Daily Archives

ପଞ୍ଚଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୧ତମ ଚାନ୍ଦିନୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ବୁକୁରାମୁଣ୍ଡା ସ୍କୁଲ ପଡିଆ ଠାରେ ଉଦଯାପିତ ହୋଇଯାଇଛି କ୍ଷ ଦୀର୍ଘ ୫ ଦିନ ବ୍ୟାପି ରେନବୋ କ୍ରିକେଟ ଆସୋସିଏସନ୍ର ଆନୁକୂଲ୍ୟରେ ତା,୦୨. ୦୨. ୨୦୨୧ ଠାରୁ ତା ୦୬. ୦୨. ୨୦୨୧ ପର୍ୟ୍ୟନ୍ତ ମହାସମାରୋହ ସହ
Read More...

ସୁବ୍ରତ ବାଗଚିଙ୍କ ଦିନିକିଆ ବୌଦ୍ଧ ଗ୍ରସ୍ତ

ବୌଦ୍ଧ, (ବଂଶୀଧର ମାଝୀ) : ଓଡିଶା ଦକ୍ଷତା ବିକାଶର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଆଜି ବୌଦ୍ଧ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଥିବା ଜଣାଯାଇଛି । ଶ୍ରୀ ବାଗଚୀ କାର୍ ଯୋଗେ ଭବାନୀପାଟଣାରୁ ବାହାରି ପୂବାହ୍ନ ସମୟରେ ବୌଦ୍ଧରେ ପହଞ୍ଚିଥିଲେ । ପରେ ନୂତନ ଭାବେ
Read More...

ଦନ୍ତେୱାଡା ଜିଲ୍ଲାରେ ପୁଣି ଥରେ ମୁହାଁମୁହିଁ ହେଲେ ପୁଲିସ ଓ ମାଓବାଦୀ

ମାଲକାନଗିରି : ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ପୁଲିସ ଓ ନକ୍ସଲ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାର କଟେକଲ୍ୟାଣ ଥାନା ଅନ୍ତର୍ଗତ ସୁରନାର ଏବଂ ଟେଲମ ମଧ୍ୟରେ ରହିଥିବା ଜଂଗଲରେ କଟେକଲ୍ୟାଣ ଏରିଆ କମିଟିର ଦୁର୍ଦାନ୍ତ ମାଓବାଦୀମାନେ ଏଠାରେ
Read More...

ଡିଏମ୍‌କେ.ସାଂସଦଙ୍କ ସରପଞ୍ଚଙ୍କୁ ସାବାସୀ : ଇଂଜିନିୟରିଂ ଛାତ୍ରୀ ଲୋଜି ବେହେରାଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ପ୍ରଦାନ

ଡେଲାଙ୍ଗ : ଆଜି ପୂର୍ବାହ୍ନ ୧୧ଟା ସମୟରେ ଜଣେ ଡିଏମ୍‌କେ(ତାମିଲନାଡ଼ୁ) ସାଂସଦ ଡ.ଏସ୍‌.ସେନ୍ଥିଲ କୁମାର(ଏମ୍‌ଡିଆର୍‌ଡି) ତାଙ୍କ ବ୍ୟକ୍ତିଗତ ସଚିବ ଆର୍‌.ଜେ.ବାବୁଙ୍କ ସହିତ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ର ଚାଇଁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋରଡ଼ାପୀଢ଼ ଗ୍ରାମରେ ପହଂଚି ମନରେଗା
Read More...

