ls

୧୨ତମ ସେଭେନ୍‌ ଷ୍ଟାର୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

2020

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ଵର (ପଦ୍ମପୁର) ବ୍ଲକ କଂସର ପଞ୍ଚାୟତ ଅଧିନରେ ଥିବା ଵନୁପାଲି ଗ୍ରାମରେ ୧୨ ତମ ସେଭେନ୍‌ ଷ୍ଟାର୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ପ୍ରଥମ ମ୍ୟାଚ୍‌ରେ ପୁଢୋଖାର ଓ ଫଟାମୁଣ୍ଡା ମଧ୍ୟରେ ହୋଇଥିଲା । ତେବେ ମ୍ୟାଚ୍‌ରେ ପୁଢୋଖାର ଦଲ ଵିଜୟୀ ହୋଇଥିଲା । ପିଣ୍ଟୁ ପଟେଲକୁ ମ୍ୟାନଅଫଦ ମ୍ୟାଚ୍‌ ପୁରସ୍କାର ଦିଆଯାଇଥିଲା । ମୁଖ୍ୟ ଅତିଥି ଭାବେ କଂସରର ପୂର୍ବତନ ସରପଞ୍ଚ ଆନନ୍ଦ ବେହେରା ଫିତା କାଟି ଉଦଘାଟନ କରିଥିଲେ । ଅମ୍ପେୟାର ସମୀର ଓ ଆକାଶ ଥିବା ବେଳେ ମୁକେଶ, ପ୍ରତାପ, ସୁଶାନ୍ତ ପ୍ରମୁଖ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.