Yearly Archives

2024

ବିଶ୍ୱ ରେଡ୍‌କ୍ରସ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ରେଡ୍‌କ୍ରସ୍ ଦିବସ ପାଳନ କରି, ସମଗ୍ର ବିଶ୍ଵରେ ବ୍ୟକ୍ତି ଏବଂ ସମ୍ପ୍ରଦାୟଙ୍କ ମାନବିକ ସହାୟତା ପ୍ରଦାନ ତଥା ମାନବିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବାରେ ରେଡ୍‌କ୍ରସ୍‌ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସମର୍ଥନ ପ୍ରଦର୍ଶନ କରିପାରିବେ ।…
Read More...

ଟ୍ରକ୍‌ ଧକ୍କାରେ : ଦୁଇ ମୃତ

ଭୁବନେଶ୍ୱର : ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ । ପଳାଶୁଣୀଠାରେ ଦୁଇ ପୁରୁଷ ଓ ମହିଳା ରାସ୍ତା ପାରି ହେଉଥିବାବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଏପରିକି ଗାଡ଼ିର ବେଗ ଏତେ ଅଧିକ ଥିଲା ଯେ, ଦୁର୍ଘଟଣା ପରେ ନ ରୋକି ଉକ୍ତ ବ୍ୟକ୍ତି ଜଣଙ୍କୁ ପଳାଶୁଣୀରୁ…
Read More...

ବିଶିଷ୍ଟ ଦଳିତ ନେତା ଡ. ଅର୍ଜୁନ ମୁଗ୍ରୀ ବଲାଙ୍ଗିର ଜିଲ୍ଲା କଂଗ୍ରେସ ମୁଖପାତ୍ର ନିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ଷିୟାନ କଂଗ୍ରେସ ନେତା ଡ. ଅର୍ଜୁନ ମୁଗ୍ରୀଙ୍କୁ ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର ମୁଖପାତ୍ର ଭେବେ ନିଯୁକ୍ତି ପ୍ରଦାନ କରାଯାଇଛି । ତାଙ୍କ ଯୋଗଦାନରେ ଜିଲ୍ଲା କଂଗ୍ରେସ କମିଟି ଆହୁରି ସୁଦୃଢ ହେବ ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶୋକ…
Read More...

ଫାସଡ, ସକ୍‌ମା, ମନହୀରା ଓ ଫଟକରା ଗାଁର ୬୫ରୁ ଅଧିକ କର୍ମୀ କଂଗ୍ରେସ ଛାଡି ବଲାଙ୍ଗିର ବିଜେଡିରେ ଯୋଗଦେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଫାସଡ, ସକମା, ମନହୀରା ଓ ଫଟକରା ଗାଁର ବିରେନ୍ଦ୍ର ରାଉତଙ୍କ ସହିତ ୬୫ରୁ ଅଧିକ ବ୍ୟକ୍ତି କଂଗ୍ରେସ ଛାଡି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ସକ୍‌ମା ଓ ଫାସଡର ଜିତେନ୍ଦ୍ର ସ୍ୱାଇଁ ଓ ବଲିଆ ସେଠ୍‌ଙ୍କ ନେତୃତ୍ଵରେ…
Read More...

ବସ୍‌ରୁ ଖସି କଲେଜ ଛାତ୍ର ମୃତ

ଆସ୍କା : ହିଂଜିଳି ଥାନା ରାଳବ ଛକ ନିକଟରେ ଅଘଟଣ । ବସରୁ ଖସି କଲେଜ ଛାତ୍ରଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ରାହୁଲ ନାୟକ(୧୯) । ସେ ଅଙ୍କୁଶପୁର ଏସଏମଆଇଟି କଲେଜରେ ଡିପ୍ଲୋମା କରୁଥିଲେ । ରାହୁଲ ହିଂଜିଳିରୁ ମହାବାହୁ ନାମକ ଏକ ବସ୍‌ ଯୋଗେ ନିଜ ଘର କୁଟିଆ ପଦରକୁ ଫେରୁଥିଲେ । କୌଣସି କାରଣରୁ…
Read More...

