ବିଭିନ୍ନ ନକଲି କାର୍ଡ ଓ ସାର୍ଟିଫିକେଟ ପ୍ରସ୍ତୁତି ଅଭିଯୋଗରେ ୩ ଗିରଫ

ବାଲେଶ୍ୱର : ବିଭିନ୍ନ ନକଲି କାର୍ଡ ଓ ସାର୍ଟିଫିକେଟ ପ୍ରସ୍ତୁତି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ଥାନା ପୁଲିସ । ସୂଚନା ଅନୁସାରେ ବିଭିନ୍ନ ନକଲି କାର୍ଡ ଓ ସାର୍ଟିଫିକେଟ ପ୍ରସ୍ତୁତି ଅଭିଯୋଗରେ ବାଲେଶ୍ୱର କଚେରୀ ପରିସରରେ ଥିବା ଆଧାର କାର୍ଡ କେନ୍ଦ୍ରର ୨ ଜଣ ମହିଳା କର୍ମଚାରୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ଥାନା ପୁଲିସ ।

Leave A Reply

Your email address will not be published.

seven − six =