Daily Archives

ଜାତୀୟ କୃମି ନାଶକ ଦିବସ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ନାଇକେନପାଲି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ଜାତୀୟ କୃମି ନାଶକ ଦିବସ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୂରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ଜନସ୍ଵାସ୍ଥ୍ୟ
Read More...

ଦେଓଗାଁ ବ୍ଳକରେ ଯୋଗଦେଲେ ୨ ଜଣ ଏବିଇଓ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଶିକ୍ଷା ବିଭାଗ କାର୍ୟ୍ୟାଳୟରେ ଗୁରୁବାର ଦିନ ସୋନପୁର ଜିଳ୍ଲା ତରଭା ବ୍ଳକ କୁମ୍ଭାରମୁଣ୍ଡା ଉନ୍ନିତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଜିତ ମିଶ୍ର ଓ ଆଗଲପୁର ବ୍ଳକରୁ ଅଜିତ ସାହୁ ଦେଓଗାଁ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଭାବେ ଯୋଗଦେଇଥିବା ଜଣାପଡ଼ିଛି
Read More...

ଆମ୍ ଆଦମୀ ପାର୍ଟି ତରଫରୁ ଚାଷୀଙ୍କ ଚକା ଜାମ୍‌ ଆନ୍ଦୋଳନକୁ ସମର୍ଥନ

ବଲା‌ଙ୍ଗିର, (ଦେବାଶିଷ ମିଶ୍ର): ଆଜି ବଲାଙ୍ଗିର ଆମ୍ ଆଦମୀ ପାର୍ଟି ତରଫରୁ ଚାଷୀଙ୍କ ୩ ଘଣ୍ଟିଆ ଚକା ଜାମ୍‌ ଆନ୍ଦୋଳନକୁ ସସମ୍ମାନେ ସହିତ ସମର୍ଥନ କରାଯାଇଛି ଏବଂ ୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗିର ଟିଟଲାଗଡ଼ ରୋଡର ଶିନଖମନ ଠାରେ କିଛି ସମୟ ଧରି ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ଆପ
Read More...

ମହଲାଇରେ ଏଟିଏମ କାଉଣ୍ଟର ପ୍ରତିଷ୍ଠା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକର ପୂର୍ବାଞ୍ଚଳରେ ଥିବା ମହଲାଇ ଓ ଆଖପାଖ ଗାଁର ଲୋକମାନେ ଏଟିଏମ କାଉଣ୍ଟର ନ ଥିବାରୁ ବହୁ ହଇରାଣ ହରତ ହେଉଥିବା ଦେଖାଯାଇଛି । ଯଦିଓ ମହଲାଇ ବଲାଙ୍ଗିର ତୁଷୁରା ଓ ଦେଓଗାଁ ଭାୟା ଆଟଗାଁରେ ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରୁଥିବାରୁ ଏହାର
Read More...

୧୨ତମ ସେଭେନ୍‌ ଷ୍ଟାର୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ଵର (ପଦ୍ମପୁର) ବ୍ଲକ କଂସର ପଞ୍ଚାୟତ ଅଧିନରେ ଥିବା ଵନୁପାଲି ଗ୍ରାମରେ ୧୨ ତମ ସେଭେନ୍‌ ଷ୍ଟାର୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ପ୍ରଥମ ମ୍ୟାଚ୍‌ରେ ପୁଢୋଖାର ଓ ଫଟାମୁଣ୍ଡା ମଧ୍ୟରେ ହୋଇଥିଲା । ତେବେ ମ୍ୟାଚ୍‌ରେ ପୁଢୋଖାର
Read More...

ଉତ୍କଳ ସାମ୍ବାଦିକ ସଙ୍ଘ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ମାଲକାନଗିରି : ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ସଙ୍ଘ କାର୍ୟ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଅତିଥି ଭାବେ ବାରିଷ୍ଟ ସାମ୍ବାଦିକ ଅଶୋକ କୁମାର ମିଶ୍ର, ସଭାପତି ଦୁର୍ୟ୍ୟୋଧନ ପାତ୍ରଙ୍କ ସହ ସମସ୍ତ
Read More...

