Daily Archives

ଆଦିବାସୀ ଚିତ୍ରକଳା ଶିବର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଓଡ଼ିଶା ଲଳିତ କଳା ଏକାଡେ଼ମି ପକ୍ଷରୁ ଆୟୋଜିତ ଓ ବଲାଙ୍ଗିର ଆର୍ଟ ରିସର୍ଚ୍ଚ ସେଣ୍ଟର ସହଯୋଗିତାରେ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୧୯
Read More...

ତହସିଲ ଏବଂ ଉପଜିଲ୍ଲାପାଳଙ୍କ ଅଫିସ ଗେଟ୍‌ ଆଗରେ ଧାନ ବସ୍ତା ରଖିଲେ ଚାଷୀ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ୧୧ ତାରିଖ ରୁ ରାଜବୋଡାସମ୍ବର କୃଷକ ସଙ୍ଗଠନ ଅଧ୍ୟକ୍ଷତାରେ ଅଞ୍ଚଳର ବହୁ ଚାଷୀ ଟ୍ରାକ୍ଟରରେ ଧାନ ଆଣି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବସି ଲେପ୍ସ ହୋଇଥିବା ପ୍ରାୟ ୪୫୦୦ ଚାଷୀଙ୍କ ଟୋକନ ରିଜେନେରେଟ ଓ ୭୦ ଟି ମଣ୍ଡିରେ ପଡି
Read More...

ନବମ ଆନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କୁଡ଼ସିଂହା ଗ୍ରାମରେ ନବମ ଆନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମେଚରେ ଆମ୍ବବାହାଲ ଦଳ ଝଙ୍କରପାଲି ଦଳକୁ ପରାସ୍ତ କରିଛି । କ୍ୱାଟର ଫାଇନାଲ ମେଚରେ ବ୍ରାମନ ଡ଼ିହି ଦଳକୁ ଆମ୍ବବାହାଲ ଦଳ ପରାସ୍ତ
Read More...

କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରସ୍ତାବକ୍ରମେ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ (ଜୁଭେନାଇଲ ଜଷ୍ଟିସ୍ ଆକ୍ଟ), ୨୦୧୫ରେ ସଂଶୋଧନକୁ ମଞ୍ଜୁରି ମିଳିଛି।
Read More...

ଦେଓଗାଁ ବ୍ଳକର ବିଭିନ୍ନ ଅଞ୍ଚଳକୁ ବଲାଙ୍ଗିର ଜିଲ୍ଲାପାଳଙ୍କ ପରିଦର୍ଶନ : ସାରସମାଳର ଏସଏଚଜିଙ୍କ କାମ ସହ ସିଲେଟକାନିରେ…

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ୯ଟା ସମୟରେ ବଲାଙ୍ଗିର ଜିଳ୍ଲାପାଳ ଚଞ୍ଚଳ ରଣା ସାରସମାଲ ପଞ୍ଚାୟତର ଚୋରମରା ଓ କନକପୁର, ବଡ଼ବନ୍ଧ ପଞ୍ଚାୟତର ବଡ଼ବନ୍ଧ ଓ ସିଲେଟକାନୀ, ମୁକନ୍ଦପୁର ପଞ୍ଚାୟତର ଥାଲବନ୍ଧ ଓ ଭୀମଡୁଙ୍ଗରୀ ଏବଂ ବନ୍ଧପାଲି ଗାଁକୁ ଯାଇ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ
Read More...

ଜରାସିଂହା କଲ୍ୟାଣ ମଣ୍ଡପର ଶିଳାନ୍ୟାସ : ୫୦ ଲକ୍ଷ ଟଙ୍କା ବ୍ୟୟ ଆକଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ୧୧ଟା ସମୟରେ ଦେଓଗାଁ ବ୍ଳକ ଜରାସିଂହାରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ ପାଇଁ ଦେଓଗାଁ ବ୍ଳକ ଅଧ୍ୟକ୍ଷା ରୀନା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିଛନ୍ତି । ଅଧ୍ୟକ୍ଷାଙ୍କ କହିବା ଅନୁସାରେ ଏହି ମଣ୍ଡପ
Read More...

ଅବ୍ୟବସ୍ଥା ଘେରରେ ବାଲିଗୁଡାର ଶ୍ମଶାନ : ବାଇକ ଆଲୁଅରେ ଶବଦାହ କରାଯାଉଛି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିରେ ଥିବା ଶ୍ମଶାନ ଅବ୍ୟବସ୍ଥା ମଧ୍ୟରେ ରହିଛି । ବାଲିଗୁଡାର ସର୍ବ ପୁରାତନ ସାହି ନୁଆସାହିର ୱାର୍ଡ ନମ୍ବର ୫ ଓ ୬ରେ ବସବାସ କରୁଥିବା ଲୋକେ ଦୀର୍ଘ ପଚାଶବର୍ଷରୁ ଉର୍ଦ୍ଧ ହେବ ଜରାଶ୍ରମ ନିକଟରେ ଥିବା ଶ୍ମଶାନ
Read More...

ଏନଏଚ ତଳକୁ ଖସିଲା ପିକଅପ : ଚାଳକ ଫେରାର

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ରାତିରେ ଏକ ମହିନ୍ଦ୍ରା ପିକଅପ୍ (ଡବ୍ଲୁବି ୩୧ ଏ ୩୭୫୦)ଗାଡ଼ି ଦେଓଗାଁ ପଟରୁ ବଲାଙ୍ଗୀର ଆଡ଼କୁ ଯାଉଥିବା ବେଳେ ସିନଖମନ ନିକଟରେ ଦୁର୍ଘଟଣା ଘଟିଛି । ଗାଡି ଚାଲକ ଜଣକ ଫେରାର ମାରିଥିବା ବେଳେ ଗାଡ଼ିଟି ବାଲେଶ୍ଵର ଯାଉଥିବା ସୂଚନା ମିଳିଛି ।
Read More...

ସଡକ ଦୁର୍ଘଟଣାରେ ଜଣେ ଆହତ ଓ ଜଣେ ମୃତ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ଥାନା ଅନ୍ତର୍ଗତ ଚାହାଂରଭଟା ପାଖରେ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟ ହେବା ସହ ଅନ୍ୟ ଜଣେ ଗଭୀର ଆହତ ହୋଇଛନ୍ତି । ମୃତ ଯୁବକ ଟିଟିଲାଗଡ ଥାନା ଅନ୍ତର୍ଗତ ହଳଦୀ ପଞ୍ଚାୟତର ପାତଳପଡ଼ାର ବରୁଣ ଭୋଇ (ବୟସ -୨୮) ଭାବରେ ପରିଚୟ ମିଳିଥିବା ବେଳେ ଆହତ
Read More...

ଖବରଦାତା ସମ୍ମିଳନୀରେ ତଦନ୍ତ ଦାବୀ କଲା ବିଜେଡି : ସାଂସଦଙ୍କ ନୋମିନି ତଥା ଖଗସା ସରପଂଚଙ୍କ କରୋନା ମହାମାରୀ ଫଣ୍ଡ…

କଂଟାବାଂଜି, (ମନିଶ କୁମାର ହଂସ) : ବୁଧବାର ସଂଧ୍ୟାରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସଙ୍କ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ଖବରଦାତା ସମ୍ମିଳନୀରେ କରୋନା ମହାମାରୀ ସମୟରେ ହୋଇଥିବା ଦୁର୍ନୀତି ଉପରେ ଭିଜିଲାନ୍ସ ତଦନ୍ତ ଦାବୀ କରାଯାଇଛି । କରୋନା
Read More...