Yearly Archives

2023

ବନ୍ୟାପ୍ରାଣୀ ଆକ୍ରମଣରେ ମନୁଷ୍ୟ ମୃତ୍ୟୁ କ୍ଷେତ୍ରରେ ସହାୟତା ରାଶି ପରିମାଣ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଅନୁକମ୍ପା ରାଶି ତଥା ସଂପତ୍ତି କ୍ଷୟକ୍ଷତି ଜନିତ ସହାୟତା ରାଶିରେ ବୃଦ୍ଧି ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ବନ୍ୟାପ୍ରାଣୀ ଆକ୍ରମଣରେ ମନୁଷ୍ୟ ମୃତ୍ୟୁ
Read More...

ଜନ୍ମମାଟିରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି : ସ୍ୱାଗତ କଲେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର/ ବାରିପଦା : ଜନ୍ମମାଟିରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ବାଦାମ ପାହାଡ଼ ହେଲିପ୍ୟାଡ଼ରେ ଅବତରଣ କଲା ରାଷ୍ଟ୍ରପତିଙ୍କ ହେଲିକେପ୍ଟର । ପଶ୍ଚିମବଙ୍ଗର କଲେଇକୁଣ୍ଡା ଏୟାରପୋର୍ଟରୁ ବାୟୁସେନାର ସ୍ୱତନ୍ତ୍ର ହେଲିକେପ୍ଟରରେ ବାଦାମପାହାଡ ଠାରେ
Read More...

ଅଜଣା ବାଇକ୍‌ ଧକ୍କାରେ ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ତରଭା ଥାନା ଅନ୍ତର୍ଗତ ବୁଢାଖମନ ଗାଁଠାରେ ଅଜଣା ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବୁଢାଖମନ ଗାଁର ଦେବରାଜ ମାଝୀ(୫୨) ସେ କୌଣସି କାମରେ ଗାଁ ଛକକୁ ଯାଉଥିବା ବେଳେ ଏକ
Read More...

ଆଜି ଜନ୍ମମାଟିକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା : ରାଷ୍ଟ୍ରପତି ଭାବେ ଶପଥ ନେବାର ଦୀର୍ଘ ୧୧ ମାସ ପରେ ନିଜ ଜନ୍ମମାଟିକୁ ଫେରୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଓଡ଼ିଶାକୁ ପୂର୍ବରୁ ଦୁଇଥର ଆସିଥିଲେ ସୁଦ୍ଧା ନିଜ ଜନ୍ମମାଟି ମୟୂରଭଞ୍ଜକୁ ଆସି ନଥିଲେ । ମୟୂରଭଞ୍ଜ ଜିଲ୍ଲାକୁ ଏହା ତାଙ୍କର
Read More...

ବାରାମୁଲାରେ ସେନା-ଆତଙ୍କବାଦୀ ଗୁଳି ବିନିମୟ : ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ବାରାମୁଲାରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି । ଗୁରୁବାର ଭୋରରୁ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଆପତ୍ତିଜନକ ସାମଗ୍ରୀ, ଗୋଟିଏ ଏକେ-୪୭ ବନ୍ଧୁକ,
Read More...

ସ୍ୱାଭିମାନ ଅଞ୍ଚଳରେ ଓଲଟିଲା ଟ୍ରାକ୍ଟର : ୩ ମୃତ, ୧୦ ଆହତ

ମାଲକାନଗିରି : ଦଶାହ କାର୍ଯ୍ୟ ସାରି ଫେରୁଥିବା ବେଳେ ଓଲଟିଲା ଟ୍ରାକ୍ଟର । ୧୦ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଭାବାନୀୟ ଘଟଣା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ଥିତ ସ୍ୱାଭିମାନ ଅଞ୍ଚଳ ବଡ଼ପୁଟ ଘାଟିରେ ଘଟିଛି । ଘଟଣାସ୍ଥଳରେ ପୋଲିସ
Read More...

ଆଜି ବଡ଼ଦେଉଳରେ ଶ୍ରୀନୃସିଂହ ଜନ୍ମୋତ୍ସବ

ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ବିଧି ଅନୁଷ୍ଠିତ ହେବ । ପୂଜାପଣ୍ଡା ସେବକ ଠାକୁରଙ୍କ ଆଜ୍ଞାମାଳ ନେଇ ଚକ୍ରତୀର୍ଥ ରୋଡ୍‌ସ୍ଥିତ ଚକ୍ର ନାରାୟଣଙ୍କୁ ପ୍ରଦାନ କରିବେ । ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ପରେ ନୃସିଂହ ଦେବ ରତ୍ନସିଂହାସନରେ ବିଜେ ହେବେ । ଠାକୁରଙ୍କ ଆଜ୍ଞାମାଳ
Read More...

ସହର ସେବା ସମିତିର ସଂଗୀତ ସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସହର ସେବା ସମିତି, ରାଉରକେଲା ଦ୍ୱାରା ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ, ମହାନାୟକ ପ୍ରଶାନ୍ତ ନନ୍ଦଙ୍କ ୭୮ତମ ଜନ୍ମ ଦିବସ ପାଳନ ଅବସରରେ ଶ୍ରୀ ନନ୍ଦଙ୍କର କେତେକ ପ୍ରମୁଖ ଚଳଚ୍ଚିତ୍ରର ମନଛୁଆଁ ସଂଗୀତକୁ ନେଇ 'ଚିର ସବୁଜ ପ୍ରଶାନ୍ତ' ସଂଗୀତ ସଂଧ୍ୟା
Read More...

ସିଲ ହେଲା ଗଣେଶ ମିଠା ଦୋକାନ : ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବଡ ବଜାର ବିନୋଦ ପାଢ଼ୀଙ୍କ ମାର୍କେଟ କମ୍ପ୍ଲେକ୍ସ ଠାରେ ଥିବା ଗଣେଶ ପଟ୍ଟନାୟକଙ୍କ ମିଠା ଦୋକାନକୁ ବୁଧବାର ଜିଲ୍ଲା ପୋଲିସ ପ୍ରଶାସନ ସିଲ କରିଥିବା ଜଣାପଡିଛି । ଦୀର୍ଘ ମାସ ହେବ ଦୋକାନ ମାଲିକ ଓ ଘର ମାଲିକଙ୍କ ମଧ୍ୟରେ ଦୋକାନ ଘର ଉଠିବାକୁ ନେଇ
Read More...

ଅଜଣା ଗାଡି ଧକ୍କାରେ ପରିବା ବ୍ୟବସାୟୀ ମୃତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ହୁମ୍ମା ଫାଣ୍ଡି ଅନ୍ତର୍ଗତ ଦଶଟାଙ୍କି ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କାରେ ଜୈନେକ ପରିବା ବ୍ୟବସାୟୀଙ୍କ ସୋମବାର ସକାଳେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବ୍ୟବସାୟୀ ଜଣକ ହେଲେ ଛତ୍ରପୁର ବାଲିବଗଡ଼ ଗ୍ରାମର ଏ. ଲୋକନାଥ ରେଡି(୫୫) ।
Read More...