ଷୋହଳ ଦଫା ଦାବୀ ନେଇ ଖପ୍ରାଖୋଲ ବ୍ଲକ କମିଟି ପାଚିକା ସହାୟିକା ସଙ୍ଘର ଦାବୀପତ୍ର ପ୍ରଦାନ
ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଏମ୍ଡିଏମ୍ ପାଚିକା ସହାୟିକା ସଙ୍ଘ ତରଫରୁ ୧୬ ଦଫା ଦାବୀପତ୍ର ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକର ବିଭିନ୍ନ ବିଦ୍ୟାଳୟରେ!-->…
Read More...
Read More...