ଗଞ୍ଜାମ ଏନ୍ଏସିରୁ ବ୍ରହ୍ମପୁର ପାଇଁ ସିଟି ବସ୍ ସେବା ଆରମ୍ଭ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଦେଇ ସିଟି ବସ୍ ସେବା ବ୍ରହ୍ମପୁରକୁ ମଙ୍ଗଳବାର ଦିନଠାରୁ ଚଳାଚଳ ଆରମ୍ଭ ହେବା ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ହେବ ଦାବୀ ହୋଇ ଆସୁଥିବା ବେଳେ ବିଳମ୍ୱରେ ହେଲେ ମଧ୍ୟ ସେବା ଆରମ୍ଭ ହୋଇଛି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଖୁସିର ଲହରୀ!-->…
Read More...
Read More...