Yearly Archives

2023

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ କୁନି ଗବେଷକ ଜୟଦୀପ ପୁରସ୍କୃତ

କଟକ, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ଅନୁବନ୍ଧିତ ଗୁଜୁରାଟ କାଉସିଲ ଅନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଦ୍ଵାରା ଆୟୋଜିତ ୩୦ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅହମଦାବାଦରେ ଅନୁଷ୍ଠିତ ହୋଇ ଭାରତ ସହ ଦୁବାଇ, ସଂଯୁକ୍ତ ଆରବ ଏମିରେଟ୍ସ, କତାର ଆଦି ବହୁ ଦେଶରୁ ପ୍ରାୟ ୮୫୦ରୁ ଅଧିକ
Read More...

ବଜରଙ୍ଗ ଦଳକୁ ନିଷିଦ୍ଧ କରିବାର ଘୋଷଣା ଅରାଷ୍ଟ୍ରୀୟତା – ଶାନ୍ତନୁ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ଦୁଇଦିନ ପୂର୍ବରୁ କର୍ଣ୍ଣାଟକ କଂଗ୍ରେସ ଦଳ ପକ୍ଷରୁ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବା ନେଇ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଥିବା ବେଳେ ଏହାକୁ ଦୃଢ଼ ଭାବରେ ନିନ୍ଦା କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ ।
Read More...

ପୁଣି ସମୁଦ୍ରରେ ଚାଲିଗଲା ୨ ପର୍ଯ୍ୟଟକଙ୍କ ଜୀବନ

ପୁରୀ, (କେପିଏନ୍‌ଏସ୍‌) : ପୁଣି ସମୁଦ୍ରରେ ଚାଲିଗଲା ୨ ପର୍ଯ୍ୟଟକଙ୍କ ଜୀବନ । ୨୪ ଘଣ୍ଟା ନପୂରୁଣୁ ପୁଣି ୨ଟି ଜୀବନ ନେଲା ସମୁଦ୍ର । ସେହି ସମାନ ସ୍ଥାନ ସେକ୍ଟର ୧୩ରେ ଘଟିଛି ଏଭଳି ଅଘଟଣ । ବୁଧବାର ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଯାଇ ବାପା-ପୁଅଙ୍କ ଜୀବନ ଯାଇଥିବା ବେଳେ ଗୁରୁବାର
Read More...

ବନ ବିଭାଗର ଚଢ଼ାଉ : ଖଇର କାଠ ବୋଝେଇ ପିକ୍‌ଅପ୍‌ ଜବତ, ୧ ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ହରିଶଙ୍କର ବନବିଭାଗ ଡୁଡ଼କିପଦର ଚାଉଲବାଞ୍ଜି ରାସ୍ତାରେ ଚଢାଉ କରି ବିଳମ୍ବିତ ରାତିରେ ଖଇର କାଠ ବୋଝେଇ ଏକ ପିକ୍‌ଅପ୍‌ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଡୁଡ଼କିପଦର ଗ୍ରାମ ନିକଟସ୍ଥ ସୁକତେଲ ଜୋରଠାରେ ବେଆଇନ ଭାବେ ତୁରେକେଲା ଥାନା
Read More...

ହିଆଁଲ ଗ୍ରାମ ପଂଚାୟତ ସରପଂଚ ଉପନିର୍ବାଚନ : ଲୋକନାଥ ଥପା ୨୪୦ ଭୋଟରେ ବିଜୟୀ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗ୍ରାମ ପଂଚାୟତର ସରପଂଚ ପଦବୀ ପାଇଁ ହୋଇଥିବା ଉପ-ନିର୍ବାଚନୀର ଫଳାଫଳ ଗୁରୁବାର ଦିନ ପ୍ରକାଶିତ ହୋଇଛି । ଏହି ଫଳାଫଳରେ ଲୋକନାଥ ଥପା ୨୪୦ ଭୋଟ ଅଧିକ ପାଇ ସରପଂଚ ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରକାଶ ଥାଉକି
Read More...

