Yearly Archives

2023

ଆଜି ପ୍ରକାଶ ପାଇପାରେ CBSE ଦଶମ ଓ ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର : ଆଜି ପ୍ରକାଶ ପାଇପାରେ CBSE ଦଶମ ଓ ଦ୍ୱାଦଶ ରେଜଲ୍ଟ । ସକାଳ ୧୦ଟାରେ ଦଶମ ଓ ଦିନ ୧୨ଟାରେ +୨ ରେଜଲ୍ଟ ପ୍ରକାଶ ପାଇପାରେ । ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ ।
Read More...

ଆଜି ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର : ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ସରସଂଘ ଚାଳକ ଡ. ମୋହନ ଭାଗବତ । ଶୁକ୍ରବାର ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକର ଗତିରାଉତପାଟଣାସ୍ଥିତ କେଶବଧାମକୁ ଯାତ୍ରା କରିବେ । କେଶବଧାମରେ ସଂଘର
Read More...

ବିଭିନ୍ନ ପଞ୍ଚାୟତକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଶ୍ରୀ ସାଲୁଜା ବଙ୍ଗୋମୁଣ୍ଡା ବ୍ଲକର କଁସିଲ ଓ ମୁଣ୍ଡପଦର ପଞ୍ଚାୟତକୁ ଗସ୍ତ କରିଥିଲେ । ବିଭିନ୍ନ
Read More...

ସନ୍ଧ୍ୟା ସାଥୀ ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ଭୀମଭୋଇ ମେଡିକାଲ କଲେଜର ମେଡ଼ିସିନ ୱାର୍ଡ ପାଇଁ କୁଲର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସନ୍ଧ୍ୟା ସାଥୀ ଫ୍ରେଣ୍ଡସ୍‌ କ୍ଲବ ସଦସ୍ୟମାନଙ୍କ ତରଫରୁ ଭୀମଭୋଇ ମେଡିକାଲ କଲେଜର ଅଧ୍ୟକ୍ଷ ଡ଼ଃ ମାନସି ପଣ୍ଡା ଏବଂ ହସ୍ପିଟାଲ ମେନେଜର ସୁଦିପ ଦତ୍ତଙ୍କ ଉପସ୍ଥିତରେ ଦୁଇଗୋଟି କୁଲର ମେଡ଼ିସିନ ୱାର୍ଡ ପାଇଁ ପ୍ରଦାନ କରାଯାିଛି ।
Read More...

ଅଧ୍ୟାପକ ଡ. ଦୁଃଖୀଶ୍ୟାମ ସାହୁଙ୍କୁ ଦ୍ୱାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର କାର୍ଯ୍ୟରତ ଓଡ଼ିଆ ଅଧ୍ୟାପକ ଡ. ଦୁଃଖୀଶ୍ୟାମ ସାହୁଙ୍କ ଦ୍ୱାଦଶାହ ଅବସରରେ ଆଜି ତାଙ୍କର ବାସଭବନ ବାଦିକଟା ଗ୍ରାମ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ସାହୁଙ୍କ
Read More...

ପଛୁଆବର୍ଗ ସର୍ଭେ ନେଇ ଜିଲ୍ଲା ପ୍ରଶାସନକୁ ଭେଟିଲେ ଓବିସି ପ୍ରତିନିଧି ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇତିମଧ୍ୟରେ ଜିଲ୍ଲା ଓବିସି ମଂଚ ବଲାଙ୍ଗିରର ଉପସଭାପତି କିଶୋର ଚନ୍ଦ୍ର ସାଏଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ତଥା ସର୍ଭେ ଦାୟିତ୍ୱରେ ଥିବା ଡେପୁଟି ଜିଲ୍ଲାପାଳ ହିତାଂଶୁ ଶେଖର ସାମଲଙ୍କୁ ଭେଟି ପଛୁଆବର୍ଗ ପାଇଁ
Read More...

ଦେଓଗାଁରେ ଜବରଦଖଲ ଉଚ୍ଛେଦ : ଜେସିବି ଲଗାଇ ଘର ଭାଙ୍ଗିଲା ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥ ୨୬ରୁ ଦେଓଗାଁ ବସ୍ତି ଦେଇ ଯାଇଥିବା ଦେଓଗାଁ-ଆଠଗାଁ ପୂର୍ତ୍ତ ରାସ୍ତା କଡ଼ରେ ଜବରଦଖଲ କରି ଘର ନିର୍ମାଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଜବରଦଖଲ ଜାଗାକୁ ଜେସିବି ଲଗାଇ ଭାଙ୍ଗିବା କାମ ଆରମ୍ଭ କରିଛନ୍ତି
Read More...

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଲା ଆଭାସୀ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲାସ୍ତରୀୟ କମିଟି ବୈଠକ ବସିଲା । ଆଭାସୀ ମାଧ୍ୟମରେ ଗୁରୁବାର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଗଞ୍ଜାମ
Read More...

ମହିଳାଙ୍କ ବେକରୁ ଚେନ୍‌ ଲୁଟ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଗାଇସିଲେଟ ରୋଡ଼ କଲ୍ୟାଣ ମଣ୍ଡପ ସମ୍ମୁଖରେ ବାଇକ ପଛପଟେ ବସିଥିବା ମହିଳାଙ୍କ ବେକରୁ ଦୁଇଟି ଚେନ ଲୁଟ ହୋଇତିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସନ୍ଧ୍ୟା ୫ଟା ୩୦ ସମୟରେ ଗାଇସିଲେଟ ପଟରୁ ପଦ୍ମପୁର ପଟକୁ ଆସୁଥିବା କବିବରପୁର ଗାଁର ଦମ୍ପତି
Read More...

କଣ୍ଟାବାଞ୍ଜି ଅବକାରୀ ବିଭାଗ ଦ୍ୱାରା ଗଞ୍ଜେଇ ଜବତ : ୧ ଗିରଫ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ଅନ୍ତର୍ଗତ ଅବକାରୀ ପୋଲିସ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭୁଷୁଲାଡ ଗାଁର ମନୋରଞ୍ଜନ ଯୋଷୀଙ୍କ ଘରୁ ୨୪ କେଜି ୫୦୦ ଗ୍ରାମ୍‌ ଗଞ୍ଜେଇ ଜବତ କରିବା ସହ ମନୋରଞ୍ଜନ ଯୋଷୀଙ୍କୁ ଗିରଫ କରାଯାଇଛି । ଏହି
Read More...