pr

ଆମ୍ ଆଦମୀ ପାର୍ଟି ତରଫରୁ ଚାଷୀଙ୍କ ଚକା ଜାମ୍‌ ଆନ୍ଦୋଳନକୁ ସମର୍ଥନ

dr. purohit

ବଲା‌ଙ୍ଗିର, (ଦେବାଶିଷ ମିଶ୍ର): ଆଜି ବଲାଙ୍ଗିର ଆମ୍ ଆଦମୀ ପାର୍ଟି ତରଫରୁ ଚାଷୀଙ୍କ ୩ ଘଣ୍ଟିଆ ଚକା ଜାମ୍‌ ଆନ୍ଦୋଳନକୁ ସସମ୍ମାନେ ସହିତ ସମର୍ଥନ କରାଯାଇଛି ଏବଂ ୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗିର ଟିଟଲାଗଡ଼ ରୋଡର ଶିନଖମନ ଠାରେ କିଛି ସମୟ ଧରି ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ଆପ ଓଡିଶା ପ୍ରବକ୍ତା ଆଶିଷ ପାଣ୍ଡେଙ୍କ ନେତୃତ୍‌ତ୍ୱରେ ଚାଷୀଙ୍କ ସମ୍ମାନ ଏବଂ ଚାଷୀଙ୍କ ଅଧିକାର ପାଇଁ ଚକ ଜାମ୍‌ ଆନ୍ଦୋଳନ କରାଯାଇଛି ।

nrusinghnath
Leave A Reply

Your email address will not be published.