ପୋଖରୀ ପୁନଃ ଉଦ୍ଧାର ଦାବୀ କଲେ ବାଲିସାହି ବାସିନ୍ଦା
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ. ୫ ବାଲିସାହିରେ ଦୀର୍ଘ ବର୍ଷ ହେବ ପୋଖରୀର ପୁନଃ ଉଦ୍ଧାର ହୋଇ ନଥିବା ଅଭିଯୋଗ ହୋଇଛି । ଏନଏସି ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଛି । ହେଲେ କୌଣସି ସୁଫଳ ମିଳିନାହିଁ ବୋଲି ସାହି ବାସିନ୍ଦା ଅଭିଯୋଗ କରିଛନ୍ତି ।!-->…
Read More...
Read More...