Yearly Archives

2023

ଶିଥିଳତାର ସହ ଚାଲିଛି ବଣାଇ-ତାଳଚେର ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ

ବଣାଇ, (ନାରାୟଣ/ହବିବ) : ବଣାଇ ରୁ ତାଳଚେର ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଶିଥିଳତାର ସହ ଚାଲିଛି । ବିମଳାଗଡ଼ ଠାରୁ ବଣାଇ ଦେଇ ରେଳ ଲାଇନ ତାଳଚେରକୁ ସଂଯୋଗ ହେଲେ ଇସ୍ପାତ ନଗରୀ ରାଉରକେଲାରୁ ଭୁବନେଶ୍ୱରକୁ ଅତି କମ୍‌ ସମୟରେ ମାଲ ପରିବହନ ସହ ଯାତ୍ରୀଙ୍କୁ ମଧ୍ୟ ରେଳ ଯୋଗେ ଯାତାୟତର
Read More...

ଧରମ୍‌ ସିଂ ମାନ୍‌ଧାତାଙ୍କ ସ୍ମୃତି ରକ୍ଷା ପାଇଁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାନ୍‌ ସ୍ୱାଧୀନତା ସଂଗ୍ରାମୀ ଧରମ୍‌ ସିଂ ମାନ୍‌ଧାତାଙ୍କ ସ୍ମୃତି ରକ୍ଷା ପାଇଁ ଆଜି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବିଜାଖମନ୍‌ରେ
Read More...

ବିଧାୟକ ନରସିଂହ ମିଶ୍ରଙ୍କ ବନ୍ୟା କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ

ଉଚିତ କ୍ଷତି ପୂରଣ ପାଇଁ ଉଦ୍ୟମ କରାଯିବ : ବିଧାୟକ ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗତ ୨ ଓ ୩ ତାରିଖ ଦିନ ହୋଇଥିବା ବର୍ଷା ଯୋଗୁଁ ଦେଓଗାଁ ବ୍ଲକରେ ହୋଇଥିବା କ୍ଷୟକ୍ଷତି ଉପରେ ଅନୁଧ୍ୟାନ କରିଛନ୍ତି । ସକାଳ ପ୍ରାୟ ସାଢ଼େ ୯ଟା ସମୟରେ
Read More...

ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରତାପ ମିଶ୍ର ଯୋଗଦେଇଥିବା ବେଳେ
Read More...

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ୱର ଠାରେ ଏକ ବୈଠକରେ ଓଡିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ…

ବିପର୍ଯ୍ୟୟ ମୁକାବିଲା ଠାରୁ ଆରମ୍ଭ କରି ବିପର୍ଯ୍ୟୟ ପ୍ରଶମନ ଦିଗରେ ରାଜ୍ୟର ପଦକ୍ଷେପକୁ ଗୃହମନ୍ତ୍ରୀ ସ୍ୱାଗତ କରିଛନ୍ତି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତକୁ ବିପର୍ଯ୍ୟୟକୁ ପ୍ରତିରୋଧୀ କରିବାର ଦୃଷ୍ଟିକୋଣ ଅନୁରୂପ ଅଟେଓଡିଶାକୁ ବିପର୍ଯ୍ୟୟ ସହନଶୀଳ କରିବା ପାଇଁ କେନ୍ଦ୍ର
Read More...

ଫିରିଙ୍ଗିଆ ଥାନା ଜାଳି ଦେଲେ ଉତ୍ୟକ୍ତ ଲୋକ

କନ୍ଧମାଳ : (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାଧିକାରୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଉତ୍ୟକ୍ତ ଲୋକ ଥାନା ପୋଡି ଦେବା ସହ ଶନିବାର ଫିରିଙ୍ଗିଆ-ବାଲିଗୁଡା ମୁଖ୍ୟ ରାସ୍ତାକୁ ଉତ୍ୟକ୍ତ ଲୋକେ ଅବରୋଧ କରିଥିବା ଖବର ମିଳିଛି । ସେମାନଙ୍କୁ ବୁଝାଇବାକୁ
Read More...

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱର ଠାରେ ଆଜି ୭୬୧ କୋଟି ଟଙ୍କା ବ୍ୟୟରେ ନିର୍ମିତ…

୪ ଲେନ୍ ବିଶିଷ୍ଟ ପ୍ରଶସ୍ତିକରଣ କାର୍ଯ୍ୟକୁ ଲୋକାର୍ପଣ କରିବା ସହିତ ୩୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମୋଟେର-ବାନେର ଭାୟା ଲଡ଼ୁଗାଁ ସଡ଼କର ଉନ୍ନତିକରଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ କଲେ୨୦୧୯ ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଐତିହାସିକ ନିଷ୍ପତ୍ତି
Read More...

ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରର ପୁନଃଉଦ୍ଧାର ଦାବୀରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ କାହିିଁ କେଉଁ କାଳରୁ ପାଟଣାର ଇଷ୍ଟଦେବୀ ମା' ପାଟଣେଶ୍ୱରୀ ପୂଜା ପାଇ ଆସୁଛନ୍ତି । ଏହି ମନ୍ଦିରର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମେତ ସୌଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆନଯାଉଥିବାରୁ ଆଜି ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ମନ୍ଦିର
Read More...

ଜନ୍ମଦିନରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ରାଜେନ୍ଦ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ନିଜ ଜନ୍ମ ଦିନରେ ସମାଜସେବୀ ତଥା ସଂଗଠକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଆର୍‌ଜିଏଚ୍‌ଠାରେ ରକ୍ତ ଆବଶ୍ୟକ ହେଉଥିବା ଜଣେ ନାବାଳିକା ମଞ୍ଜୁ ମୁଣ୍ଡାରୀ (୧୬)ଙ୍କୁ ଶ୍ରୀ ପଣ୍ଡା ରକ୍ତଦାନ କରି ନିଜର ମହାନତା
Read More...

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ତିନି ଦଫା ଦାବୀପତ୍ର ପ୍ରଦାନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ତିନି ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ରିଂଜା ଛକଠାରୁ ଏକ ବିଶାଳ
Read More...