Daily Archives

ଦୁଇ ବର୍ଷ ପୂରିଲା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ : କେବଳ ଦୀପ ଧୁପ ପର୍ଯ୍ୟାପ୍ତ ନୁହେଁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଲୋମହର୍ଷଣକାରୀ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୁଇ ବର୍ଷ ପୂରି ଯାଇଛି । ଦୁଇ ବର୍ଷ ପୁର୍ବେ ଠିକ ଆଜିର ଦିନରେ ଶ୍ରୀନଗର ଅବନ୍ତିପୁର ଜିଲ୍ଲାର ପୁଲୱାମା ଠାରେ ବିସ୍ଫୋରଣରେ ୪୦ରୁ ଅଧିକ ସିଆରପିଏଫ ଜବାନ ସହିଦ ହୋଇଥିଲେ । ଏହି ଦିନକୁ ସ୍ମରଣ କରି
Read More...

ପୁଲୱାମାରେ ସହିଦ ଜବାନ୍‌ଙ୍କୁ ବଲା‌ଙ୍ଗିର ସିଆର୍‌ପିଏଫ୍‌ ୧୮୯ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ‌ଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡାରେ ଥିବା ସିଆର୍‌ପିଏଫ୍‌ କ୍ୟାମ୍ପରେ ୧୮୯ ସିଆର୍‌ପିଏଫ୍‌ ଓ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ପୁଲୱାମାରେ ସହିଦ ହେଇଥିବା ବୀର ଜବାନ ମାନଙ୍କ ଆତ୍ମାର ସଦଗତି, ସ୍ୱର୍ଗ ପ୍ରାପ୍ତି
Read More...

ତହଁକ୍ କୁଟୁମ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ହେଉଛି ପ୍ରେମ ଦିବସ । ସାରା ବିଶ୍ୱରେ ଆଜି ଖୁସିର ସହିତ ପ୍ରେମିକ ପ୍ରେମିକାମାନେ ଗୋଲାପ ଏବଂ ସ୍ଵତନ୍ତ୍ର ଉପହାର ଦେଇ ପ୍ରେମ ଦିବସକୁ ଧୁମଧାମରେ ପାଳନ କରିଥିଲେ ।ସେପଟେ ଯୁବପିଢ଼ି ପ୍ରେମ ଦିବସକୁ ଆନନ୍ଦ ଓ ଉଲ୍ଲାସର ସହିତ ଭରପୂର ମଜା ଉଠାଉ
Read More...

କନ୍ଧମାଳ ଟିମ ହ୍ୟୁମାନିଟି ତରଫରୁ ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମ ସହ ରକ୍ତଦାନ ଶିବିରର ଆୟୋଜନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ୨୦୧୯ ମସିହା ଫେବୃଆରୀ ମାସ ୧୪ ତାରିଖ ଦିନ ଜାମ୍ମୁ ଓ କାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀ ମାନଙ୍କର ଆତ୍ମଘାତି ବିସ୍ପୋରଣରେ ସହିଦ ହୋଇଥିବା ୪୦ ଜଣ ସିଆର୍‌ପିଏଫ୍‌ ଯବାନ ମାନଙ୍କର ଅମର ଆତ୍ମାର ସଦଗତି ଏବଂ ଦେଶ ପାଇଁ ସେମାନେ ଦେଇଥିବା
Read More...

ନାନ୍ଦୁପଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅଙ୍ଗନବାଡ଼ି କର୍ମୀଙ୍କ ବାର୍ଷିକ ବୈଠକ ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଅଲ ଓଡିଶା ଲେଡିସ ଅଙ୍ଗନୱାଡି ୱାର୍କସ ଆସୋସିଏସନର ନିଷ୍ପତ୍ତି କ୍ରମେ ରବିବାର ହେମବତି ସୁନାଙ୍କ ଅଧ୍ୟକ୍ଷତାରେ ସଂଘର ବାର୍ଷିକ ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ ହୋଇ ଯାଇଛି ।
Read More...

୧୪ ଓ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଓ ସିନିୟର ଭଲିବଲ ଖେଳାଳୀ ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୁଲ୍ୟରେ ୨୦୨୧ ବର୍ଷ ନିମନ୍ତେ ୧୪ ଓ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଖେଳାଳୀ ଚୟନ କରାଯିବ । ଏଥି ନିମନ୍ତେ ଖେଳାଳୀଙ୍କ ନାମ ପଞ୍ଜିକରଣ ଚଳିତ ମାସ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ଗାନ୍ଧୀ ଷ୍ଟାଡିୟମ ଠାରେ କରାଯିବ ।
Read More...

କଂଗ୍ରେସର ବନ୍ଦ ଡ଼ାକରା : ଆସନ୍ତା କାଲି ସକାଳ ୭ ରୁ ୧ ପର୍ଯ୍ୟନ୍ତ ୬ ଘଣ୍ଟା ବନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତାକାଲି ସୋମବାର ପ୍ରାତଃ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ୟ୍ୟନ୍ତ କଂଗ୍ରେସ ଦଳ ସାରା ରାଜ୍ୟରେ ବନ୍ଦ ଡାକରା ଦେଇଛି । ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ସହ ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ୟ୍ୟାତନା, ଶିଶୁ ନିଖୋଜ,
Read More...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଲୋଇସିଂହା ମଣ୍ଡଳର ବାର୍ଷିକ ଅଧିବେଶନ

ଲୋଇସିଂହା, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗାେଣ୍ଡୱାନା ଗାେଣ୍ଡ ମହାସଭା ଲୋଇସିଂହା ମଣ୍ଡଳ ସ୍ତରୀୟ ବାର୍ଷିକ ଅଧିବେଶନ ସ୍ଥାନୀୟ ଆଦିବାସୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ମଣ୍ଡଳ ସଭାପତି ମଙ୍ଗଳୁ ଧରୁଆଙ୍କ ସଭାପତିତ୍ବରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଖିଳ
Read More...

ନାଟ୍ୟ ପୁସ୍ତକ ‘କୁଇଲି କୁଇଲି କିଏ ରଜା’ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ଗାଁରେ ଅବସ୍ଥିତ 'ଲୁ' ନାଟ୍ୟଗ୍ରାମ ପରିସରରେ ଗୁରୁ ପ୍ରକାଶନୀ ଆନୁକୂଲ୍ୟରେ ନାଟ୍ୟକାର ପ୍ରଫେସର କେଶ ରଞ୍ଜନ ପ୍ରଧାନଙ୍କ ଚରିତ ନାଟ୍ୟ ପୁସ୍ତକ 'କୁଇଲି କୁଇଲି କିଏ ରଜା' ଉନ୍ମୋଚିତ ହୋଇଯାଇଛି । ନାଟ୍ୟକାର ଅଶୋକ ବହିଦାରଙ୍କ
Read More...

ସୋନିଆ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଖପ୍ରାଖୋଲ, ( କ୍ରିଷ୍ଣା ସେଠୀ) : ଲାଠୋର ହାଇସ୍କୁଲ ଖେଳପଡିଆ ରେ ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଆନ୍ତଃ ରାଜ୍ୟ ସୋନିଆ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚ୍‌ ଭିଲାଇ ଏବଂ ରାୟପୁର ମଧ୍ୟରେ ଖେଳା ଯାଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି
Read More...