଏହି କର୍ଯ୍ୟକ୍ରମରୁ ଉପକୃତ ହୋଇଥିବା କୁହାଯାଇଛି । ସଞ୍ଜୟ ଅଗ୍ରୱାଲ ତାଙ୍କ…
Read More...

ଅବସର ଗ୍ରହଣ କଲେ ଫରେଷ୍ଟ ରେଞ୍ଜର କେଶବ କିଶୋର ନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୩୯ ବର୍ଷ ନିଜର କୁଶଳ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ଆଜି କାର୍ଯ୍ୟରୁ ଅବସର ନେଇଛନ୍ତି ଫରେଷ୍ଟ ରେଞ୍ଜର କେଶବ କିଶୋର ନାୟକ । ନିଜର କାର୍ଯ୍ୟକାଳ ଅବଧି ଭିତରେ ଜଙ୍ଗଲ ସୁରକ୍ଷାକୁ ମୂଳମନ୍ତ୍ର କରିଥିବା ନାୟକ ଅନେକ ଗୁଡିଏ ଜଙ୍ଗଲ ମାମଲା ରୁଜ୍ଜୁ କରି…
Read More...

ଥାନେରେ ଭୀଷଣ ଅଗ୍ନିକାଣ୍ଡ : ୨୦ଟି ସ୍କ୍ରାପ୍ ଗୋଦାମ ଜଳିଗଲା

ଥାନେ : ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱାଣ୍ଡିରେ ଥିବା ଏକ ସ୍କ୍ରାପ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିଯିବାରୁ ୧୫ରୁ ୨୦ଟି ସ୍କ୍ରାପ୍ ଗୋଦାମ ଜଳି ଯାଇଥିଲା । ଏହି ଅଗ୍ନିକାଣ୍ଡ ଘଟଣାଟି ଓଉଲି ଗ୍ରାମ ପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡ଼ିଛି ।…
Read More...

ବିଷ ହେଲା ବାର୍ଥ ଡେ’ କେକ୍ : କେକ୍ ଖାଇ ୧୦ ବର୍ଷର ଝିଅ ମୃତ

ପଞ୍ଜାବ : ବିଷ ହେଲା ବାର୍ଥ ଡେ' କେକ୍ । ଜନ୍ମ ଦିନରେ କେକ୍ ଖାଇ ୧୦ ବର୍ଷର ଝିଅ ମୃତ । ଏଭଳି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ପଞ୍ଜାବରେ । ଝିଅର ଜନ୍ମଦିନ ପାଳନ ପାଇଁ ପରିବାର ଲୋକେ ଅନଲାଇନରେ କେକ୍ ଅର୍ଡର କରିଥିଲେ । ପଟିଆଲାର ଏକ ବେକେରୀରୁ ଚୋକୋଲେଟ୍ କେକ୍ ଅର୍ଡର କରାଯାଇଥିଲା ।…
Read More...

୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କାଲିମେଳା : କାଲିମେଳା ପୋଲିସକୁ ବଡ ସଫଳତା । ୫୦୦ ଗ୍ରାମ ଗଞ୍ଜେଇ ସହ ଏକ ଧଳା ରଙ୍ଗର ପିକ୍‌ଅପ୍ ଭ୍ୟାନ୍ ଜବତ ହୋଇଥିବା ଖବର ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୫ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଇଛି । ଖବର ଅନୁଯାୟୀ, ଏକ ପିକ୍‌ଅପ୍ ଗାଡିରେ ତରଭୁଜ ତଳେ ଗଞ୍ଜେଇ ରଖି ପଡୋଶୀ…
Read More...

ମହାରାଜା ରାଜେନ୍ଦ୍ର ନାରାୟଣ ଥିଲେ ଜଣେ ଅନନ୍ୟ ଆଦର୍ଶ ପୁରୁଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଟି ହୃଦୟର ମଣିଷ ଭାବରେ ପ୍ରଜାନୁରଂଜନ ଧର୍ମକୁ ଧାରଣ କରି କେବଳ ବଲାଙ୍ଗିର ନୁହେଁ ସମଗ୍ର ଓଡିଶାରେ ତଥା ଭାରତୀୟ ରାଜନୀତିରେ ସେ ଥିଲେ ଜଣେ ଅନନ୍ୟ ପୁରୁଷ । ତାଙ୍କ ପଦାଙ୍କ ଅନୁସରଣ କରି ନିଜ ଅଂଚଳର ବିକାଶରେ ବ୍ରତୀ ହେବା ପାଇଁ ମତ ଦେଇଛନ୍ତି । ଆଜି…
Read More...

ବଲାଙ୍ଗିର ଟେକ୍ସବାର ଏସୋସିଏସନ୍‌ ନିର୍ବାଚନ : ଶାନ୍ତାନୁ ଭୋଇ ସଭାପତି, ପ୍ରଭଞ୍ଜନ ହୋତା ସଂପାଦକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟେକ୍ସବାର ଏସୋସିଏସନ୍‌ର କର୍ମକର୍ତ୍ତା ଚୟନ ହୋଇଯାଇଛି । ଏଥିରେ ସଭାପତି ଭାବରେ ଶାନ୍ତାନୁ କୁମାର ଭୋଇ ସଭାପତି ଓ ପ୍ରଭଞ୍ଜନ ହୋତା ସଂପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ସେହିପରି ସରୋଜ କୁମାର ମାଝୀ ଉପସଭାପତି, ପ୍ରକାଶଚନ୍ଦ୍ର ମହାପାତ୍ର…
Read More...

ଜାତୀୟ ବୁନସେନ୍ ବର୍ନର୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାର୍ଚ୍ଚ ୩୧ରେ ଜାତୀୟ ବୁନସେନ୍ ବର୍ନର୍ ଦିବସ ପାଳନ ହୁଏ । ଏହି ଦିନଟି ବୁନସେନ୍ ବର୍ନର୍‌ର ଚମତ୍କାର ଉଦ୍ଭାବନକୁ ସ୍ମରଣ କରିବା ପାଇଁ ଉତ୍ସର୍ଗୀକୃତ ଅଟେ, ଯାହା ବୈଜ୍ଞାନିକ ଏବଂ ଛାତ୍ରମାନଙ୍କୁ ସେମାନଙ୍କ ପରୀକ୍ଷଣରେ ସାହାଯ୍ୟ କରିଆସୁଛି । ସେହି…
Read More...