ବନ ବିଭାଗର ଚଢାଉ : ବିପୁଳ ପରିମାଣର କାଠ ଜବତ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଏବଂ ଲୋଇସିଂହା ରେଞ୍ଜର କର୍ମଚାରୀମାନେ ମିଳିତ ଭାବେ ଗତକାଲି ବାଗପାଲି ଗ୍ରାମ ଏବଂ ବାଞ୍ଜିପାଲି ଗ୍ରାମରେ ଚଢାଉ କରିଛନ୍ତି । ଉଭୟ ସ୍ଥାନରେ ଚଢାଉ ବେଳେ ଦଳ ପକ୍ଷରୁ ଶାଗୁଆନ ସାଇଜ୍- ୩୫ଟି, ଶାଲ୍ ସାଇଜ୍- ୨୮ଟି, ମିସ୍ ସାଇଜ୍-୪୧ଖଣ୍ଡ, ଶାଗୁଆନ!-->…
Read More...
Read More...