ସମୂହ ଇସ୍ତାଫା ଦେଲେ ବଲାଙ୍ଗିରର ପ୍ରାଣୀ ଚିକିତ୍ସକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ରାଜ୍ୟର ପ୍ରାଣୀ ଚିକିତ୍ସକମାନେ ୯ ଦଫା ଦାବୀ ନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥଲେ । କିଛି ଦିନ ପୂର୍ବରୁ ଆନ୍ଦୋଳନ କରିବା ସହ ଦାବୀ ପୂରଣ ନହେଲେ ସମୂହ ଇସ୍ତାଫା ଦେବେ ବୋଲି ଚେତାଇ ଦେଇଥିଲେ । କିନ୍ତୁ ସରାକର ସେମାନଙ୍କ ଦାବୀଗୁଡିକୁ
Read More...

ଚାଉଳ ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀପତ୍ର ଦେଲା କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର ଗରୀବ ଖଟିଖିଆଙ୍କୁ ଚାଉଳ ଯୋଗାଇ ଦେଉଛନ୍ତି । କିନ୍ତୁ ବିଭାଗୀୟ ଅପରାଗତା ଓ ଦୁର୍ନୀତି ଯୋଗୁଁ ହିତାଧିକାରୀ ଚାଉଳ ପାଇବାରୁ ବଂଚିତ ହେଉଛନ୍ତି । ଗୋଟିଏପଟେ ଖୋଦ ସରକାରୀ ଦଳର ଦୁଇ ଜଣ କାଉନସିଲର
Read More...

ଯୁବକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ସୋର : ଘରେ କେହି ନଥିବା ବେଳେ ଯୁବକଙ୍କ ଆତ୍ମହତ୍ୟା । ମୃତ ଯୁବକ ଜଣକ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଜଳଦା ଗ୍ରାମର ସହଦେବ ଦାସଙ୍କ ପୁଅ ଦେବାଶିଷ ଦାସ ବୋଲି ଜଣାପଡିଛି । ତାଙ୍କ ବୟସ ୧୯ ବର୍ଷ ହେବ ବୋଲି ଜଣାପଡିଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଖଇରା ଥାନା
Read More...

ବଜ୍ରପାତରେ ୨ ଚାଷୀଙ୍କ ମୃତ୍ୟୁ

ପାଳଲହଡା : ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ କରଡାପାଳ ପଞ୍ଚାୟତ ପୁଟୁକାମଲ ଗାଁରେ ବଜ୍ରପାତରେ ୨ ଚାଷୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଚାଷୀ ୨ ଜଣ ହେଉଛନ୍ତି ସହରଗୁରୁଜାଙ୍ଗ ଗାଁର ମଦନ ମୋହନ ସାହୁ(୪୫) ଓ ଧନୁ ଦେହୁରୀ(୫୦) । ସୂଚନା ଅନୁଯାୟୀ ମଦନ ଓ ଧନୁ ପୁଟୁକାମଲ ଗାଁରେ ଥିବା ନିଜ
Read More...

କୃଷି ଓ କୃଷକଙ୍କ ବିକାଶ କରୁଛି ‘ସୌର ଜଳନିଧି ଯୋଜନା’

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ‘ସୌର ଜଳନିଧି’ ଦ୍ୱାରା ବିଜୁଳି ଅପହଞ୍ଚ ଅଞ୍ଚଳର ଚାଷ ଜମିରେ ସୁନିଶ୍ଚିତ ହେଉଛି ଜଳସେଚନ । ଫସଲ ଉତ୍ପାଦନ ସହ ଚାଷୀଙ୍କ ଆୟ ବୃଦ୍ଧିରେ ହେଉଛି ସହାୟକ । ରାଜ୍ଯର ଦୁର୍ଗମ ଅଞ୍ଚଳରେ ଚାଷୀଙ୍କ ପାଇଁ ଏହା ବରଦାନ ସାବ୍ୟସ୍ତ ହେଉଥିବା ବେଳେ ଚଳିତ
Read More...