ସଂଯୁକ୍ତ କିଷାନ ମୋର୍ଚ୍ଚାର ଡାକରାରେ ବଲାଙ୍ଗିରରେ ଚକ୍କା ଜାମ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ସତୁରୀ ଦିନ ହେଲା ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ବାରମ୍ବାର ଆଲୋଚନା ପର୍ୟ୍ୟାଲୋଚନା ପରେ ମଧ୍ୟ କେନ୍ଦ୍ର ସରକାର କୃଷକଙ୍କ କୃଷୀ ଆଇନ ୨୦୨୦ ଫେରସ୍ତ ଦାବୀକୁ ପ୍ରତ୍ୟାଖ୍ୟାନ କରି ଆସିଛ‌ନ୍ତି । ଏଭିତରେ ପ୍ରାୟ
Read More...

ପରିବା ବିକାଳୀକୁ ଛୁରା ମାଡ ଘଟଣା : ପୁଲିସର ନିଷ୍କ୍ରିୟତା ନେଇ ଥାନା ସମ୍ମୁଖରେ ଧାରଣା ଚେତାବନୀ

କଂଟାବାଂଜି, (ମନୀଶ କୁମାର ହଂସ) : ଗତ ୧୫/୧୨/୨୦୨୦ରେ ଜଣେ ପରିବା ବିକାଳୀ ଜଗବନ୍ଧୁ ବେହେରା‌ଙ୍କୁ ଡେଲି ମାର୍କେଟରେ ସଂଧ୍ୟା ସାତଟା ବେଳେ ଜଣେ ଅଜଣା ଦୁବୃ‌ର୍ତ୍ତ ଛୁରା ମାଡ କରି ଫେରାର ହୋଇ ଯାଇଥିଲା । ଘଟଣା ସ୍ଥଳରେ ଶ୍ରୀ ବେହେରାର ଦୁଇଟି ହାତ ଓ ପେଟରେ ଗୁରୁତର ଆଘାତ ହେବାରୁ ସ୍ଥାନୀୟ
Read More...

ପୁଲିସକୁ ମିଳିଲା ବଡ ସଫଳତା : ୪ ଡକାୟତ ଗିରଫ ସହ ବାଇକ ଓ ଟଙ୍କା ଜବତ

ରାୟଗଡା : ରାୟଗଡା ଜିଲ୍ଲା ଶେଷଖାଲ ପୁଲିସକୁ ମିଳିଲା ବଡ ସଫଳତା ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତ ଜାନୁୟାରୀ ୧୦ ତାରିଖରେ ଜଗାଗୁଡା ଓ ବାଲାପାଡୁ ଗ୍ରାମରେ ଗୁଡ ବ୍ୟବସାୟୀଙ୍କୁ ଆକ୍ରମଣ ଓ ୧ ଲକ୍ଷ ୩୦ ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଫୋନ ଲୁଟ ମାମଲାରେ ୪ ଡକାୟତ‌ଙ୍କୁ ଗିରଫ
Read More...

ଶାନ୍ତି ତପୋବନ ଆଶ୍ରମ ମାତୃଛାୟା ବାନପ୍ରସ୍ଥ ଜରା ନିବାସର ଉପଦେଷ୍ଟା କମିଟିର ବୈଠକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ଶାନ୍ତି ତପୋବନ ଆଶ୍ରମ ମାତୃଛାୟା ବାନପ୍ରସ୍ଥ ଜରା ନିବାସ, ଚକରକେନ୍ଦ ଛକ ବରଗଡ଼ ଠାରେ ଆଶ୍ରମ ଉପଦେଷ୍ଟା କମିଟିର ବୈଠକ ଶ୍ରୀ ପ୍ରକାଶ ଚନ୍ଦ୍ର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆଶ୍ରମ ଗୃହ ନିର୍ମାଣ ଲାଗି ଜମି ସମ୍ବନ୍ଧରେ
Read More...