ରାଜସ୍ଥାନର ପ୍ରତ୍ୟେକ ଜିଲ୍ଲାରେ ରାଜପଥ ଜାମ୍ : କେଉଁଠି ଟ୍ରାକ୍ଟର ରାଲି ତ’ କେଉଁଠି ସମାବେଶ

ନୂଆଦି‌ଲ୍ଲୀ : କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଶନିବାର ଦିନ ରାଜସ୍ଥାନରେ ତିନି ଘଣ୍ଟିଆ ଚକା ଜାମର ପ୍ରଭାବ ଦେଖିବାକୁ ମିଳିଥିଲା । ଜୟପୁର-ଦିଲ୍ଲୀ ରାଜପଥରେ ଥିବା ଶାହାଜାହାନପୁରରେ ଚାଷୀମାନେ ଦୁଇ ମାସ ଧରି ରାଜପଥରେ ଚକା ଜାମ କରୁଛନ୍ତି, ସେବା ଗାଡ଼ି ମଧ୍ୟ ବନ୍ଦ ରହିଛି ।
Read More...

ସାରା ଦେଶରେ କୃଷକଙ୍କ ଚକା ଜାମ ସମା‌ପ୍ତ

ନୂଆଦି‌ଲ୍ଲୀ : ତିନୋଟି କୃଷି ନିୟମକୁ ବିରୋଧ କରୁଥିବା ୪୦ ରୁ ଅଧିକ କୃଷକ ସଂଗଠନ ଡାକରା ଦେଇଥିବା ତିନି ଘଣ୍ଟିଆ 'ଚକ୍କା ଜାମ' ଶେଷ ହୋଇ ଯାଇଛି । ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଚକ୍କା ଜାମ ଡ଼ାକରା ଦିଆଯାଇ ନଥିଲା । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ରାଜଧାନୀ
Read More...

କୃଷି ବିଲ୍ ବିରୋଧରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ରାସ୍ତା ଅବରୋଧ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୃଷି ବିଲ୍ ବିରୋଧରେ ପୁଣି ଚାଷୀ ହୁଙ୍କାର ଦେଇଛନ୍ତି । କୃଷି ବିଲ୍ ପ୍ରତ୍ୟାହାର ଦାବୀରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଯାଇଛି । ଅଖିଳ ଭାରତୀୟ କିଷାନ ସଂଘର୍ଷ ସମନ୍ବୟ ସମିତି ଆହ୍ବାନ କ୍ରମେ ଦିନ ୧୨ରୁ
Read More...

ପୋଷ୍ୟ ସ୍କୁଲ ଘୋଷଣା ପରେ ନରସିଂହଙ୍କୁ କୃତଜ୍ଞତା ଜଣାଇଲେ ସ୍କୁଲ କର୍ତ୍ତୃପକ୍ଷ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ବଲାଙ୍ଗିର ମ୍ୟୁନିସିପାଲିଟି ଅନ୍ତର୍ଗତ ପଶ୍ଚିମ ଓଡିଶାର ସର୍ବ ପୁରାତନ ପୃଥ୍ୱୀରାଜ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଧନ୍ୟବାଦ ତଥା
Read More...

୫ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଡେଲାଙ୍ଗ : ଉତ୍କଳ ଗୌରବଙ୍କ ଶ୍ରାଦ୍ଧ ଦିବସ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ପୋରଡ଼ିଆ ନୋଡ଼ାଲ ହାଇସ୍କୁଲ ପରିସରରେ ମହାପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉକ୍ରଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସହିତ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁ ଓ
Read More...

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ବ୍ଲକ୍ ସଭାଗୃହରେ ଟୀକାକରଣ : ବିଡ଼ିଓ, ତହସିଲଦାର, ପୁଲିସ ବାହିନୀ, ଦମକଳ ବାହିନୀଙ୍କ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶନିବାର ଦିନ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟୀକା ପ୍ରଦାନର ଦ୍ଵିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଛି । ଦେଓଗାଁ ବ୍ଲକ ସଭାକକ୍ଷରେ ତହସିଲଦାର ନାରାୟଣ ସାହୁ, ବିଡ଼ିଓ ରୁଦ୍ର ପ୍ରସାଦ ସୁନାଙ୍କ ସହ ସରପଞ୍ଚ, ସମିତି ସଭ୍ୟ,
Read More...
error: Content is protected !!