Yearly Archives

2024

ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ : ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ । ସମସ୍ତ ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦିଆଯାଇଥିବା କୁହାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁତଲା ବ୍ଲକ୍‌ର ଦାବ୍‌ଜୁରୀ,…
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର : ତାତିରୁ ମିଳିଛି ଆଶ୍ୱସ୍ତି । ଆହୁରି ୪ ଦିନ ଯାଏଁ ଏଭଳି ରହିବ ପାଗ । ଆସନ୍ତା ୨-୩ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଝଡ଼ ବର୍ଷା ନେଇ ୭…
Read More...

ବଲାଙ୍ଗିର ସହର ରାଜୀବ ନଗର ୱାର୍ଡ ନଂ. ୧୮ ଠାରେ କଳିକେଶ ସିଂହଦେଓଙ୍କ ବିଜେଡିର ବିଶାଳ ଜନସମାବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଓ ବିକାଶ ମୂଳକ କାର୍ଯ୍ୟ ଏବଂ କଳିକେଶଙ୍କ ଲୋକପ୍ରିୟତା ଓ କାର୍ଯ୍ୟଦକ୍ଷତା ନିର୍ବାଚନରେ ସଫଳତା ପ୍ରଦାନ କରିବ ବୋଲି ବିଶ୍ୱାସ ରଖିଛନ୍ତି ଶ୍ରୀମତୀ ମେଘ୍‌ନା ସିଂହଦେଓ । ତେବେ ଶ୍ରୀମତୀ…
Read More...

ଜଗନ୍ନାଥପଡ଼ାର ରାମଲୀଳା ମଂଚରେ ରାବଣ ବଧ ମଂଚସ୍ଥ

ବଲାଙ୍ଗିର, (କେପିନ୍‌ଏସ୍‌) : ଶେଷରେ ଧର୍ମର ଜୟ ହେଲା । ସୀତୟା ହରଣ, ରାବଣ ମରଣ ପ୍ରତିପାଦିତ ହେଲା ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳା ମଂଚରେ । ଗତରାତିରେ ରାବଣ ବଧ ମଂଚସ୍ଥ ହୋଇଥିବା ବେଳେ ହଜାର ହଜାର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ…
Read More...

ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା’ ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ । ସୂଚନା ଅନୁସାରେ, ଦିନ ୧୨ଟା ୪୦ରେ ହେଲିକପ୍ଟର ଯୋଗେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା…
Read More...

ଭାରତରେ ବିକଳ୍ପ ରାଜନୈତିକ ଶକ୍ତିର ଆବଶ୍ୟକତା ରହିଛି : ସମାଜବାଦୀ ନେତା ସନ୍ଦିପ ପାଣ୍ଡେ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତୀୟ ସମ୍ବିଧାନର ସୁରକ୍ଷା ସହିତ ଦେଶରେ ସମତା ପ୍ରତିଷ୍ଠା କରିବା ପାଇଁ ଏକ ନୂତନ ରାଜନୈତିକ ଶକ୍ତିର ଆବଶ୍ୟକତା ରହିଛି ବୋଲି ମେଗାସେସ୍ ପୁରସ୍କାରପ୍ରାପ୍ତ ତଥା ବିଶିଷ୍ଟ ସମାଜବାଦୀ ନେତା ସନ୍ଦିପ ପାଣ୍ଡେ ପ୍ରକାଶ କରିଛନ୍ତି । ସ୍ଥାନୀୟ ବିଜିପୁର…
Read More...

ସୁଜିତ କୁମାର ସତପଥିଙ୍କ ‘ଅନାମିତ ରହୁ କିଛି’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେବେ କ'ଣ ନାଁ ଦିଆଯାଇପାରିଛି ଭାବକୁ, ସଂପର୍କକୁ, ସମୟକୁ, କବିତାକୁ, ପ୍ରେମକୁ, ଦ୍ରୋହକୁ, ନିଜକୁ ? କିଛି ଅନାମିତ ରହିଛି ବୋଲି ତ ନିଜେ ଭୋଗୁଥିବା ସମୟକୁ, ଜୀବନକୁ କବି ସ୍ପଷ୍ଟ ଭାବରେ ବ୍ୟକ୍ତ କରିପାରୁଛି ଶବ୍ଦରେ । କବିତା ମାଧ୍ୟମ ସାଜିଛି ହୃଦୟ ସହ…
Read More...

ରାସ୍ତାଘାଟ ସଫାକଲେ ୧୮୯ ବାଟାଲିୟନ୍‌ ସିଆର୍‌ପିଏଫ୍‌ ଯବାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ମଙ୍ଗଳବାର ଖପ୍ରାଖୋଲ ମୁଖ୍ୟରାସ୍ତା ଥାନା ଛକ ଠାରୁ ରେଞ୍ଜ ଅଫିସ୍‌ ପର୍ଯ୍ୟନ୍ତ ରାସ୍ତାରେ ସିଆର୍‌ପିଏଫ୍ ଯବାନ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ୭ଟା ସମୟରେ ଖପ୍ରାଖୋଲ ସ୍ଥିତ ୧୮୯ ବାଟାଲିୟନ୍‌…
Read More...

ହାଇୱା ଧକ୍କାରେ ଜଣେ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଶାଳଣିଆ ପଞ୍ଚାୟତ ସୋଲାପଟା ଗ୍ରାମର ସମର କେଶରୀ ଜେନା (୩୨)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗତକାଲି ଅପରାହ୍ନ ୩ଟାବେଳେ ସେ ଘରୁ ଭଦ୍ରକ ଯାଉଥିଲେ । ଆନନ୍ଦପୁର-ଭଦ୍ରକ ରାସ୍ତାର ତିରିକଣାଛକ ନିକଟରେ ଏକ ବାଲି ବୋଝେଇ ଆସୁଥିବା ହାଇୱା…
Read More...

ଗୁରୁମାନେ ହିଁ ସମାଜରେ ଶ୍ରେଷ୍ଠ ସମ୍ମାନର ଅଧିକାରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁରୁମାନେ ହିଁ ସମାଜ ଗଠନର ଶ୍ରେଷ୍ଠ ବିନ୍ଧାଣି ଓ ସର୍ବଶ୍ରେଷ୍ଠ ସମ୍ମାନର ଅଧିକାରୀ ବୋଲି ଗୋଡିପୁଟ ମାଟିଆପଡା ଗ୍ରାମପଞ୍ଚାୟତ ଅଧୀନ ଗୋଦାସାହି ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଆଦର୍ଶ ଶିକ୍ଷୟିତ୍ରୀ ସଞ୍ଜୁକ୍ତା ବେହେରାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା…
Read More...