ବଲାଙ୍ଗିରକୁ କ୍ରାଇମ କ୍ୟାପିଟାଲ୍‌ କହି ମୁଖ୍ୟମନ୍ତ୍ରୀଙ୍କୁ ଅପାରଗ ବୋଲି ସ୍ୱୀକାର କରୁଛନ୍ତି ବିଜେଡି ନେତା :…

ଅପରାଧୀଙ୍କୁ ପ୍ରଶ୍ରୟ ଦେଉଥିବା ରାଜ ପରିବାର ଅପରାଧ ମୁକ୍ତ ମିଛ ନାରା ଦେଉଛନ୍ତି, କହିଲେ ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରକୁ କ୍ରାଇମ୍‌ କ୍ୟାପିଟାଲ୍‌ କହି ମୁଖ୍ୟମନ୍ତ୍ରୀଙ୍କୁ ଅପାରଗ ବୋଲି ସ୍ୱୀକାର କରୁଛନ୍ତି ବିଜେଡ଼ି ନେତା ବୋଲି ଆଜି ବକ୍ତବ୍ୟରେ କହିଛନ୍ତି…
Read More...

ଫାଟିଲା ଚକ : ଭାରସାମ୍ୟ ହରାଇ ଗଛରେ ପିଟିହେଲା ଦ୍ରୁତଗାମୀ କାର୍‌

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ସୁବର୍ଣ୍ଣପୁର ରାସ୍ତାରେ ଏକ ଚଳନ୍ତା କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୁବର୍ଣ୍ଣପୁର ଅଭିମୁଖେ କାର୍‌ଟି ଯାଉଥିବା ବେଳେ ଏହାର ଆଗ ପାଶ୍ୱର୍ର ଗୋଟିଏ ଚକା ଫାଟିଥିଲା । ଫଳରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ…
Read More...

ପ୍ରଥମ ରାତ୍ରକାଳୀନ କ୍ରିକେଟ୍‌ ଟୁର୍ଣାମେଣ୍ଟ : ରିଶିଡା ଚାମ୍ପିଅନ୍‌, ଶ୍ରୀପାଲି ରନର୍ସ ଅପ୍

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର କ୍ରିକେଟ୍ କ୍ଳବ୍ ତରଫରୁ ଚାରିଛକ ପଡିଆରେ ଦୁଇଦିନ ଧରି ଚାଲିଥିବା ପ୍ରଥମ ରାତ୍ରକାଳୀନ କ୍ରିକେଟ୍‌ ମ୍ୟାଚ୍ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ରିଶିଡା କ୍ରିକେଟ୍‌ ଦଳ ଚାମ୍ପିଅନ୍‌ ହୋଇଥିବା ବେଳେ ଶ୍ରୀପାଲି କ୍ରିକେଟ୍‌ ଦଳ…
Read More...

ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ ଛତା ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ପ୍ରବଚିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ ଦୀନ ଅସହାୟଙ୍କୁ ଛତା ବଣ୍ଟନ କରାଯାଇଛି । ଏହି ଅବସରରେ ସଭାପତି ଏଲୋରା ମିଶ୍ର, ଉପସଭାପତି ସିତାଂଶୁ ଶେଖର ନାଏକ, ସମ୍ପାଦକ ଦୁର୍ଗାଚରଣ ସାହୁ, ସହ-ସଂପାଦକ ଦେବାଶିଷ…
Read More...

ରାଉରକେଲା କଂଗ୍ରେସର ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ନାଥ ପଟ୍ଟନାୟକଙ୍କ ପଦଯାତ୍ରା

ରାଉରକେଲା, (କେପିଏନ୍‌ଏସ୍‌) : ଆଜି ସକାଲ ୭ଟାରୁ ରାଉରକେଲା କଂଗ୍ରେସର ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ନାଥ ପଟ୍ଟନାୟକ କୋଏଲ୍‌ନଗର ସି ବ୍ଲକଛକରୁ ବାହାରି କୋଏଲ୍‌ନଗର ଏ ବ୍ଲକ, ବି ବ୍ଲକ, ଜଗଦା ଅଞ୍ଚଳରେ ନିର୍ବାଚନ ପଦଯାତ୍ରା କରି ଉକ୍ତ ଅଂଚଳର ଜନସାଧାରଣଙ୍କର ସମର୍ଥନ ଭିକ୍ଷା କରିବା ସହିତ…
Read More...